୨୦ରୁ ଅଧିକ ମହିଳାଙ୍କୁ କରିଛନ୍ତି ବିବାହ। ଏହି ମହିଳାମାନଙ୍କ ମଧ୍ୟରୁ ଅଧିକାଂଶ ୧୫ ବର୍ଷରୁ କମ୍। ନିଜ ଝିଅଙ୍କୁ ବି ଛାଡିଲେନି।
ଆଶ୍ଚର୍ଯ୍ୟର କଥା ଯେ ହତ୍ୟା ପରେ କଟାମଣ୍ତକୁ ଧରି ସେଲଫି ନେଇଛନ୍ତି ଦୁର୍ବୃତ୍ତ ।
ଗତକାଲି କୋର୍ଟରେ ହାଜର ବେଳେ ପୋଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲି ଦେଇପାରେ ବୋଲି ଚର୍ଚ୍ଚା ହେଉଛି।
ବେଶ୍ ଚାଲାକର ସହ କଥା କହି ଭୋଳାନାଥଙ୍କୁ ନିଜ ଜାଲରେ ଫସାଇଥିଲେ।
ଅର୍ଚ୍ଚନା ମୁହଁରେ ଲୁଚିରହିଛି କି ନାଗଫାଶର ସତ କାହାଣୀ ? ବଡ଼ବଡ଼ିଆଙ୍କ ମୁଖା ଖୋଲିବାକୁ ମଉକା ଖୋଜୁଛି କି ଅର୍ଚ୍ଚନା ? କାରଣ ଯେବେ ବି କୋର୍ଟରେ ହାଜର କରାଯାଉଛି, ମାମଲା ପଛର ସତ ବଖାଣିବାକୁ ଚେଷ୍ଟା କରୁଛି ଅର୍ଚ୍ଚନା । ହେଲେ ମିଡ଼ିଆ ଆଗରେ କୁହାଇ ଦେଉନି ପୋଲିସ । ଦିନେ ମିଡିଆକୁ ନାଲି ଆଖି ଦେଖାଇଥିବା ଅର୍ଚ୍ଚନା ଆଜି ପୋଲିସ ବିରୋଧରେ କରିଛି ବିଷୋଦ୍ଗାର ।
ପ୍ରଥମେ ନ୍ୟୁଡ୍କଲ୍ । ତାପରେ ବ୍ଲାକମେଲିଂ । ଆଉ ଶେଷରେ ସୁଇସାଇଡ୍ । ବରଗଡ଼ ବରପାଲି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କର ମ୍ୟାନେଜର୍ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାର ୪ ମାସ ପରେ ଖୁଲାସା । ନିତି ଡରି ଡରି ବଞ୍ଚିବା ଅପେକ୍ଷା ଜୀବନକୁ ସାରିଦେବାକୁ ଭାବିଥିଲେ ଦିବ୍ୟରଂଜନ । ଆଉ ନେଇଥିଲେ ଚରମ ନିଷ୍ପତ୍ତି । ସୋନପୁର ପୋଲିସ୍ ଦିବ୍ୟରଞ୍ଜନ ସୁଇସାଇଡ୍ କେସ୍ ଉପରୁ ପରଦା ହଟାଇଛି ।
ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖାଉଟିମାନେ ଚାଉଳ ନପାଇଥିବା ବେଳେ ରିଟେଲର ସେମାନଙ୍କ ଦସ୍ତଖତ କିନ୍ତୁ ଖାତାରେ କରାଇଛନ୍ତି । ଯାହାକୁ ନେଇ ଚରମସୀମାରେ ପହଞ୍ଚିଛି ଅସନ୍ତୋଷ ।
କୋର୍ଟ ହାଜିରା ବେଳେ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ବିଷୋଦ୍ଗାର । କୁଆଡ଼େ ଗଲେ ସୋ କଲ୍ଡ଼ ଭିକ୍ଟିମ୍ ବୋଲି ପଚାରିଥିଲା ଅର୍ଚ୍ଚନା ।
ରାଜସ୍ଥାନରୁ ଗିରଫ ହେଲେ ଦୁଇ ଜଣ ଅଭିଯୁକ୍ତ । ଆତ୍ମହତ୍ୟା କରିଥିଲେ ମ୍ୟାନେଜର୍ ଦିବ୍ୟରଞ୍ଜନ ।
୧୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା ED । ହେଲେ ୭ ଦିନ ପାଇଁ ମିଳିଲା ଅନୁମତି ।
ଉପସ୍ଥିତ ଲୋକମାନେ ମହିଲାଙ୍କୁ ଉଦ୍ଧାର ନକରି କେବଳ ଦର୍ଶକ ସାଜିଥିଲେ।
ଭୁବନେଶ୍ୱର କୋର୍ଟରେ ହାଜର ବେଳେ ଅର୍ଚ୍ଚନା ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, କାହିଁକି ଲୁଚିଛିନ୍ତି ସୋ-କଲ୍ଡ୍ ଭିିକ୍ଟିମ୍ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା।
ନ୍ୟୁଡ୍ କଲ୍ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ। ମାନସିକ ଚାପଗ୍ରସ୍ତ ହୋଇ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ।
ବ୍ୟାଙ୍କ ନୋଟିସ୍ ଉଡାଇଦେଲା ହୋସ୍। ୬ ବର୍ଷ ହେଲାଣି ଘରେ ପଡିଛନ୍ତି, ହେଲେ ବ୍ୟାଙ୍କରୁ ନୋଟିସ ଆସିଛି ୬୧ ହଜାର ଟଙ୍କାର ଜିଏସଟି ଠକେଇ। ଆଉ ନୋଟିସ୍ ପାଇବା ପରେ...
