• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Camera Man

manas murder case
ମାନସ ସ୍ୱାଇଁ ହତ୍ୟା ମାମଲା: କୋର୍ଟ ଅଭିମୁଖେ ବାହାରିଲା କ୍ରାଇମବ୍ରାଞ୍ଚ ଟିମ୍

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଚାନ୍ଦବାଲି JMFCରେ ହାଜର କରି କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଣ୍ଡ ପାଇଁ ଆବେଦନ କରିପାରେ ।

Camera Man Manas Swain
ମାନସ ମର୍ଡର ମିଷ୍ଟ୍ରିର ରହସ୍ୟ ଭେଦିବ କ୍ରାଇମବ୍ରାଞ୍ଚ ? ଚିପ୍‌ରେ ଥିବା ବଡ଼ ନେତା-ଅଫିସରଙ୍କୁ ଧରି ପାରିବ ତ ?

ମେମୋରି ଚିପ୍‌ରେ ଲୁଚି ରହିଥିବା ବାବୁ ଓ ନେତାଙ୍କ ଖୋଲିବ କି ଲିଙ୍କ ? ଶର୍ମିଷ୍ଠାଙ୍କ ଫେରାର ଏବଂ ଅନୁକମ୍ପା ପଛରେ ଆଉ କାହାର ରହିଛି ହାତ ? ମାନସ ହତ୍ୟାକାଣ୍ଡ ମାମଲା ଉପରୁ ପରଦା ହଟାଇବାକୁ ଏଣ୍ଟ୍ରି ମାରିଛି କ୍ରାଇମବ୍ରାଞ୍ଚ ।

Manas Swain & Sarmistha Rout
ମାନସ ହତ୍ୟା ମାମଲା: ଶର୍ମିଷ୍ଠା-ନିରଞ୍ଜନଙ୍କ ମଧ୍ୟରେ ଥିଲା କି ଘନିଷ୍ଠତା ? ଘର-ଅଫିସ୍‌କୁ ଥିଲା ଅବାଧ ପ୍ରବେଶ !

ରାଜ୍ୟ ବାହାରେ ଥିବା ଶର୍ମିଷ୍ଠାଙ୍କୁ ଧରିବାକୁ ଗୋଟିଏ ଟିମ୍ ଓ ମାମଲାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ଆଉ ଏକ ଟିମ୍ ଗଠନ କରାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ତେବେ ପ୍ରଶ୍ନ, ଯେଉଁ ମେମୋରିଚିପ୍ ପାଇଁ ହତ୍ୟା କଥା କୁହାଯାଉଛି, ସେହି ଚିପ୍ ଭିତରର ସତ ସାମ୍ନାକୁ ଆସିବ ତ ?

Sarmistha Rout
ସାମ୍ନାକୁ ଆସିଲା ନୂଆ ତଥ୍ୟ ! ହତ୍ୟା ପରେ ଶାଶୂ ଘରେ ଲୁଚିଥିଲେ ଶର୍ମିଷ୍ଠା, କିନ୍ତୁ ସ୍ୱାମୀଙ୍କ ସହ ନଥିଲା ସମ୍ପର୍କ

୧୦ ତାରିଖ ସକାଳେ ଶର୍ମିଷ୍ଠା ଚାଲି ଯାଇଥିଲେ । ଶର୍ମିଷ୍ଠା ରହିବା କଥା ଜାଣି ମାନସ ମାମଲାର ତଦନ୍ତ କରୁଥିବା ପୋଲିସ ମାର୍ଚ୍ଚ ୧୯ରେ ଶର୍ମିଷ୍ଠାଙ୍କ ଶାଶୂଙ୍କ ଘରକୁ ଯାଇ ପଚରାଉଚରା କରିଥିବା ଜଣାପଡିଛି ।

Sarmistha Rout
ମାନସ ହତ୍ୟା ମାମଲ: କେଉଁଠି ଲୁଚିଛନ୍ତି ୱେବ୍‌ ମାଲିକାଣୀ ? ଭାଇ ଧରାପଡ଼ିଗଲା ହେଲେ ଶର୍ମିଷ୍ଠାଙ୍କୁ ପାଉନି ପୋଲିସ

ପୋଲିସ ସୂଚନା ଅନୁସାରେ ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରା ପଡ଼ିଥିଲେ ବି ଶର୍ମିଷ୍ଠା ମିଳିନାହାନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ଯଦି ପରମେଶ୍ୱର ବିଜୟଓ୍ୱାଡ଼ାରୁ ଧରାପଡ଼ିଲେ, ତାହେଲେ ତାରି ଯୋଜନାରେ ଫେରାର ମାରୁଥିବା ଶର୍ମିଷ୍ଠା ଗଲେ କୁଆଡ଼େ ?

Dibyashankar Mishra
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ପ୍ରତିକ୍ରିୟା, କହିଲେ..

ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି । ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ । ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଛି ।

Camera man Murder Case
କ୍ୟାମେରାମ୍ୟାନ୍ ମାନସ କୁମାର ସ୍ୱାଇଁ ହତ୍ୟାକାଣ୍ଡର ଫିଟିଲା ଗୁମର

ପ୍ରଥମେ ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ଅପହରଣ ପରେ ହତ୍ୟାର ଫିଟିଥିଲା ଗୁମର।