କିଛିଦିନ ତଳେ ସାଗର ପଞ୍ଚାୟତରେ MGNREGA କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏନେଇ ସେ ମାନସିକ ଚିନ୍ତାରେ ଥିଲେ । ତେବେ ଏହି ଘଟଣାକୁ ନେଇ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ବୋଲି ପଡୋଶୀ ବିନୟ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୬୪ବର୍ଷୀୟ ଜଣେ ଆମେରିକୀୟ ମହିଳା ସୁଇଜରଲ୍ୟାଣ୍ଡରେ ଆତ୍ମହତ୍ୟା ମେସିନ୍ ବା ସୁଇସାଇଡ୍ ପଡ୍ରେ ଆତ୍ମହତ୍ୟା କରିଛନ୍ତି। ଏପରି ଯନ୍ତ୍ର ବ୍ୟବହାର କରି ଜୀବନ ହାରିବାରେ ସେ ପ୍ରଥମ ବ୍ୟକ୍ତି।
ବାପା ନିର୍ବାଚନ ପାଇଁ ବ୍ୟସ୍ତ ରହିବା ଯୋଗୁ ପୁଅ ପାଇଁ ଆଉ ବିରିୟାନୀ ଆଣି ପାରିନଥିଲେ। ଶେଷରେ ବିରିୟାନୀ ପାଇଁ ପୁଅ ଜୀବନ ହାରିଛି।
ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳା ବ୍ୟାଙ୍କ ଅଧିକାରୀଙ୍କ ମୃତଦେହ। ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା ପାଇଁ ସେ ୨ ଜଣ ପୋଲିସ୍ କର୍ମୀ ଓ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଦାୟୀ କରିଛନ୍ତି।
ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।