ନୂଆ ବ୍ରଡକାଷ୍ଟ ବିଲକୁ ନେଇ ବିବାଦ । ଟେଲିଭିଜନ ନେଟୱର୍କ ଆକ୍ଟ ୧୯୯୫ର ସ୍ଥାନ ନେବାକୁ ଯାଉଛି ବ୍ରଡକାଷ୍ଟ ବିଲ୍ ୨୦୨୪ ।
ଜଣେ କନଷ୍ଟେବଳ ଅନ୍ୟ ଜଣେ ପୋଲିସ୍ ପତ୍ନୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ କରି ଚାକିରିରୁ ନିଲମ୍ବିତ ହୋଇଛନ୍ତି। ଏହି ଅଶ୍ଳୀଳ ଭିଡିଓ ଶେୟାର କରିଥିବା ବ୍ୟକ୍ତି ନିଜେ ଏଥିରେ ଦେଖାଯାଉଥିବାବେଳେ ମହିଳା ଜଣକ ଅନ୍ୟ ଜଣେ ପୋଲିସ୍ କର୍ମଚାରୀଙ୍କ ପତ୍ନୀ ଥିଲେ ବୋଲି ଜଣାଯାଇଛି। ଲୋକେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଛନ୍ତି।