Acid Attack
ପ୍ରଥମେ ବିଶ୍ୱାସରେ ବିଷ ଆଉ ପରେ ଯୁବତୀଙ୍କ ସର୍ବନାଶ ଉଦ୍ୟମ । ପ୍ରଥମେ ବିବାହରେ ଧୋକ୍କା ଦେବା ପରେ ପ୍ରତିଶୋଧ ନେବାକୁ ଏସିଡ୍ ଫିଙ୍ଗିଲା ଜହ୍ଲାଦ ଯୁବକ । ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଭୀମପୁର ଗାଁରେ ଘଟିଛି ଏଭଳି ଜଘନ୍ୟ କାଣ୍ଡ । ପୁରା ଘଟଣାଟି ଥିଲା ଏମିତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)