ଗାର୍ଲସ୍ ୱାଶରୁମ୍ରେ ମୋବାଇଲ୍ ଫୋନ୍ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ । ଶୈଚାଳୟର ଡଷ୍ଟବିନ୍ ଭିତରେ ମୋବାଇଲ୍ ଫୋନ୍ ଲୁଚାଇ ରଖି କରୁଥିଲେ ଭିଡ଼ିଓ ରେକର୍ଡିଂ ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ରେଡ୍ କରୁଛି ଭିଜିଲାନ୍ସ ଟିମ୍ ।
କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ତେଜୁଛି ଆନ୍ଦୋଳନ।
ହତ୍ୟାରେ ବ୍ୟବହୃତ ଛୁରୀକୁ ପାଞ୍ଚଗାଁ ଗାଙ୍ଗୁଆ କୂଳରେ ଫିଙ୍ଗିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଛନ୍ତି ।
କାର୍ଟୁନ ବକ୍ସରୁ ମିଳିଛି ନଗଦ ୩ କୋଟି ଟଙ୍କା। ଜଣେ ମ୍ୟୁନିସିପାଲ କର୍ପୋରେସନ ଅଧିକାରୀଙ୍କ ଘରୁ ଏତେ ପରିମାଣର ସଂପତ୍ତି ବାହାରିବା ପରେ ଟେରା ହୋଇଯାଇଛନ୍ତି ଦୁର୍ନୀତି ନିବାରଣ ବ୍ୟୁରୋ କର୍ମଚାରୀ।
ବାସୁଦେବପୁର ଥାନାରେ ପ୍ରେମିକ ପରିବାରର ଏତଲା ।
ରଙ୍ଗିଲା ସତ୍ୟ ସାମଲର ରଙ୍ଗୀନ ଦୁନିଆ । ଦିନ ଗଡିବା ସହ ବଢୁଛି ଅଭିଯୋଗର ଫର୍ଦ୍ଦ । ଯେତେ ଖୋଳିଲେ ସେତେ ବାହାରୁଛି ଚାଂଚଲ୍ୟକର ତଥ୍ୟ । ଲକଡାଉନରେ ଆରମ୍ଭ କରିଥିଲା ‘ମିଶନ ଡିଭୋର୍ସି ଓ ୱିଡୋ’ ।
କୌଣସି ଟ୍ରେନିଂ ଇନଷ୍ଟିଚ୍ୟୁଟରେ ନିଯୁକ୍ତି ନଦେବାକୁ ପରାମର୍ଶ । ବିଶେଷ କରି ଅଧିକ ମହିଳା କାର୍ଯ୍ୟ କରୁଥିବା ସଂସ୍ଥାରେ ନିଯୁକ୍ତି ନଦେବାକୁ ସୁପାରିଶ ।
ଗିରଫଦାରି ଏଡ଼ାଇବାକୁ ମୁହଁ ଲୁଚାଇ ବୁଲୁଛନ୍ତି ସମୀର । ତଥ୍ୟ ପ୍ରମାଣ ସହ ଗତ ଜୁନ୍ ୨୩ରେ ଓଟିଭି ପକ୍ଷରୁ ଏତଲା ।
ଲୁଟେରାଙ୍କ ଅଜବ କାଣ୍ଡ । ଭୁକିବା ବନ୍ଦ ପାଇଁ କୁକୁରଙ୍କୁ ନିଶା ଔଷଧ ଦେଇ ସବୁ ଲୁଟିନେଲେ ।
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଭୁବନେଶ୍ୱରରେ ଘଟିଛି ଡବଲ ମର୍ଡର ।
ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ଗିରଫ । ବାର୍ ଗାର୍ଲଙ୍କୁ ଉଦ୍ଧାର ସହ ମାଲିକଙ୍କୁ ଗିରଫ କଲା ଧଉଳି ପୋଲିସ ।
ଅଭିଯୁକ୍ତ ପଛରେ ଗୋଡ଼ାଇ ଗୋଡ଼ାଇ ପୋଲିସ ନିରାଶ ।
ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ ।
କେତେବେଳେ ସିବିଆଇ ଅଫିସର ତ ଆଉ କେତେବେଳେ କେନ୍ଦ୍ର ସରକାରଙ୍କ ଗୁଇନ୍ଦା ଅଧିକାରୀ । କାହା ପାଇଁ ପାଇଲଟ ତ ଆଉ କାହାପାଇଁ ଷ୍ଟାର ହୋଟେଲ ମ୍ୟାନେଜର। ମହିଳାଙ୍କୁ ଫସାଇବାକୁ ଏମିତି ରଙ୍ଗ ବଦଳାଉଥିଲା ରଙ୍ଗିଲା ସତ୍ୟ ସାମଲ।
ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।
ମୃତ ଛାତ୍ର ଯାଜପୁର ରସୁଲପୁର ବ୍ଲକ ଓଡ଼ିଶୋ ଗାଁର ଆଶିଷ କୁମାର ପଣ୍ଡା । ଆଶିଷ ଜାରକା ସ୍ଥିତ ଏକ ଘରୋଇ କଲେଜରେ ଯୁକ୍ତ ୨ରେ ପାଠ ପଢୁଥିଲେ ।
ଭୁବନେଶ୍ବର, ଖୋର୍ଦ୍ଧା, ନୟାଗଡ଼ ଓ ଆଠଗଡ଼ ସମେତ ଏକକାଳୀନ ୮ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ ।
ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କ ମୃତଦେହ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା।
ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।
ଭିଜିଲାନ୍ସ ରେଡରୁ ଫିଟୁଛି ମାଲଦାର ଯନ୍ତ୍ରୀଙ୍କର ସମ୍ପତ୍ତି ପେଡି। OBCC ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଦୀପ ରଥଙ୍କର ଅଚଳାଚଳ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ।
୪୨ଟି ପ୍ଲଟ୍, ଭୁବନେଶ୍ୱରରେ ବିଳାସପୂର୍ଣ୍ଣ ବଙ୍ଗଳା ଓ ୨ଟି ଫ୍ଲାଟ୍ । । ଭଦ୍ରକରେ ୩ ମହଲା କୋଠା, କେଜିଏରୁ ଅଧିକ ସୁନା, ଅଧକିଲୋ ରୂପା
ଗୁରୁତର ଅବସ୍ଥାରେ ବୋହୂ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ଶ୍ବଶୁରଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି।
ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ। କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାଲିଛି ଚଢାଉ।
ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ ଘଟଣା। ଗତକାଲି ରାତିରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆଖି ବୁଜିଦେଛନ୍ତି ମା’।