• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

ACF Soumyaranjan Death Case
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ; ଶୁଣାଣିରେ ରୋକ, ପତ୍ନୀଙ୍କୁ ଆଶ୍ୱସ୍ତି

ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Engineering Student Sold
ଚାକିରି ପାଇଁ ଯାଇଥିଲେ, ହେଲେ ବିକ୍ରି ହୋଇଗଲେ !

ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍‌ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।

Man Checkmates Fraudster
ସାଇବର ଲୁଟେରାଙ୍କୁ ପାନେ ଦେଲେ, ଫେରି ପାଇଲେ ଟଙ୍କା

ସାଇବର ଲୁଟେରାଙ୍କୁ ଚୂନ ଲଗାଇ ଦେଲେ ଏଇ ଯୁବକ। ଫୋନ୍‌ କରି ୫ ମିନିଟ୍‌ ପାଇଁ ୟୁପିଆଇକୁ କଲେ ଆକ୍ଟିଭ୍‌...ଫେରି ପାଇଲେ ୨୨ ହଜାର ଟଙ୍କା।

Charchit Mishra
ପାରାଦୀପ ପୋର୍ଟ ଲାଞ୍ଚ କାରବାର ମାମଲାରେ ଚର୍ଚ୍ଚିତଙ୍କୁ ଜାମିନ

ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ଓ ପାସପୋର୍ଟ ଜମା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ପ୍ରତି ୧୫ ଦିନରେ ତଦନ୍ତ ଅଧିକାରୀଙ୍କୁ ସାକ୍ଷାତ ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ରହିଛି ।

Youth Murder
କାଳ ହେଲା ପ୍ରେମିକାକୁ ଦେଖା କରିବା ! ମିଳିଲା ଖପୁରୀ ହାଡ଼

ଗତ ୨୬ ତାରିଖରେ ସୁକଦେବ ପ୍ରେମିକାଙ୍କୁ ଭେଟ କରିବାକୁ ଜଣେ ସାଙ୍ଗଙ୍କ ସହ ବାଇକ ଯୋଗେ ପୁଟକିମାଲ ଯାଇଥିଲେ।

 Extra Marital Affair
ଇନଷ୍ଟାଗ୍ରାମ୍‌ରେ ରିଲ୍ସ ଦେଖି ସ୍ତ୍ରୀ ଜାଣିଦେଲା ସ୍ୱାମୀର କଳା କାରନାମା

ସାତଜନ୍ମ ତ ଦୂରର କଥା କିଛି ମାସ ମଧ୍ୟରେ ସମ୍ପର୍କରେ ଫାଟ ପଡିଗଲା।

Dead nursing student was insomniac
ରାଜ୍ୟରେ କାହିଁକି ବଢୁଛି ଆତ୍ମହତ୍ୟା?

ବଢୁଥିବା ଆତ୍ମହତ୍ୟାକୁ ଦେଖିଲେ NCRB ସଦ୍ୟତମ ରିପୋର୍ଟ ବେଶ ଚିନ୍ତା ଜନକ। ରାଜ୍ୟରେ ପ୍ରତିଦିନ ହାରାହାରି ଆତ୍ମହତ୍ୟା କରୁଛନ୍ତି ୧୫ରୁ ଅଧିକ ଲୋକ।

Gang Rape Survivour
ଗଣଦୁଷ୍କର୍ମର ଶିକାର ହେବା ପରେ ଆତ୍ମହତ୍ୟା ପାଇଁ କାହିଁକି ନିଷ୍ପତ୍ତି ନେଲେ ପୀଡିତା?

ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ପରେ ଟାହିଟାପରାର ଶିକାର ହେଲେ ପୀଡିତା...ଏହା ପରେ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଲେ ହେଲେ.

Dead nursing student was insomniac
ନିଦ ନ ହେବାରୁ ଜୀବନ ହାରିଲେ ନର୍ସିଂ ଛାତ୍ରୀ ! ହାତଲେଖା ଚିଠି ମିଳିବା ପରେ ସମସ୍ତେ ସ୍ତବ୍ଧ 

ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟଣା ଏବେ କମିଶନରେଟ ପୋଲିସ ପାଇଁ ଚିନ୍ତା ବଢାଇଛି।

Gang Rape Survivour
ଟିଆଇ ପରେଡ୍‌କୁ ଆସିବା ପାଇଁ ପୀଡ଼ିତାଙ୍କୁ ଅଟକାଉଛି କିଏ ?

ରହସ୍ୟଜନକ ହୋଇପଡ଼ିଛି ପାରାଦୀପ ଗଣଦୁଷ୍କର୍ମ ମାମଲା । ଆଗରୁ ୨ ଅଭିଯୁକ୍ତଙ୍କ ଟେଷ୍ଟ ଆଇଡେଣ୍ଟିଫିକେସନ୍ ବା ଟିଆଇ ପରେଡ୍ ସରିଥିବା ବେଳେ ବାକି ୨ ଅଭିଯୁକ୍ତଙ୍କ ଟିଆଇ ପରେଡ୍ ଶନିବାର ହେବାର ଥିଲା । ହେଲେ ଠିକ୍ ସେହି ଦିନ ହିଁ ପୀଡ଼ିତା ନିଖୋଜ ହୋଇଗଲେ ।

