ସାଇବର ଠକେଇର ନୂଆ ପ୍ଲଟ୍। ଡିଜିଟାଲ୍ ୱେଡିଂ କାର୍ଡ। ଅଜଣା ସାଇଟ୍, ଅଜଣା ନମ୍ବର ଜରିଆରେ ଆପଣଙ୍କ ହ୍ୱାଟ୍ସଆପକୁ ଇ-ୱେଡିଂ କାର୍ଡ ଆସୁଥିଲେ ହୋଇଯାଆନ୍ତୁ ସାବଧାନ। କାରଣ ଏହି ଏପିକେ ଫାଇଲ୍ ଖୋଲୁ ଖୋଲୁ, ସାଇବର ଅପରାଧୀଙ୍କ ପାଖକୁ ନିମିଷକେ ଚାଲିଯାଇପାରେ ଆପଣଙ୍କ ସବୁ ବ୍ୟକ୍ତିଗତ ତଥ୍ୟ। ହିମାଚଳ ପ୍ରଦେଶରେ ଏଭଳି ନୂଆ ଧରଣର ଠକେଇ ସାମ୍ନାକୁଆସିବା ପରେ ଏନେଇ ସତର୍କ କରିଛି କମିଶନରେଟ୍ ପୋଲିସ୍।
Published By: Satyendu Shekher Mishra
Last updated: 13 November 2024, 10:33 PM IST
ଦେବଦତ୍ତଙ୍କ ADIPL ଅଫିସ ସିଲ୍ କରିଛି ସିବିଆଇ । ପାହାଳ ସ୍ଥିତ ଆଦିତ୍ୟ ଦେବ ଇନ୍ଫ୍ରାଟେକ ପ୍ରାଇଭେଟ ଲିମିଟେଡ଼ ସିଲ ହୋଇଛି । ଅଫିସ କର୍ମଚାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ସିବିଆଇ ।