ଭିନିଲାନସ ଏସପିଙ୍କ ନିର୍ଦ୍ଦେଶରେ ବରଗଡ ଭିଜିଲାନସ ଟିମ ଆଇଆଇସିଙ୍କୁ କାବୁ କରିବା ପାଇଁ ଯୋଜନା ତିଆରି କରିଥିଲା।
ପ୍ରେମିକର ଭୟଙ୍କର କାଣ୍ଡ। ଝଗଡା ହେବାରୁ ପ୍ରଥମେ ପ୍ରେମିକାଙ୍କୁ ଚାପୁଡା ମାରିଲା...ମନଶାନ୍ତି ହେଲାନି ଯେ ବନ୍ଧୁକ କାଢି ଫାୟାରିଂ କରିଦେଲା। ଜୀବନ ଯିବା ପରେ କାଜୁ ଜଙ୍ଗଲକୁ ନେଇ...
ଅକ୍ଟୋବର ୨୪ରେ ତୁରେକେଲା ଜଙ୍ଗଲରୁ ଏକ ଅର୍ଦ୍ଧଦଗ୍ଧ ଶବ ପାଇ ଛାନଭିନ୍ କରୁଥିଲା ତୁରେକେଲା ପୋଲିସ୍।
ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ... ସାଢ଼େ ୫ ମିନିଟ୍ର ଭିଡିଓରେ ଅଛି ନୀଳଚକ୍ରଠୁ ନେଇ ସିଂହଦ୍ୱାର ପର୍ଯ୍ୟନ୍ତ ଦୃଶ୍ୟ
ବଲାଙ୍ଗିର ତୁରେକେଲା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ଜାଳି ଦେଇଥିଲା ପ୍ରେମିକ। ଛତିଶଗଡ଼ ରାୟରପୁର ଅଭିଯୁକ୍ତକୁ ଗିରଫ କଲା ବଲାଙ୍ଗିର ପୋଲିସ....
ଏଥିରେ ଓଡ଼ିଶା ପୋଲିସକୁ ମଧ୍ୟ ଧନ୍ୟବାଦ ଦିଆଯାଇଛି।
ଓଟିପି ଖେଳ ହେଲା କାଳ। ଚାହୁଁ ଚାହୁଁ ଆକାଉଣ୍ଟରୁ ଉଡିଗଲା ୬ ଲକ୍ଷ ୫୦ ହଜାର ଟଙ୍କା..ଜାଣନ୍ତୁ କଣ ଥିଲା ପୂରା ଘଟଣା
ଯୁଆଡେ ଦେଖିବେ, ଯେତେ ଦୂର ଯାଏଁ ଦେଖିବେ । କେବଳ ବାଲି ଲୋଡ୍ ହେଉଥିବ । ଆଉ ଟ୍ରକ୍ ଓ ଟ୍ରାକ୍ଚରରେ ବୋହି ନିଆଯାଉଥିବ । କିଏ ନେଉଛି, କେତେ ନେଉଛି ତାହାର ହିସାବ ନାହିଁ । ହେଲେ ଦିନ ଦ୍ୱିପ୍ରହରେ ଚୋରାଚାଲାଣ ହେଉଛି ବାଲି ଆଉ ମାଲେ ମାଲ ହେଉଛନ୍ତି ବାଲି ମାଫିଆ ।
ଓଟିପିକୁ କ୍ଲିକ୍ କଲା ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୬ ଲକ୍ଷ ୫୦ ହଜାର ଟଙ୍କା । ଠକେଇ ବୋଲି ଜାଣିଲା ବେଳକୁ ସବୁକିଛି ସରିଯାଇଥିଲା ।
ଆପଣ ଅନେକ ପ୍ରକାର ଚୋରି ବିଷୟରେ ଜାଣିଥିବେ। ବ୍ରିଜ୍ ଚୋରି, ରାସ୍ତାକଡ ବିଦ୍ୟୁତ ଖୁଣ୍ଟ ଚୋରି, ଗଛ ଚୋରି, ଏଟିଏମ୍ ଚୋରି ଆଦି ଘଟଣା ଶୁଣିଥିବେ। କେବେ ଶୁଣିଛନ୍ତି କି ରାସ୍ତା ଚୋରି ହେବା କଥା। ଦେଖନ୍ତୁ କେଉଁଠି ଓ କେମିତି ହୋଇଛି…
ମହଙ୍ଗା ପଡ଼ିଲା ଲଢ଼େଇ, ଥାନାରେ ବନ୍ଧା ହେଲା କୁକୁଡ଼ା । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡ଼ାଠାରେ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି କୁକୁଡ଼ା ସମେତ ୪ ଜଣଙ୍କୁ ଉଠାଇ ଆଣିଛି..