• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Chitfund
କୁଆଡ଼େ ଗଲା ୩୦୦ କୋଟିର କର୍ପସ ପାଣ୍ଠି, ଆଉ ଫେରସ୍ତ ଆସିବ ତ ଚିଟ୍‌ଫଣ୍ଡ ଟଙ୍କା ?

ଜଣେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ କ୍ଷୋଭରେ କହିଛନ୍ତି, ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତାହେଲେ ଇତିମଧ୍ୟରେ ସେମାନେ ଫେରିପାଇଥାନ୍ତେ ଜମାରାଶି । ହାତକୁ ଆସିଥାନ୍ତା କଷ୍ଟ ଉପାର୍ଜିତ ଟଙ୍କା । ତାହେଲେ କାହିଁକି ସରକାର ଚୁପ୍ ?

Chitfund
ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା !

ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଆଉ ମିଳିବ ନାହିଁ ଟଙ୍କା ! ଏ ଦୃଶ୍ୟ ହିଁ ଏହାହିଁ କରୁଛି ବୟାନ ।

Gold Loan Fraud
ବ୍ୟାଙ୍କରେ ଜମା ନକଲି ସୁନା ! ଗ୍ରାହକ କହୁଛନ୍ତି ‘ଆମେ କିଛି ବନ୍ଧକ ରଖିନୁ, କି ଋଣ ନେଇନୁ’

ଏହି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ । ବ୍ୟାଙ୍କର ଗୋଲ୍ଡ ଭ୍ୟାଲୁୟର ବିଜୟ କୁମାର ରଣା ସ୍ଥାନୀୟ ଅଂଚଳର କିଛି ଯୁବକଙ୍କୁ ଗୋଲ୍ଡ ଲୋନ୍ କରାଇ ଦେଇଥିଲେ ।

Mahanga Double Murder
ଡବଲ ମର୍ଡର: ଅପାରଗ ମାହାଙ୍ଗା ପୋଲିସ ! ପୁଣି ମାସେ ମାଗିଲା ସମୟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୁନଃ ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର JMFC କୋର୍ଟ । ମାମଲାର ଶୁଣାଣି କରୁଥିବା ସାଲେପୁର JMFC କୋର୍ଟ ୨୯ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Man Scuffles With Media During Vigilance Raid On Constable\'s House In Berhampur
କନଷ୍ଟେବଲଙ୍କ ଘରେ ରେଡ୍, ବାଟ ଓଗାଳିଲେ ପୁଅ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି.. ଚଢାଉ ବେଳେ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ୧୬ ହଜାର ନଗଦ ଟଙ୍କା ଜବତ ହୋଇଛି..

Jajpur Police Bust Turtle Smuggling Racket - 43 Turtles Rescused, 1 Arrested
ଚାଲିଥିଲା କଇଁଛ ଚୋରା ଚାଲାଣ, ଧରିପକେଇଲା....

କଇଁଛ ଚୋରା ଚାଲାଣର ପର୍ଦ୍ଦାଫାସ । ଯାଜପୁର ଜିଲ୍ଲା ବରି ଥାନା ପୋଲିସ ମୂଳଝରି ଗାଁରୁ ୪୩ଟି କଇଁଛ ଜବତ କରିଛି । ଏହି ଘଟଣାରେ ଜଣକୁ ଗିରଫ କରିଛି ପୋଲିସ ।

Thieves Steal Valuables From Rampur Shiva Temple In Binika
ଶିବଙ୍କ ନାଗ ନେଇ ଛୁ..

ଭଗବାନଙ୍କୁ ବି ଛାଡ଼ୁ ନାହାନ୍ତି ଦୁର୍ବୃତ୍ତ.. ଅଧରାତିରେ ଶିବ ମନ୍ଦିରରେ ପଶି ନାଗ ମୂର୍ତ୍ତିକୁ କାଟି ନେଇ ଚମ୍ପଟ ମାରିଛନ୍ତି.. ଲଗାତର ମନ୍ଦିରରୁ ଚୋରି ଅଭିଯୋଗ ଆସୁଥିବା ବେଳେ ପୋଲିସ ଚୋରଙ୍କ ଟେର୍ ପାଉନି..

Brown Sugar Weighing 400 Gms Seized By Jaleswar Police In Balasore
୪୦ ଲକ୍ଷର ବ୍ରାଉସୁଗର ଜବତ

ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।

vigillance
ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗର ବ୍ରହ୍ମପୁରର ପୁଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସୁଦର୍ଶନଙ୍କ ବହ୍ମପୁର ଉପଖଣ୍ଡ ନିମଖଣ୍ଡି ଘର ଓ ଭଞ୍ଜନଗରର ପୈତୃକ ଗାଁରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି

pc
ପିସି କାରବାର ଓ ଅନିୟମିତତା ଅଭିଯୋଗ : ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ

କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା

Vigilance Raids Houses & Property Of Odisha Police Constable Sudarsan Pradhan In Ganjam
ଭିଜିଲାନ୍ସ ଜାଲରେ କନେଷ୍ଟବଲ

କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।

Padma Shri Nanda Sir Gets Attack Threat, His Son Thrashed Over Land Dispute
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ

ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।

PC Corruption Caught Live From GP Office In Sambalpur
ପଦାରେ ପଡିଲା ସରପଞ୍ଚ ଓ ଠିକାଦାରଙ୍କ କେଳେଙ୍କାରୀ

କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ ।

Padmashree nanda Sir
ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଧମକ ସହ ପୁଅଙ୍କୁ ଆକ୍ରମଣ

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଳକ କନ୍ତିରା ଗ୍ରାମରେ ରହୁଥିବା ୧୦୪ ବର୍ଷୀୟ ନନ୍ଦ ପୃଷ୍ଟି ସମଗ୍ର ଦେଶରେ ଚାଟଶାଳୀ ଶିକ୍ଷକ ଭାବେ ପରିଚିତ ଏବଂ ଦୀର୍ଘ ୮୨ ବର୍ଷ ଧରି ସେ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି । 

Lootera
ମାତିଲେଣି ଏନଏଚ୍‌ ଲୁଟେରା : ଛକି ଛକି ବସୁଛନ୍ତି, ଦାମୀକିଆ ଗାଡ଼ି ଲୁଟୁଛନ୍ତି

ମାତିଲେଣି ଏନଏଚ୍‌ ଲୁଟେରା : ଛକି ଛକି ବସୁଛନ୍ତି, ଦାମୀକିଆ ଗାଡ଼ି ଲୁଟ୍‌ କରୁଛନ୍ତି । ଟଙ୍କା ନଦେବାରୁ ଶିକ୍ଷକଙ୍କୁ ବହେ ଛେଚିଲେ ଲୁଟେରା ।

  • Sunday, 28 November 2021
Lootera
ମୁଣ୍ଡରେ ବନ୍ଧୁକ ଲଗାଇ ସାର୍‌ଙ୍କୁ ଅପହରଣ କଲେ, ୨୦ କିଲୋମିଟର ଯାଏଁ ପିଟି ପିଟି ନେଲେ

ରାଜରାସ୍ତାରେ ହାଇେୱେ ଲୁଟେରାଙ୍କ ଆତଙ୍କରାଜ । ପ୍ରାୟ ୨୦ କିଲୋମିଟର ଯାଏଁ ଅପହରଣ, ଲୁଟ୍ ଉଦ୍ୟମ, ରକ୍ତାକ୍ତ ଆକ୍ରମଣ । ମୁଣ୍ଡରେ ଲଗାଇଲେ ପିସ୍ତଲ, ଟଙ୍କା ନଦେଲେ ଗୁଳି କରିଦେବାକୁ ଧମକ ।

Kidnapping
ଶିକ୍ଷକଙ୍କୁ ଅପହରଣ କଲେ ଛାତ୍ର, ନିର୍ଧୁମ ଛେଚା ଖାଇଲେ

ଦେବଗଡ଼ କଲା ଟୋଲ୍ ଗେଟ୍ ପାଖରେ ରବୀନ୍ଦ୍ର ଗାଡ଼ି ରଖି ପରିସ୍ରା ଯାଇଥିବାବେଳେ ୩ ଯୁବକ ବାଇକରେ ଆସି ତାଙ୍କୁ କାବୁ କରିଥିଲେ । ଜଣେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ କାର ପଛ ସିଟ୍‌ରେ ବସାଇଥିଲା ।

  • Sunday, 28 November 2021
Supari Killer Nabbed By Police
୧୦ ମିନିଟ୍ ଧସ୍ତାଧସ୍ତି ପରେ ପୋଲିସ୍‌ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌

କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଲା ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌। ୧୦ ମିନିଟ୍ ଧରି ଧସ୍ତାଧସ୍ତି ପରେ ପୋଲିସ ଏହି ହାର୍ଡକୋର୍‌ କଣ୍ଟ୍ରାକ୍ଟ କିଲର୍‌କୁ କାବୁ କରିବାରେ ସଫଳ ହୋଇଥିଲା।

Supari Killer Hired To Eliminate Bizman Lands In Police Net In Bhubaneswar
ସୁପାରି କିଲର ଖେଳ ଶେଷ

ସୁପାରି କିଲରକୁ କାବୁ କରିଛି କମିଶନରେଟ୍ ପୋଲିସ୍। ବନ୍ଧୁକ ଜବତ ସହ ଏହି ସବୁ ତଥ୍ୟ ପାଇଛି

\'Contract Killer’ Nabbed From Bhubaneswar, 2 Pistols Recovered
ରାଜଧାନୀରୁ ସୁପାରୀ କିଲର ଗିରଫ

ରାଜଧାନୀରୁ ସୁପାରୀ କିଲର ଗିରଫ। ୨ ପିସ୍ତଲ ସହ ଗୁଳି ଜବତ । ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲରୁ କାବୁ କଲା କମିଶନରେଟ ପୋଲିସ।

Massive Cooperative Loan Fraud At Cuttack\'s Badamba, Official Suspended
ଚାଷୀଙ୍କ ନାଁରେ ଋଣ ଜାଲିଆତି

କଟକ ବଡ଼ମ୍ବାସ୍ଥିତ ଯୋଡ଼ାମୁ ସେବା ସମବାୟ ସମିତି ସମ୍ପାଦକ ଗୋପାଳ ବେହେରାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ସମବାୟ ଋଣ ଜାଲିଆତି ଅଭିଯୋଗରେ ନିଲମ୍ବନ ।

Berhampur Man Cheats Aquaintances Of A Whopping Rs 4 Crore By Forging Documents
ଜାଲ୍ କାଗଜ ପତ୍ରରେ ୪ କୋଟି ଠକେଇ

ବନ୍ଧୁ ଓ ସମ୍ପର୍କୀୟଙ୍କୁ ସହାୟତା ନାଁରେ ଠକେଇ। ଜାଲ୍ କାଗଜପତ୍ର କରି ଚୁନ ଲଗାଇଛନ୍ତି ୪ କୋଟି ଟଙ୍କା । ବ୍ରହ୍ମପୁରରେ ସାମ୍ନାକୁ ଆସିଛି ଏଭଳି ବ଼ଡ ଧରଣର ଠକେଇ ।

ATM Loot case
ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ ।

ଅସୁରକ୍ଷିତ ବ୍ୟାଙ୍କ୍, ଅସୁରକ୍ଷିତ ଏଟିଏମ୍ । ଢିଲା ସୁରକ୍ଷାର ଫାଇଦା ନେଇ ଟାର୍ଗେଟ କରୁଛନ୍ତି କି ଲୁଟେରା ? ଭଦ୍ରକ ଏଟିଏମରେ ଲୁଟ ଘଟଣାରେ ମିଳିନି ଲୁଟେରା କି ଟଙ୍କାର ପତ୍ତା ।

Increasing road accident in Odisha
ରାଜ୍ୟରେ ଉଦ୍‌ବେଗଜନକ ଭାବେ ବଢୁଛି ସଡ଼କ ଦୁର୍ଘଟଣା

ଅବେଳରେ ଅକାରଣରେ ଚାଲି ଯାଉଛି ମୂଲ୍ୟବାନ ଜୀବନ । ଜାତୀୟ ହାରଠୁ ବି ରାଜ୍ୟରେ ଅଧିକ ରାସ୍ତା ଦୁର୍ଘଟଣା ମୃତ୍ୟୁ। ଓଡ଼ିଶାରେ ଏବେ ଦୈନିକ ପ୍ରାୟ ୨୭ଟି ଦୁର୍ଘଟଣା ଘଟୁଛି ଓ ୧୩ ଜଣ ପ୍ରାଣ ହରାଉଛନ୍ତି ।

  • Saturday, 27 November 2021
  • Odisha
ATM Loot case
ଅସୁରକ୍ଷିତ ପାଲଟିଛି ବ୍ୟାଙ୍କ ଓ ଏଟିଏମ୍

ଏବେ ଅସୁରକ୍ଷିତ ହୋଇପଡିଛି ବ୍ୟାଙ୍କ୍ ଆଉ ଏଟିଏମ୍। ଲୁଟେରାଙ୍କ ଦୌରାତ୍ମ୍ୟରେ ଲୁଟ୍ ହେଉଛି ଲକ୍ଷ ଲକ୍ଷ ଟଙ୍କା। ବନ୍ଧୁକ ଦେଖାଇ କେବେ ବ୍ୟାଙ୍କରେ ଲୁଟୁଛନ୍ତି ତ କେବେ ଏଟିଏମ୍‌ରେ ପଶି ବୁଲାଇଦେଉଛନ୍ତି କଳାକନା।