Advertisment

କେସ୍ କମ୍ପ୍ରମାଇଜ୍ କରିବାକୁ ପଡ଼ୁଛି ଉପରୁ ଚାପ

କୁଜଙ୍ଗ ଥାନା ପୂର୍ବତନ ଆଇଆଇସି ନିଲମ୍ବନ ଘଟଣାରେ ବିସ୍ଫୋରକ ବୟାନ ଦେଇଛନ୍ତି ପୀଡିତାଙ୍କ ବାପା। ୨୫ରୁ ୨୭ ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କର, ନଚେତ୍ ହତ୍ୟା ଧମକ ମିଳୁଛି।

author-image
Santosh Kumar Sahoo

କେସ୍ କମ୍ପ୍ରମାଇଜ୍ କରିବାକୁ ପଡ଼ୁଛି ଉପରୁ ଚାପ, ସ୍ଥାନୀୟ ସରପଞ୍ଚ ଘରକୁ ଡକାଇଥିଲେ, ତାଙ୍କ ଘରେ ଥିବା ଦୁଇ ଭଦ୍ରବ୍ୟକ୍ତି ମାମଲା ରଫାଦଫା କରିବାକୁ କହୁଛନ୍ତି... କୁଜଙ୍ଗ ଥାନା ପୂର୍ବତନ ଆଇଆଇସି ନିଲମ୍ବନ ଘଟଣାରେ ଏପରି ବିସ୍ଫୋରକ ବୟାନ ଦେଇଛନ୍ତି ପୀଡିତାଙ୍କ ବାପା। ମୁଁ ଓ ମୋ ପରିବାର ଭୟଭୀତ ଅଛୁ, ଆମକୁ ସୁରକ୍ଷା ଏବଂ ଝିଅକୁ ନ୍ୟାୟ ଦେବାକୁ ପୀଡିତାଙ୍କ ବାପା ଦାବି କରିଛନ୍ତି।

Advertisment
Jagatsinghpur
Advertisment
Advertisment