• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Camera Man Manas Swain

CameraMan MurderCase
ମାନସଙ୍କ ଅଧାପୋଡ଼ା ଚପଲ, ଇୟରଫୋନକୁ ଚିହ୍ନିଲେ ପରିବାର ଲୋକେ

୩ ଦିନିଆ ରିମାଣ୍ଡରର ଆଜି ଦ୍ୱିତୀୟ ଦିନ। ମୁହାଁମୁହିଁ କରି ସତ ବାହାର କରୁଛି କ୍ରାଇମବ୍ରାଞ୍ଚ।

Sarmistha Rout Used Salt To Help Decompose Mansa Swain's Body
କ୍ୟାମରାମ୍ୟାନ ମାନସ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ କେମିତି କରିଥିଲା ଯୋଜନା, ଜାଣନ୍ତୁ

କ୍ରାଇମ ସିନ୍ ରିକ୍ରିଏସନ୍, ଘଣ୍ଟା ଘଣ୍ଟାର ଜେରା,ଏକାଧିକ ପ୍ରଶ୍ନ...ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କିଛି ଏଭଳି ଭାବେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।

Cameraman Manas Swain Murder Case
ବିଧାନସଭାରେ ଉଠିଲା ମାନସ ସ୍ୱାଇଁ ହତ୍ୟା ମାମଲା

ବିଧାନସଭାରେ ମାନସ ସ୍ୱାଇଁ ହତ୍ୟା ମାମଲା ପ୍ରସଙ୍ଗ ଉଠିଛି। ଆଜି ଏହି ପ୍ରସଙ୍ଗ ଉଠାଇ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କୁ ଘେରିଛନ୍ତି। 

Prime Accused Sarmistha Rout Arrested
ଗିରଫ ପରେ ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ପ୍ରଥମ ଫଟୋ, କୋଲକାତାରୁ ବସ୍‌ରେ ଫେରୁଥିଲେ...

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ କ୍ରାଇମବ୍ରାଞ୍ଚ ଓ ପୋଲିସ୍‌ର ମିଳିତ ଟିମ୍‌ ଗିରଫ କରିଛି।

Sarmistha Rout Arrested
ଗିରଫ ହେଲେ ଶର୍ମିଷ୍ଠା ରାଉତ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଗିରଫ ହୋଇଛନ୍ତି। 

Camera Man Manas Swain
ମାନସ ସ୍ୱାଇଁ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ ! ଗୁମର ଖୋଲିଲେ ସହଯୋଗୀ କ୍ୟାମେରାମ୍ୟାନ୍

ମାନସ କହିଛନ୍ତି, ଗତ ଜାନୁୟାରୀ ୨୯ ତାରିଖରେ ପୁରୀରେ ଏକ ସର୍ଟ ଫିଲ୍ମ ସୁଟିଂ ହୋଇଥିଲା । ଯେଉଁଥିରେ ୨ ଯୁବତୀ ଓ ଜଣେ ମହିଳାଙ୍କ ସହ ଅଭିନୟ କରିଥିଲେ ପୂର୍ବତନ OIS ଅଧିକାରୀ ନିରଂଜନ ସେଠୀ ।

Camera Man Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ ଆଜି ଭଦ୍ରକ ଏବଂ ଚାନ୍ଦବାଲି ଯାଇ ଖୋଳତାଡ଼ କରିଛି । ସେପଟେ ଭଦ୍ରକ ପୋଲିସ ଏବଂ କ୍ରାଇମବ୍ରାଞ୍ଚର ଆଉ ଦୁଇଟି ଟିମ୍ ରାଜ୍ୟ ବାହାରକୁ ଯାଇଛି ।

Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର, DGP ବଂଶଲ ଦେଲେ ନିର୍ଦ୍ଦେଶ

ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

Sarmistha Rout
ନିରଞ୍ଜନ-ଶର୍ମିଷ୍ଠା ନିଇତି ଚାଲିଥିଲା ଗପସପ, ଘଂଟା ଘଂଟା ଧରି ହେଉଥିଲେ କଥାବାର୍ତ୍ତା !

ଶର୍ମିଷ୍ଠାଙ୍କ ସହ ବାରମ୍ବାର କଥା ହେଉଥିଲେ ନିରଞ୍ଜନ । ଏପରିକି ସେ ଫେରାର ହେବା ଏବଂ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯିବା ପରେ ବି ଶର୍ମିଷ୍ଠାଙ୍କ ପରିବାର ଲୋକଙ୍କୁ ନିରଞ୍ଜନ ଫୋନ୍ କରିଥିବା ପ୍ରମାଣ ପାଇଛି ପୋଲିସ ।

Manas Swain
କ୍ୟାମେରା ମ୍ୟାନ୍ ମାନସ ହତ୍ୟା ମାମଲାରେ ପୋଲିସକୁ ତାତ୍ସଲ୍ୟ କଲା କଂଗ୍ରେସ

ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରୁଛନ୍ତି । ହେଲେ ପୋଲିସ୍ କିପରି ତାଙ୍କୁ ଧରି ପାରୁନି ? ଦୁଇ ଥର ଜେରା ପରେ ତାଙ୍କୁ କାହିଁକି ଛାଡ଼ି ଦେଇଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Niranjan Sethi
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ !

