ଦେଖନ୍ତୁ ଦୃଶ୍ୟ। ହଠାତ୍ ଜଣେ ଯୁବକ ଆସିଲେ ଆଉ ଜଣଙ୍କୁ କଟୁରୀ ଧରି ହାଣିବାକୁ ଉଦ୍ୟମ କଲେ। ଖବର ଅନୁସାରେ ଯିଏ ହାଣିବାକୁ ଉଦ୍ୟମ କରୁଛନ୍ତି ତାଙ୍କ ପତ୍ନୀଙ୍କ ସହ କେଉଁ ଜଣେ ଯୁବକ ଫୋନରେ ରାତିସାରା କଥା ହେଉଛନ୍ତି। ତେଣୁ ସେ ସନ୍ଦେହ କରି ଅନ୍ୟ ଯୁବକ ଜଣକୁ ଏମିତି ଆକ୍ରମଣ କରିବାକୁ ଉହୁଙ୍କି ଉଠୁଛନ୍ତି। କିନ୍ତୁ ଏ ସମ୍ପର୍କରେ ଆକ୍ରମଣ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ।
ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ନୂଆ ଟୁଇଷ୍ଟ । ପୋଲିସ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ରହିଛନ୍ତି ୨ ବଙ୍ଗାଲି ଦାଦା । ତେବେ କିଏ ଏହି ଦୁଇ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କଣ ରହିଛି ସମ୍ପର୍କ ? ଏମାନଙ୍କ ପାଖରୁ କଣ ତଥ୍ୟ ପାଇଛି ପୋଲିସ ? ଜାଣନ୍ତୁ ଏ ଖବରରେ
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ପୋଲିସ୍ ପଚରାଉଚରା କରିଥିବା ୧୦ ଜଣଙ୍କ ସାକ୍ଷୀଙ୍କ ମଧ୍ୟରେ ୨ ଜଣ ବଙ୍ଗାଳି ବ୍ୟକ୍ତି ଅଛନ୍ତି। କିଏ ଏହି ଦୁଇ ଜଣ ବଙ୍ଗାଳି ଭାଷାଭାଷି ବ୍ୟକ୍ତି ? ଏହି ଦୁଇ ବ୍ୟକ୍ତିଙ୍କ ମମିତା ମେହେର ହତ୍ୟାକାଣ୍ଡ ସହ କ’ଣ ସମ୍ପର୍କ ରହିଛି ?
ରେଳ ଧାରଣାରେ ଯୁବତୀଙ୍କର ଯାଇଛି ଜୀବନ । ପାଖରେ ପଡିଛି ବ୍ୟାଗ ଆଉ ଖଣ୍ଡେ ହାତଲେଖା ନୋଟ । ପରିବାର ଲୋକେ କହୁଛନ୍ତି ଆମ ଝିଅର ଏ ମୃତୁ ପାଇଁ ଜଣେ ବିବାହିତ ପୁରୁଷ ଦାୟୀ ।
ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।
ପ୍ରେମ ଓ ପ୍ରତାରଣା ଯୋଗୁ ଜଣେ ଯୁବତୀ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି। ରେଲ୍ୱେ ଟ୍ରାକ୍ ନିକଟରୁ ତାଙ୍କର ଏକ ବ୍ୟାଗ ମିଳିଥିଲା। ଯେଉଁଥିରେ ଏକ ସୁଇସାଇଡ ନୋଟ୍ ଓ ମୋବାଇଲ୍ ଜବତ କରିଛି ପୋଲିସ୍।
ବିଧାୟିକାଙ୍କ ପିଏସଓ କଂଗ୍ରେସ କର୍ମୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଅତାବିରା ଥାନାରେ କଂଗ୍ରେସ କର୍ମୀ ବିଧାୟିକାଙ୍କ ପିଏସଓ ଏବଂ ଡ୍ରାଇଭରଙ୍କ ନାଁରେ ଗାଳି ଗୁଳଜ ସହ ପିସ୍ତଲରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଉପରେ ଉଠାଯାଇଥିବା ବିଭିନ୍ନ ଅଭିଯୋଗ ଉପରେ ଉତ୍ତର ରଖିଛନ୍ତି। ଉଦ୍ଦେଶ୍ୟମୂଳକ ଭାବେ ତଦନ୍ତରେ ଅବହେଳା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଦାୟିତ୍ୱର ସହ ସଠିକ୍ ଭାବେ ମାମଲାର ତଦନ୍ତ କରାଯାଉଛି।
