ରାତାରାତି କୋଟିପତି ବନିଯିବାର ନିଶା ଉଜାଡ଼ିଦେଲା କି ସବୁକିଛି? ଅନଲାଇନ୍ ଜୁଆ ତଥା ଘାତକ କଲର୍ ଟ୍ରେଡିଂ ଆପ୍, ଜୀବନ ନେଇଗଲା କି ରୋଜଗାରିଆ ପୁଅର?
ଜୁଆ ଜାଲରେ ଗଞ୍ଜାମ ଜିଲ୍ଲା। ପରଂପରା ଆଳରେ ଟଙ୍କା ଖେଳର ଏହି ନିଶା, ଅନେକଙ୍କୁ ରାସ୍ତାକୁ ଆଣି ଦେଇଛି। ସର୍ବସ୍ୱ ହରାଉଛନ୍ତି, କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ବି ପଡ଼ିଛି। ତଥାପି ସୁଧୁରୁ ନାହାନ୍ତି ଲୋକେ।
ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।
ଜୁଆ ଖେଳ ବଢ଼ାଉଛି ଅପରାଧ ...ପୋଲିସକୁ ବି ଆକ୍ରମଣ କରିବାକୁ ପଛାଉ ନାହାନ୍ତି..କୁମାର ପୂର୍ଣ୍ଣିମାରେ ତାସ ଖେଳର ପରମ୍ପରା ରହିଛି ..ପରମ୍ପରାକୁ ଗ୍ରାସ୍ କରିଛି ଜୁଆ ଖେଳ ...
ଜୁଆଖେଳକୁ ବିରୋଧ କରିବାକୁ ବାସନ୍ଦାଦେଶ ଭୋଗିଲେ ୨୫ ପରିବାର, ନ୍ୟାୟ ପାଇଁ ତହସିଲଦାରଙ୍କୁ ଗୁହାରୀ
ଯୁବପିଢ଼ିଙ୍କ ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ ।
ପଲାସ ଗାଁରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଜୁଆଖେଳ । ଏକ ମଂଚରେ ଚାଲିଥିଲା ଯୁବତୀଙ୍କ ରଂଗୀନ ନୃତ୍ୟ ଓ ପାଖରେ ବିଲ ମଝିରେ ଚାଲିଥିଲା ଜୁଆଖେଳ ।