• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Naba Kishore Das

Naba Das Murder Case
Naba Das Murder Case: ନବ ଦାସ ହତ୍ୟା ମାମଲାର ତଦନ୍ତରେ କାହିଁକି ନାହିଁ ତାଳମେଳ ?

ଏହି ହାଇପ୍ରୋଫାଇଲ୍ ମାମଲାରେ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ତଦନ୍ତ ମନିଟରିଂ କରୁଥିଲେ । ଜଣେ ADG ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ । ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତକୁ ରାଜ୍ୟ ବାହାରକୁ ନିଆଯାଇଥିଲା । ଏବେ କିନ୍ତୁ ତଦନ୍ତ ପ୍ରକ୍ରିୟା ନେଇ ଉଠିଛି ଅନେକ ପ୍ରଶ୍ନ । ଅନେକ ବିଷୟକୁ କରାଯାଇଛି କି ନଜର ଅନ୍ଦାଜ୍ ?

Dipali Das Vs Alaka Mohanty
ଝାରସୁଗୁଡା ରାଜନୀତି: ଏଥର କିଶୋର-ନବ ଫାଇଟ୍ ନୁହେଁ ! ଅଳକା-ଦୀପାଳି ଲଢ଼େଇ

କିଶୋରଙ୍କ ଗଡ଼ ରଖିବାକୁ ତାଙ୍କ ପତ୍ନୀଙ୍କୁ ଟିକଟ ଦେଇପାରେ ବିଜେଡି । ଦଳର ନିର୍ବାଚନ ପରିଚାଳନା ଷ୍ଟ୍ରାଟେଜି ବି କିଛି ସେମିତି କହୁଛି । ହେଲେ ଏବେ ଆଉ କିଛି ରାଜନୈତିକ ଘଟଣାକୁ ନେଇ ହେଲାଣି ନୂଆ ସମୀକରଣ ।

Health Minister Naba Kishore Das On Omicron Scare In Odisha
କେତେ ମାତ୍ରାରେ ସଂକ୍ରମିତ ହେଉଛି, ତାହା ଉପରେ ଗବେଷଣା ଚାଲିଛି : ମନ୍ତ୍ରୀ ନବ ଦାସ

ଓମିକ୍ରନକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଅଭୟବାଣୀ ଶୁଣାଇଛନ୍ତି। ଓମିକ୍ରନ ନେଇ ଆଲୋଚନା ଚାଲିଛି, ଭୟର କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। କିଏ କେଉଁଠୁ ଆସୁଛି ତଥ୍ୟ ଦେବାକୁ କେନ୍ଦ୍ରକୁ ଅନୁରୋଧ କରୁଛୁ। ହୁ ସଠିକ୍ ତଥ୍ୟ ଦେଇନି, ଓଡ଼ିଶା ପୂରା ନଜର ରଖିଛି ବୋଲି ମନ୍ତ୍ରୀ କହିଛନ୍ତି।