• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Kiss

kiss
ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି।

kiss
Kiss Student: ଥମୁନି ଅଚ୍ୟୁତ ସାମନ୍ତଙ୍କ ପୁରୁଣା ଖୋଇ: କିସ୍ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଢାଲ କରି ଗଣମାଧ୍ୟମକୁ ଟାର୍ଗେଟ୍

ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବି ଚାଲିଥିବାବେଳେ ତାର ଉତ୍ତର ଦେବାକୁ ସେ ସାମ୍ନାକୁ ତ ଆସୁନାହାନ୍ତି, ବରଂ ପ୍ରାୟୋଜିତ ସାମ୍ବାଦିକ ସମ୍ମିଳନୀ କରି ଓଟିଭିକୁ ଟାର୍ଗେଟ୍ କରି ଚାଲିଛନ୍ତି। ଏହିକ୍ରମରେ ଆଜି କିସର ବର୍ତ୍ତମାନ ଓ ପୂର୍ବତନ ଛାତ୍ରଛାତ୍ରୀ ସଂଘକୁ ଢାଲ କରି ତାଙ୍କ ଦ୍ବାରା ସାମ୍ବାଦିକ ସମ୍ମିଳନୀ ଡାକି ଓଟିଭି, ଓଟିଭିର ଏମଡି ଓ ସାସଂଦ ବୈଜୟନ୍ତ ପଣ୍ଡାଙ୍କୁ ବି ଧମକାଇବାକୁ ପଛାଇ ନାହାନ୍ତି।

କିସ୍‌ ଗୁମର ଖୋଲିଦେଲେ
KISS Issue: କିସ୍‌ ପ୍ରସଙ୍ଗ: ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଲେ NHRC ଟିମ୍

ଅଚ୍ୟୁତ ସାମନ୍ତ ବିଜେଡି ସାଂସଦ ଥିଲେ, ତେଣୁ ନିୟମକୁ ବଳି ଦିଆଯାଇଛି । ୮୨ ଏକର ଇଡ୍‌କୋ ଜମି ଜବରଦଖଲ କରି ରଖିଛନ୍ତି କିଟ୍ କର୍ତ୍ତୃପକ୍ଷ ।

KISS Student Missing for 10 Years
କିସ୍ ରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ?

କିସ୍ ରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ? ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ ବା କିସ୍ ରୁ ଗାଏବ ହୁଅନ୍ତି ଛାତ୍ରଛାତ୍ରୀ । କିନ୍ତୁ ହୁଏନି ଏଫ୍ଆଇଆର୍ । ଖୋଦ୍ ଖୋର୍ଦ୍ଧା CWC ୨୦୧୭ରେ ନିଜ ଯାଞ୍ଚ ରିପୋର୍ଟରେ ଏକଥା ଉଲ୍ଲେଖ କରିଥିଲେ। ଏପରିକି କିସ୍ ରୁ ୨୦୧୫ରେ ନିଖୋଜ ହୋଇଥିବା ମାଲାକାନଗିରି ବଣ୍ଡାଘାଟିର ଜଣେ ଛାତ୍ରଙ୍କର ଏଯାଏଁ କୌଣସି ଖୋଜ୍ ଖବର ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ତାଙ୍କ ପରିବର ।

KISS Student Missing for 10 Years
KISS Student Missing: ଅଚ୍ୟୁତଙ୍କ KISSରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ ? ସାମାଜିକ କର୍ମୀ ବି କଲେ ବଡ଼ ଖୁଲାସା...

କିସ୍‌ରୁ ନିଖୋଜ ହୋଇଯାଉଛନ୍ତି ପିଲା! ଘର ଲୋକଙ୍କୁ ବି ମିଳୁନି ଖବର। ଏକଥା ଆମେ କହୁନୁ, କହୁଛନ୍ତି କିସ୍‌ରୁ ନିଖୋଜ ଜଣଏ ଛାତ୍ରଙ୍କ ପରିବାର ଲୋକ ଏଭଳି ଅଭିଯୋଗ ଆଣିଛନ୍ତି । 

କିଟ୍‌ କେଳେଙ୍କାରୀ !
KIIT Controversy: KIIT ବିରୋଧରେ ଅଭିଯୋଗର ଫର୍ଦ୍ଦା ବହୁ ଲମ୍ବା, KISS ମାଧ୍ୟମରେ ନିଜ ସାମ୍ରାଜ୍ୟ ପ୍ରତିଷ୍ଠା କରିଛନ୍ତି ଅଚ୍ୟୁତ !

