• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Manas Swain Murder Mystery

Sarmistha Rout
ମାନସ ହତ୍ୟା ମାମଲ: କେଉଁଠି ଲୁଚିଛନ୍ତି ୱେବ୍‌ ମାଲିକାଣୀ ? ଭାଇ ଧରାପଡ଼ିଗଲା ହେଲେ ଶର୍ମିଷ୍ଠାଙ୍କୁ ପାଉନି ପୋଲିସ

ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ?

Dibyashankar Mishra
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା, କହିଲେ..

ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି । ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଛି ।

Niranjan Sethi
ଶର୍ମିଷ୍ଠାଙ୍କୁ ଦିନକୁ ୩୦ ଥର କଲ କରୁଥିଲେ ନିରଞ୍ଜନ, ବାରମ୍ବାର ଯାଉଥିଲେ ଦୟାଲ ଆଶ୍ରମ

ଏତେ ବଡ଼ ଅଫିସର ପୋଲିସ ରାଡାର ଭିତରକୁ ଆସି ଗିରଫ ହୋଇପାରୁଛନ୍ତି ଏବଂ ଜେଲ ଯାଇପାରୁଛନ୍ତି ତେବେ ଶର୍ମିଷ୍ଠା କାହିଁକି ଏଯାଏଁ ଧରା ପଡ଼ିନାହାନ୍ତି ? ପୋଲିସ ତାଙ୍କୁ କାହିଁକି ଧରିପାରୁନି ?

Manas Swain Killed
ମୋ ପୁଅକୁ ଯେମିତି ସେ ମାରିଛି, ସିଏ ସେମିତି ମରୁ

ନୟାଗଡ଼ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛରେ ଲେଡ଼ି ଲିଙ୍କ୍ । ମାସକ ତଳେ ସଂଘଟିତ ରହସ୍ୟଜନକ ଅପରାଧ ପଛରେ ରାଜଧାନୀର ଏକ ୱେବ ପୋର୍ଟାଲ୍ ମାଲିକାଣୀଙ୍କ ସଂପୃକ୍ତି ଆଶଙ୍କା, ଚାଞ୍ଚଲ୍ୟ ଖେଳାଇ ଦେଇଛି ।