ହ୍ୟାକର ଏକାଧିକ ଆକାଉଣ୍ଟରେ ଟଙ୍କା ରଖୁଛନ୍ତି ଓ କାଢୁଛନ୍ତି । ଯେଉଁ ଆକାଉଣ୍ଟରୁ ଟଙ୍କା କାଢୁଛନ୍ତି ,ତାହା ଭାରତ ଭିତର ଆକାଉଣ୍ଟ ବୋଲି ଜଣାପଡ଼ିଛି ।
ଜଗତସିଂହପୁର ସୌମ୍ୟ ଭୋଇଙ୍କ ମୃତ୍ୟୁ ମାମଲାର ପର୍ଦ୍ଦାଫାସ୍ । ସେହି ଗାଁର ଜଣେ ମହିଳା ଗିରଫ, ନାବାଳକ ପୁଅ ଅଟକ। ଦେଖନ୍ତୁ କାହିଁଙ୍କି ମା ପୁଅ ଏମିତି କାଣ୍ଡକଲେ ଜାଣନ୍ତୁ
ଦେହରେ ବାଉଁଶ ବାଜି ଯିବାରୁ ଚାଲିଗଲା ୨ ବର୍ଷର ପୁଅ ଜୀବନ। ଗାଁ ଲୋକଙ୍କ ଭୟରେ ୨ ବର୍ଷର ପୁଅର ମୃତଦେହକୁ ଜଳାଶୟକୁ ଫିଙ୍ଗି ଦେଇଥିଲେ ଜଣେ ମହିଳା ଓ ତାଙ୍କର ୧୬ ବର୍ଷୀୟ ପୁଅ।
ବର୍ଷେ ତଳେ ହତ୍ୟା, ଏବେ ମିଳିଲା ଅବଶେଷ। ପାରିବାରିକ ଅଶାନ୍ତିରୁ ପତ୍ନୀକୁ ହତ୍ୟା କଲା ସ୍ବାମୀ । ବର୍ଷେ ପରେ ମିଳିଲା ପତ୍ନୀର ମୃତଦେହର ଅବଶେଷ। ବର୍ଷେ ତଳେ ପ୍ରେମ ବିବାହ କରିଥିଲେ
ପ୍ରଥମେ ପ୍ରେମ ଜାଲରେ ଫସାଇ ବିବାହ କରିଥିଲା ଆଉ ତାପରେ ବିବାଦ ଉପୁଜିବାରୁ ହତ୍ୟା କରିଦେଲା । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଳ୍ଲା ବାଂଶପାଳ ନୟାକୋଟ ଥାନା ଅଞ୍ଚଳରେ ।
ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରାଯାଇଥିଲା। କଲେଜ ସଭାପତି ଗୋବିନ୍ଦ ସାହୁ ତାଙ୍କ କାର୍ ଭିତରେ ତାଙ୍କୁ ହତ୍ୟା କରିଥିଲେ। ନିଜର ପରକୀୟା ପ୍ରୀତି ପ୍ରଘଟ ହୋଇଯିବା ଆଶଙ୍କାରେ ମମିତାଙ୍କୁ ଗୋବିନ୍ଦ ହତ୍ୟା କରି ପୋଡ଼ି ଦେଇଥିଲା।
ପୋଲିସ୍ ଚାକିରି କରିବେ ବୋଲି ପିଲା ମାନେ ଅନ୍ଧପରି ଦେଉଥିଲେ କୋଟି କୋଟି ଟଙ୍କା ଲାଞ୍ଚ। ଦଲାଲ ପୁଣି ଅବସର ପ୍ରାପ୍ତ ସରକାରୀ ବାବୁ । ଚାକିରି ନାଁରେ ହରିଲୁଟ୍
୨୦୦୬ରେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ ସିଲା ମାରାଣ୍ଡି। ୨୦୧୬ରେ ସିଲାଙ୍କୁ ରାଉରକେଲା ଜେଲରୁ ମୁକ୍ତ କରାଯାଇଥିଲା।
ଗିରଫ କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କୁ ନେଇ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବିଭିନ୍ନ କ୍ଷେତ୍ରରେ ପ୍ରତାପ ବିନିଯୋଗ କରିଥିବା ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠାବ ହୋଇଛି।