ରାଜଧାନୀର ଛାତି ଉପରେ କିଟ୍ ନାଁରେ ଶହ ଶହ ଏକର ଜମି ହଡ଼ପ ନେଇ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ବିରୋଧରେ ରହିଛି ଲମ୍ବା ଅଭିଯୋଗ ଫର୍ଦ୍ଦ ।

Udit narayan kissed fan on lips new video again goes viral
Viral Video: ଭାଇରାଲ୍ ହେଲା ଉଦିତଙ୍କ ଆଉ ଏକ Kiss ଭିଡିଓ; ଲୋକେ କହିଲେ ମାର୍କେଟ୍‌ରେ ନୂଆ ସିରିଏଲ୍ କିସର୍

ଉଦିତ ନାରାୟଣଙ୍କର ପୂର୍ବର୍ ଗୋଟିଏ କିସ୍ ଭିଡିଓ ଭାଇରାଲ୍‌ ହେଉଥିବା ବେଳେ ବର୍ତ୍ତମାନ ଆଉ ଏକ ଭିଡିଓ ଆସିଛି। ମହିଳାମାନେ ଉଦିତ ନାରାୟଣଙ୍କ ସହ ସେଲ୍‌ଫି ନେଉଛନ୍ତି କିନ୍ତୁ ଉଦିତ ନାରାୟଣ ସେମାନଙ୍କ ଓଠ ଖୋଜୁଛନ୍ତି ଏବଂ ସେମାନଙ୍କୁ ଚୁମ୍ବନ ଦେଉଛନ୍ତି। ଦେଖନ୍ତୁ ଏହି ନୂଆ ଭିଡିଓ…

KISS
ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

କିଏ ସାରିଥିଲେ ରେଗୁଲାରାଇଜେସନ ପ୍ରକ୍ରିୟା, ଉଠିଲା ପ୍ରଶ୍ନ । କିସମ ପରିବର୍ତ୍ତନ ପ୍ରକ୍ରିୟାରେ ରୋକ୍ ଲଗାଇଲେ କେନ୍ଦ୍ରମନ୍ତ୍ରୀ ।

KISS
KISSକୁ ବଡ଼ ଝଟକା 

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍ କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମଙ୍କ ନିର୍ଦ୍ଦେଶ। 

KISS Land Row
ଅଚ୍ୟୁତ ସାମନ୍ତଙ୍କ 'KISS'କୁ ବଡ଼ ଝଟକା, ଜଙ୍ଗଲ ଜମି କିସମ ପରିବର୍ତ୍ତନ ଉପରେ ରୋକ୍

ବିଜେଡିର ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା ଭୁବନେଶ୍ବରସ୍ଥିତ କିସ୍‌କୁ ଜଙ୍ଗଲ ଜମି ଆବଂଟନ ମାମଲାରେ ବଡ଼ ଟ୍ବିଷ୍ଟ୍।

KISS
‘KISS’କୁ ଝଟକା; ୪ ଏକର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଉପରେ ଲାଗିଲା ରୋକ୍‌

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ(କିସ୍)କୁ ଜଙ୍ଗଲ ଜମି ଆବଣ୍ଟନ ମାମଲାରେ ନୂଆମୋଡ଼ ଆସିଛି। ଚନ୍ଦକା ବନ୍ୟଜନ୍ତୁ ଡିଭିଜନ ଅଧୀନରେ ଥିବା ୪.୦୩୨ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନନେବାକୁ ଜୁନ୍ ୨୧ ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

Kiss
KISSକୁ ବଡ଼ ଝଟ୍‌କା, ମୁହଁ ଫେରାଇନେଲା WAU

କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ ବା କିସ୍‌ରେ ହେବନି ବିଶ୍ୱ ନୃତ୍ତତ୍ୱ ସମ୍ମିଳନୀ । ନିଜେ ଏକଥା ସ୍ପଷ୍ଟ କରିଛି ବିଶ୍ୱ ଆନ୍ଥ୍ରୋପୋଲୋଜିକାଲ ୟୁନିୟନ ବା WAU ।