/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672995768.jpg)
Archana Nag
ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଠକେଇ ମାମଲା । ବ୍ଲାକମେଲିଂ ଓ ଅମାପ ସମ୍ପତ୍ତି ଠୁଳ ମାମଲାରେ ଅର୍ଚ୍ଚନା ନାଗ ଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହେଲେ । ଅର୍ଚ୍ଚନା ଓ ସହଯୋଗୀ ଖଗେଶ୍ୱରଙ୍କ ୨ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଇଡିରେ ହାଜର ହୋଇଛନ୍ତି । ଉଭୟଙ୍କୁ ଅର୍ଚ୍ଚନାଙ୍କ ଆୟକର ସଂପର୍କରେ ତଥ୍ୟ ମାଗିପାରେ ଇଡି । ଏହାସହ ଖଗେଶ୍ୱରଙ୍କ ପତ୍ନୀ ମଧ୍ୟ ଇଡିରେ ହାଜର ହୋଇଛନ୍ତି । ଅର୍ଚ୍ଚନା ଓ ଖଗେଶ୍ୱରଙ୍କ କଳା ସମ୍ପତ୍ତି ନେଇ ସମସ୍ତଙ୍କୁ ଇଡି ପଚରାଉଚରା କରିପାରେ । ସେମାନଙ୍କର ସମ୍ପତ୍ତି କେତେ ରହିଛି କେଉଁ ଉତ୍ସରୁ ଏତେ ଟଙ୍କା ଆୟ କରୁଥିଲେ, ଯଦି ଏତେ ଟଙ୍କା ଆୟ କରୁଥିଲେ ତେବେ ଆୟକର ଦାଖଲ କରୁଥିଲେ କି ନାହିଁ ଏ ସବୁର ତନାଘନା କରିପାରେ ଇଡି ।
Advertisment
ଅଧିକ ପଢ଼ନ୍ତୁ: ଅର୍ଚ୍ଚନା ନାଗ ମାମଲା: ଆସିଲା ମୋବାଇଲ-ପେନ୍ଡ୍ରାଇଭ୍ ଯାଞ୍ଚ ରିପୋର୍ଟ, ରହିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)