• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Niranjan Sethi

niranjan sethy
ଚୁଡ଼ା ଓ ଚିନି ଖାଇଲେ ନିରଞ୍ଜନ ସେଠୀ, ଘର ଖାଦ୍ୟ ଦେବାକୁ ମନା କରିଦେଲେ ଜେଲ କତ୍ତୃପକ୍ଷ

କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗତକାଲି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରିଥିଲା ପୋଲିସ। ଚାନ୍ଦବାଲି ପୋଲିସ କୋର୍ଟ ଚାଲାଣ ପରେ ପରେ କଡା ସୁରକ୍ଷା ମଧ୍ୟରେ ଚାନ୍ଦବାଲିରୁ ଭଦ୍ରକ ଦୀର୍ଘ ୫୨ କିଲୋମିଟର ଆଣି ଭଦ୍ରକ ସ୍ୱତନ୍ତ୍ର ଉପକାରଗାରକୁ ପଠାଇଥିଲେ । ତେବେ ଜେଲ୍‌ ଯିବାପରେ ନରଞ୍ଜନଙ୍କ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।

Niranjan Sethi
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଳୁ ଖୋଳୁ ଖୋଳୁ ମହାଦେବ !

ଚିପ୍‌ରେ କଣ ଥିଲା ଯେ, ମାନସଙ୍କୁ ମାରିଦିଆଗଲା ? କୁଆଡ଼େ ଗଲେ ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ? ଏବେ ବି ଆଢୁଆଳରେ ରହିଯାଇଥିବା ଏଭଳି ଅନେକ ଦିଗର ଖୁଲାସା କରିପାରିନଥିବା ଚାନ୍ଦବାଲି ପୋଲିସ କହିଛି, ଛାନ୍‌ଭିନ୍ ଜାରି ରହିଛି। ସେପଟେ ଶର୍ମିଷ୍ଠାଙ୍କ ପ୍ରତି ନିରଂଜନଙ୍କ ଅହେତୁକ ଅନୁକମ୍ପାର ପ୍ରମାଣ ଲାଗିଛି ଓଟିଭି ହାତରେ ।