ଓଡ଼ିଶାରେ ଆରମ୍ଭ ହୋଇଯାଇଛି ଡିଜିଟାଲ ଗ୍ୟାଙ୍ଗୱାର। ସୋସିଆଲ୍ ମିଡିଆରେ ଗୋଟିଏ ଗ୍ୟାଙ୍ଗ ଭିଡିଓ ଛାଡ଼ିଲେ, ଏହାର ଜବାବ ଦେଉଛି ଆଉ ଗୋଟିଏ ଗ୍ୟାଙ୍ଗ୍। ତାହା ପୁଣି ସେଇ ଭିଡିଓରେ। ଆଉ ସେ ଭିଡିଓର ଦୃଶ୍ୟ ଓ ଭାଷା ଅତ୍ୟନ୍ତ ଅରୁଚିକର ଓ ଭୟାନକ। ଦେଖନ୍ତୁ ଆମର ଏହି ଷ୍ଟୋରି।
ଗିରଫ ପୋଲିସ୍ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଓ ତାଙ୍କ ପତ୍ନୀ ସସ୍ମିତା ସାମଲ୍। ୨୦୦୩ରେ ନିର୍ମିତ ଫିଲ୍ମ ନାରୀ ଆଖିରେ ନିଆଁ ଓ ୨୦୦୫ର ବାଜି ଫିଲ୍ମରେ ଟଙ୍କା ଲଗାଇଥିଲେ ପ୍ରତାପଙ୍କ ପତ୍ନୀ ସସ୍ମିତା ସାମଲ।
ଚାକିରି ଦେବାର ଆଳ ଦେଖାଇ କିଛି ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ସୁଯୋଗ ଦେବା ନାଁରେ ଯୁବକଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ଚାକିରି ପାଇବା ଆଶାରେ ଶେଷରେ ଯୁବକ, ଯୁବତୀ ଠକାମିର ଶିକାର ହେଉଛନ୍ତି।
କୋଟିପତି ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ୍ ଲିଙ୍କ୍ ରହିଥିବା ଜଣାପଡ଼ିଛି..
ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସ୍ଆପ୍ ହ୍ୟାକ୍ ସମସ୍ତଙ୍କୁ ଚକିତ କରିଦେଇଛି.. ସେ କହିଛନ୍ତି ସେ କୌଣସି ଲିଙ୍କ୍ କ୍ଲିକ୍ କରି ନଥିଲେ.. ତଥାପି ତାଙ୍କ ହ୍ୱାଟସ୍ ଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷର ଚୂନ ଲଗେଇଦେଇଛନ୍ତି ସାଇବର ଲୁଟେରା..
ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ। ଭିଡିଓ ପୋଷ୍ଟ କରିଥିବା ଜଣେ ଝିଅ ଯାହା କହିଛନ୍ତି ତାହା ଆପଣଙ୍କୁ ଆଶ୍ଚର୍ଯ୍ଯ କରିଦେବ। ସୋସିଆଲ୍ ମିଡିଆରେ ଅଶ୍ଳୀଳ ଭାଷାରେ ଭିଡିଓ କରିବା ପଛରେ ଅଛି ଗ୍ରୁପ।
ମୁଁ ଷ୍ଟ୍ରଙ୍ଗ ମୁଁ ସବୁ ସମ୍ଭାଳି ପାରିବି, ମା ତୁ ଏଠୁ ଯା । ମୁଁ କଣ ଖରାପ କାମ କରିଛି ଯେ ମୁଁ ଏମାନଙ୍କୁ ଡରିବି । ତୁ ଯା ମୁଁ ସବୁ ସମ୍ଭାଳି ନେବି । ଏମିତି ପ୍ରତିକ୍ରିୟା ଦେଇଛନ୍ତି କଟକରେ ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ହୋଇଥିବା ଯୁବତୀ ଜଣକ ।
ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ..