ହୋଟେଲ୍ ଭିତରେ ଚାଲିଥିଲା ଡିଲ୍। ମୋଟା ଅଙ୍କର ଟଙ୍କା ଆଦାୟ ପାଇଁ ଏମିତି ହେଉଥିଲା ହନିଟ୍ରାପ୍। ଧରାପଡିବା ପରେ ଦେଖନ୍ତୁ ହେଲା କଣ?
ହୋଟୋଲ ଭିତରେ ଡିଲ । ମୋଟା ଅଙ୍କର ଟଙ୍କା ଆଦାୟ ଲାଗି ଚାଲିଥିଲା ହନିଟ୍ରାପ୍ । ହାଇପ୍ରୋଫାଇଲ ଲେଡିଙ୍କ ମଧ୍ୟସ୍ଥତାରେ ଚାଲିଛି ଡିଲ୍ । ଫିଲ୍ମ ପ୍ରଯୋଜକ, ବିଲଡର୍ ଓ ରାଜନେତାଙ୍କଠୁ କେମିତି ଟଙ୍କା ଅସୁଲି କରୁଥିଲେ ଲେଡି ବ୍ଲାକମେଲର, ଓଟିଭି ହାତରେ ଲାଗିଛି ତାର ଭିଡିଓ ।
ଯୋଧପୁରର ମାତା ଥାନା ଅଧିନ ମଙ୍ଗରା ପୁଞ୍ଜଲା ଅଞ୍ଚଳରେ ଘଟିଛି । ବିସ୍ଫୋରଣ ପରେ ପୁରା ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି ।
ବ୍ଲାକମେଲ୍ କରିବା ଅଭିଯୋଗରେ ଭୁବନେଶ୍ୱରର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି।
କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ ।
ଦେଶୀ ବିଦେଶୀ ଅନେକ ବ୍ରାଣ୍ଡର ମଦ ଜବତ କରିଛି ପୋଲିସ୍।
ଜଣେ ମହିଳା ବ୍ଲାକ୍ମେଲର୍ଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଥିବା ସୂଚନା ମିଳିଛି। ସମ୍ପୃକ୍ତ ମହିଳା ଜଣକ ନେତା ଓ ସିନେ ପ୍ରଯୋଜକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ହଡ଼ପ କରୁଥିବା ସୂଚନା ମିଳିଛି।
ପ୍ରେମିକ ଦିନେଶ ନଆସିବା ଯାଏଁ ସେ ପାଣି ବି ଛୁଇଁବେନି ।
ବିଶ୍ୱାସଘାତକ ସାଜିଲା ଡ୍ରାଇଭର କାହ୍ନୁ କୁମାର ଚୌଧୁରୀ । ଯିଏ କି ମାଲିକର ବିଶ୍ୱାସରେ ବିଷ ଦେଇ ପିକଅପ୍ ଭ୍ୟାନକୁ ଚୋରି କରିବାକୁ କରିଥିଲା ଉଦ୍ୟମ ।
ମେସେଜ୍କୁ ଉଭୟଙ୍କ ମଧ୍ୟରେ ଆରମ୍ଭ ହେଲା ଚାଟିଂ। ଆଉ ଚାଟିଂ ଭିତରେ ଭିଡ଼ିଓ କଲ୍ ପାଇଁ ଆସିଲା ପ୍ରସ୍ତାବ। ଏତିକିରେ ରାଜି ହେବା କ୍ଷଣି ଉଲଗ୍ନ ଅବସ୍ଥାରେ ଥାଇ ସଂପୃକ୍ତ ଯୁବତୀ ଜଣକ ଭିଡ଼ିଓ କଲ୍ କରିଥିଲେ।
ଦାଶ ପରିବାରର କିଛି ସଦସ୍ୟ ପ୍ରଥମେ ପ୍ରଣବଙ୍କୁ ମାଡ ମାରିଥିଲେ । ଆଉ ମାଡ଼ ଭୟରେ ପ୍ରଣବ ଘରେ ପଶି ଯାଇଥିଲେ ।
ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ପାରିବାରିକ ସଂସାର ଠିକ୍ଠାକ୍ ଚାଲିଥିଲା । ସୁକାନ୍ତ ରାଜ୍ୟ ବାହାରେ କାମ କରୁଥିଲେ । ଆଉ ପରିବାର ବେଶ୍ ଭଲରେ ଚଳୁଥିଲା ।
ଅଭିଯୋଗ ଅନୁସାରେ ଇଣ୍ଟରଟେନଟରେ ଏସ୍କର୍ଟ ସର୍ଭିସର ବିଜ୍ଞାପନ ଦେଖି ଜଣେ ଯୁବକ ଏହି ସଂସ୍ଥାକୁ ଫୋନରେ ଯୋଗାଯୋଗ କରିଥିଲେ ।
ଯୁବକ ଜଣକ ହୋଟେଲରେ ପହଞ୍ଚିବା ବେଳକୁ ତାଙ୍କ ନାଁରେ କୌଣସି ରୁମ୍ ବୁକ୍ ହୋଇନାହିଁ କି ସୁନ୍ଦରୀ ଯୁବତୀଙ୍କ ଦେଖା ବି ନାହିଁ ।
ୟାସିର ଅହମ୍ମଦର ଡାଏରୀ ପଢ଼ିବା ପରେ ପୋଲିସ ବି ତାଜୁବ
ଲକ୍ଷାଧିକ ଟଙ୍କା ଠକେଇର ମାଷ୍ଟରମାଇଣ୍ଡ ସମେତ ୫ ଗିରଫ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ଯୁବତୀ ଥିବା ସୂଚନା ।
ଗାଡ଼ିକୁ ହଡପ ପାଇଁ ରଚିଥିଲେ ମିଛ ଡକାୟତି। ହେଲେ ପରିସ୍ଥିତି ଏମିତି ହେଲା ଯେ, ନିଜେ ହିଁ ସବୁକିଛି ସତ ମାନିଲେ।
ନିଜ ଇଚ୍ଛା ବିରୋଧରେ ଜବରଦସ୍ତି ଦାଦନ ଖଟେଇବାକୁ ନେଇଗଲେ । ମୂଲ ମାଗିବାରୁ କାଟିଦେଲେ ହାତ, ଗୋଡ଼। ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ କଲବା ଗାଁରୁ ଆସିଛି ଦାଦନ ନିର୍ଯାତନାର ଏଭଳି ବର୍ବର କାହାଣୀ ।
ଅସହାୟ ଅବସ୍ଥାରେ ୪ ଦିନ ଧରି ପଡ଼ି ରହିଲେ, ଓଟିଭିରୁ ଖବର ଦେଖି ହସ୍ପିଟାଲ୍ ନେଲା ପ୍ରଶାସନ
ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଶେଷରେ ବାତ୍ସଲ୍ୟ ମମତା ଭୁଲି ଯାଇ ମହିଳା ଜଣକ ପ୍ରେମିକ ସହ ମିଶି ୩ ବର୍ଷର ପୁଅକୁ ହତ୍ୟା କରିବାକୁ ପଛାଇଲେ ନାହିଁ।
ସୁନା ଚୋରା ଚାଲାଣର ପୁଣି ସେହି ସିକ୍ରେଟ୍ ଫଣ୍ଡା, ପୁଣି ସେହି ସିିକ୍ରେଟ ଚାମ୍ବର..ଟିକସ ଫାଙ୍କିବାର ଅଭିନବ ଫନ୍ଧିର ପୁଣି ଥରେ ଗୁମର ଖୋଲିଛି।
ଆଶ୍ଚର୍ଯ୍ୟର କଥା ହେଉଛି, ୨୦୨୦ ଡିସେମ୍ବର ୫ରେ ଏଭଳି ଚୋରାଚାଲାଣ କରି ଗୋଷାଣୀ ନୂଆଁଗାଁ ପୋଲିସ ହାତରେ ଧରାପଡ଼ିଥିଲା ଏହି ଗ୍ୟାଙ୍ଗ୍।
କମିଶନରେଟ ପୋଲିସର ନୋଟିସ ପରେ ଆଜି ଭୁବନେଶ୍ୱର ଡିସିପି ଅଫିସରେ ହାଜର ହୋଇଥିଲେ ସାମ୍ବାଦିକ ଅକ୍ଷୟ ନାୟକ । ଭାଇରାଲ ଅଡିଓକୁ ନେଇ ତାଙ୍କୁ ପଚରାଉଚରା କରାଯାଇଛି ।
ଗିରଫ ହେଲେ ବିଲ୍ଡର୍ ମନୋଜ ପଣ୍ଡା। ୨୦ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲାରେ କ୍ରାଇବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତାଙ୍କୁ ଗିରଫ କରିଛି।
ମୃତ୍ୟୁର କିଛି ଦିନ ଆଗରୁ ମୋବାଇଲ୍ରେ ବେଶ୍ ଖୁସି ମଉଜରେ କଥା ହୋଇଥିଲେ ଉଭୟେ ଭାଇ ଭଉଣୀ।