ସମ୍ପୂର୍ଣ୍ଣ ଭଲ ଥିଲେ.. କାଶ ଟିକେ ହେଉଥିଲା ବୋଲି ହସ୍ପିଟାଲକୁ ଆସିଥିଲେ.. ତା ପୁଣି ନିଜେ ଚାଲି ଚାଲି ଚିକିତ୍ସା ପାଇଁ ଆସିଥିଲେ.. କିନ୍ତୁ ଭଲ ହେବେ କଣ ଇଞ୍ଜେକ୍ସନ ନେବା ପରେ ଆଖି ବୁଜିଦେଲେ
ସ୍ତ୍ରୀଙ୍କୁ ଉପହାର ଦେବାକୁ ଅନଲାଇନରେ ଶାଢି ଅର୍ଡର କରିଥିଲେ.. ଉଠିଲା ଲଟେରୀ..କେମିତି ଲାଗିଲା ଚୁନ.. ଦେଖନ୍ତୁ..
ସନ୍ତାନକୁ ସୁରକ୍ଷା ଦେବା ବଦଳରେ ପିଶାଚ ସାଜି ଇଜ୍ଜତ ଲୁଟିଲେ ନିଜ ବାପା। ଆଉ ଏଥିରେ ଦ୍ୱିତୀୟ ପତ୍ନୀ ତାଙ୍କର ସାଥ୍ ଦେଇଥିଲେ।
ଭୁବନେଶ୍ୱରରେ ମହିଳା ପୋଲିସ ଏସ୍ଆଇଙ୍କୁ ଗାଳିଗୁଲଜ ସହ ଆକ୍ରମଣ ଉଦ୍ୟମ ଘଟଣାର ପର୍ଦ୍ଦାଫାସ ହୋଇଛି
ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ
ଯେଉଁଠି ପୋଲିସ ସୁରକ୍ଷିତ ନୁହଁନ୍ତି, ସେଠି ସାଧାରଣ ମହିଳା କିଭଳି ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଥିଲା ।
ପ୍ରେମ ବ୍ୟାପାରକୁ ନେଇ ଏହି ରାଗିଂ ମାରପିଟ ହୋଇଥିବା ଜଣାପଡ଼ିଛି ।
ସ୍ମାର୍ଟ ସିଟିରେ ମହିଳା ସୁରକ୍ଷା ଉପରେ ବଡ଼ ପ୍ରଶ୍ନ । ଦୃଷ୍ଟାନ୍ତମୂଳକ ହେବ ଆକ୍ସନ, କହିଲେ ଡିସିପି ।
୧୦ଲକ୍ଷରେ ଚମଡା ଡିଲ୍ ବେଳେ ଅଭିଯୁକ୍ତକୁ ଧରିଲା STF, ଶିକାରୀ ଠାରୁ କଲରାପତରିଆ ଛାଲ ବି ଜବତ
ଗୋବିନ୍ଦ ସାହୁ ଚିଠିରେ ଲୁଚିଛି କି ରହସ୍ୟ? ଝିଅ ଲିପିକା ନାଁରେ ଲେଖା ଚିଠିକୁ କାହିଁକି ଦେଉନି କ୍ରାଇମ୍ବ୍ରାଞ୍ଚ?
ପୁଅ, ଝିଅ ଓ ସ୍ତ୍ରୀକୁ ମାରିବାକୁ ଭୟଙ୍କର ଯୋଜନା । ହେଲେ ଭଗବାନ ଆଉ କିଛି ଚାହୁଁଥିଲେ . .
କ’ଣ ପାଇଁ ଓ କେମିତି ହତ୍ୟା କରିଥିଲା ପୁରୁଷୋତ୍ତମ, ତାହା ଟିକିନିଖି କରି କହିଲା ।
ଅଭିଯୋଗ ଆସିଲେ, କାହିଁକି ବିଧାୟକ ଚାପୁଡ଼ା ମାରିଲେ ସେନେଇ ଘଟଣାର ଯାଞ୍ଚ କରାଯିବ ।
ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁ ମୃତ୍ୟୁ ରହସ୍ୟର ତଦନ୍ତ କୁଆଡ଼େ ? ବାରମ୍ବାର ମାଗିବା ସତ୍ତ୍ୱେ ଝିଅ ଲିପିକାକୁ କ୍ରାଇମବ୍ରାଞ୍ଚ ଦେଉନାହିଁ ଜବତ ଚିଠି...
ବିଚ୍ ରାସ୍ତାରେ ଭୁବନେଶ୍ୱରରେ ଜଣେ ମହିଳା ପୋଲିସ୍ଙ୍କୁ ଆକ୍ରମଣ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି।
ପ୍ରଥମେ ଅପହରଣ, ପରେ ଦୁଷ୍କର୍ମ। ଏହାକୁ ବିରୋଧ କରିବାରୁ ଯୁବତୀଙ୍କୁ ମାଡ଼ ମାରିବା ସହ ବିଷ ଦେଇଦେଲେ ପଡ଼ୋଶୀ।
ଯୁବକ, ଯୁବତୀଙ୍କୁ ଚାକିରି ଦେବା ନାଁରେ ଏକ ପ୍ଲେସ୍ମେଣ୍ଟ୍ ଏଜେନ୍ସି ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି।
ବିଷକ୍ରିୟାରୁ ପ୍ରାଣହାନୀ ଚର୍ଚ୍ଚା, ପ୍ରେମିକ ଦିବ୍ୟରଂଜନଙ୍କ ନିଖୋଜକୁ ନେଇ ପ୍ରଶ୍ନ ।
କାହିଁକି ମୃତ୍ୟୁ ପୂର୍ବରୁ ଝଗଡ଼ା ହୋଇଥିଲା ଅଞ୍ଜଳିଙ୍କର ?
ଏକ ପାର୍ସଲରେ ୪ଟି ମଣିଷ ଖପୁରୀ ଥିବା ନେଇ କଷ୍ଟମ ବିଭାଗ ଜାଣିବା ପରେ ଏହାକୁ ଜବତ କରିଛି ।
ଗତ ସପ୍ତାହରେ ମହାରାଷ୍ଟ୍ରର ନାଗପୁର ସହର ଅନ୍ତର୍ଗତ ବାଜାରଗାଁରେ ଏହି ଘଟଣାଟି ଘଟିଛି ।
ବହୁତ ସୁନ୍ଦରୀ ଦେଖାଯାଉଥିବାରୁ ପୋଲିସ ତାଙ୍କୁ ଗିରଫ କରିଛି। ଯୁବତୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ କିଛି ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲେ, କାରଣ ସେମାନେ ତାଙ୍କ ଜୀବନରେ ଏପରି ସୁନ୍ଦରୀ ମହିଳାଙ୍କୁ କେବେ ଦେଖି ନଥିଲେ।
ସନ୍ଦେହଜନକ ଅବସ୍ଥାରେ ଘରୁ ତାଙ୍କ ମୃତଦେହ ମିଳିଥିଲା।
ଅନ୍ୟ ଜଣେ ଡାକ୍ତର ଦିବ୍ୟରଂଜନ ମାଝୀଙ୍କ ନାଁରେ ହୋଇଥିବା ଏତଲା ସନ୍ଦେହ ବଢ଼ାଇଛି