Nursing Student Death
ଲେଖି ଦେଇଗଲେ ଶେଷ ଚିଠି, କହିଲେ ‘ମୋ ମୃତ୍ୟୁ ପାଇଁ ମୁଁ ଦାୟୀ’

ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଜାମୁକୋଳି ନିକଟରେ ଥିବା ଏକ ନର୍ସିଂ କଲେଜର ହଷ୍ଟେଲ୍ ରୁମ୍‌ରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହେବା ପରେ ଏକ ଚିଠି ମିଳିଛି ।

Special story
କାବୁ ହେଲା ଗାଡ଼ି ଚୋର : ଗାୟବ୍‌ କରିସାରିଛି ୫ ହଜାରରୁ ଅଧିକ କାର୍‌

ଶେଷରେ ପୋଲିସ୍‌ ହାତରେ ଧରାପଡ଼ିଲା ଗାଡ଼ି ଚୋର । ଏବେ ଥାନାରେ କଟିବ ଦିନ ।

Special story
କାହିଁକି ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା ?

ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?

Special story
ପ୍ରଥମେ ମା’କୁ ନିର୍ମମ ହତ୍ୟା, ତା’ପରେ ୭୭ ପେଜ୍‌ର ସୁଇସାଇଡ୍‌ ନୋଟ୍‌ ଛାଡ଼ି ପୁଅର ଆତ୍ମହତ୍ୟା

ପୋଲିସ୍‌ ହାତରେ ଲାଗିଲା ୭୭ ପେଜ୍‌ର ସୁଇସାଇଡ୍‌ ନୋଟ୍‌

Body of nursing girl student found hanging in college hostel in Bhubaneswar
ଭୁବନେଶ୍ୱରରେ ଚାଞ୍ଚଲ୍ୟ: ହଷ୍ଟେଲରୁ ମିଳିଲା ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ହଷ୍ଟେଲ୍‌ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।

Special story
ପୁଅ-ଝିଅ ଓ ମାଆର ମୃତ୍ୟୁ, ଫୁଡ୍ ପଏଜନିଂ ନା ଆଉ କିଛି?

କାଲି ଭାଇ-ଭଉଣୀ, ଆଉ ଆଜି ମାଆ। ତିନିହେଁ ଚିରଦିନ ପାଇଁ ଆଖିବୁଜିଥିବା ବେଳେ, ବାପା ଏବେବି ଗୁରୁତର। ଗୋଟିଏ ପରିବାର ଉପରେ ହଠାତ୍ ଏଭଳି ଅକାଳ ବିପଦ ମାଡ଼ି ଆସିବା ପଛରେ କାରଣ କଣ? ଫୁଡ୍ ପଏଜନିଂ, ସୁଇସାଇଡ୍, ନା ପ୍ରି-ପ୍ଲାନ୍‌ଡ ମର୍ଡର୍?

Special story
ଯାଜପୁର ମଙ୍ଗଳପୁରରେ ୯ମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ

ପଢୁଆ ଝିଅର ମୃତ୍ୟୁ ଆଜି ପରିବାରକୁ ଶୋକାଭିଭୂତ କରିଦେଇଛି । ଭାଙ୍ଗିଦେଇଛି ବାପା, ମା ଓ ପରିବାରର ସ୍ୱପ୍ନ । କିଏ ଜାଣିଥିଲା, ଟ୍ୟୁସନ ଯାଇଥିବା ଝିଅ ଆଉ ଫେରିବନି ବୋଲି?

Special story
ନବମ ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ : କମେଣ୍ଟ ମରାକୁ ବିରୋଧ କରିବାରୁ ହତ୍ୟା ଅଭିଯୋଗ

ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ

Special story
ଦୁର୍ନୀତିଗ୍ରସ୍ତ ବାବୁ ଧରା ପଡ଼ିବାରେ ଓଡ଼ିଶା ଦେଶରେ ପ୍ରଥମ : ଏନସିଆରବି ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ

ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧

Class 9 Girl Student Murdered For Resisting Lewd Comments
ପାଣିରେ ଭାସୁଥିଲା ଛାତ୍ରୀଙ୍କ ମୃତଦେହ, ପୋଖରୀ ତୁଠରୁ ମିଳିଲା ବ୍ୟାଗ୍‌

ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।

Crime
କାର୍‌ରେ ଉଠାଇନେଇ ନାବାଳିକାଙ୍କୁ ୪ ଦିନ ଦୁଷ୍କର୍ମ !

ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି ।

Judge Suicide case take a new turn
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ

ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ

Judge Suicide case take a new turn
ବିଚାରପତିଙ୍କ ରହସ୍ୟଜନକ ମୃତ୍ୟୁ; ମୁଣ୍ଡ ଟେକୁଛି ପାରିବାରିକ ବିବାଦ

ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍‌ପେନ୍ସ।

 Youth kills woman by slitting her throat
ଏକତରଫା ପ୍ରେମ ! ଯୁବତୀଙ୍କ ଗଳାକାଟି ମାରିଦେଲା

ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

Judge
ପକ୍ସୋ କୋର୍ଟ ଜଜ୍‌ଙ୍କ ମୃତ୍ୟୁ ଘଟଣାରେ ଆସିଲା ଟ୍ୱିଷ୍ଟ, ଆତ୍ମହତ୍ୟା ନୁହେଁ ହତ୍ୟା !

ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।