ଚିପ୍‌ରେ କଣ ଥିଲା ଯେ, ମାନସଙ୍କୁ ମାରିଦିଆଗଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍‌ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ ।

Cameraman Manas Swain Murder Case
ମିଳିଲା ବଡ଼ ପ୍ରମାଣ: ଅତି ନିଜର ଥିଲେ ଶର୍ମିଷ୍ଠା, ଅବସର ଦିନ ଲାଲେଲାଲ୍‌ କରିଦେଲେ ନିରଞ୍ଜନ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଓ ବଡ଼ ଖୁଲାସା ହୋଇଛି। ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

Niranjan Sethi OIC
ମାନସ ହତ୍ୟା ମାମଲା: ଅପହରଣଠାରୁ ଶବ ପୋତିବା ପର୍ଯ୍ୟନ୍ତ, ପୁରା ଘଟଣାର ପ୍ଲାନ୍‌ କରିଥିଲେ ନିରଞ୍ଜନ

ସବୁ ଘଟଣାର ଷଡ଼ଯନ୍ତ୍ର ରଚିଥିଲେ ଖୋଦ୍‌ ନିରଞ୍ଜନ ସେଠୀ । ଖାଲି ନିରଞ୍ଜନ ସେଠୀ ନୁହେଁ ଅନ୍ୟ ଜଣେ ଅଭିଯୁକ୍ତ ରଂଜନ ନାୟକ ମଧ୍ୟ ଗିରଫ ହୋଇଥିବା ସୂଚନା ରହିଛି । 

Camera Man Manas Swain
କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲାରେ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ ଗିରଫ

ଆଇ ଆଣ୍ଡ ପିଆର୍‌ ବିଭାଗର ପୂର୍ବତନ ନିର୍ଦ୍ଦେଶକ ମଧ୍ୟ ଥିଲେ । ନିରଞ୍ଜନଙ୍କ ଗିରଫ ନେଇ ଚାନ୍ଦବାଲି ଏସ୍‌ଡିପିଓଙ୍କ ସୂଚନା ।

Camera Man Manas Swain
ମାନସ ସ୍ୱାଇଁ ହତ୍ୟା ମାମଲା: ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କୁ ଧରୁନି ନା ଧରିପାରୁନି ପୋଲିସ ?

ଘଟଣାକୁ ପ୍ରାୟ ଦେଢ଼ ମାସ ବିତିଯାଇଥିଲେ ବି ହତ୍ୟାର ମାଷ୍ଟର ମାଇଣ୍ଡ୍ କୁହାଯାଉଥିବା ୱେବ୍ ଚ୍ୟାନେଲ୍ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ଏଯାଏଁ ଟେର୍ ମିଳୁନାହିଁ ।

Manas Swain
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ, ପୋଲିସ ହାତରେ ସର୍ମିଷ୍ଠାଙ୍କ ମୋବାଇଲ

କ୍ୟାମେରାମ୍ୟାନ ମାନସ ସ୍ୱାଇଁ, ଅପହରଣ ଓ ହତ୍ୟା ମାମଲା ଘଟଣାରେ ଆସିଲା ନୂଆ ମୋଡ଼ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ଯମୁନା ସ୍ୱାଇଁ । ଆମକୁ ନ୍ୟାୟ ଦିଅ କହି ହସ୍ତକ୍ଷେପ ଲୋଡ଼ିଲେ ମାନସଙ୍କ ମାଆ ।

Manas Swain & Jamuna Swain
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମାଆ ଯମୁନା

ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଯାଜପୁର ଧର୍ମଶାଳା ୧୬ ନମ୍ବର ଜାତୀୟ ରାଜପଥ ସଙ୍ଖାରିଢ଼ିହ ନିକଟ ରାସ୍ତାକଡରୁ ମୋବାଇଲକୁ ପାଇଥିଲେ ଜଣେ ବ୍ୟକ୍ତିି ।

Camera Man Manas Swain
ମାନସ ହତ୍ୟା ମାମଲା: ସାମାନ୍ୟ ମେମୋରି କାର୍ଡ ପାଇଁ କ୍ୟାମେରାମ୍ୟାନଙ୍କୁ ହତ୍ୟା ! ନା ଆଉ କିଛି ରହିଛି ରହସ୍ୟ ?

ପୋଲିସ ମାସେ ହେଲା ଏହି ହତ୍ୟାକାଣ୍ଡର ଖିଅ ଖୋଜୁଥିବା ବେଳେ ମାନସ ପୂର୍ବରୁ କାମ କରୁଥିବା ୱେବ ଚ୍ୟାନେଲ ମାଲିକାଣୀଙ୍କ ସପୃକ୍ତି ନେଇ ସ୍ପଷ୍ଟ କରିଛି ।