Advertisment

ଘରେ ପଡ଼ିଛି ବାପା-ଝିଅଙ୍କ ମୃତଦେହ

ବାପାର ମୃତ ଶରୀର ପଙ୍ଖାରେ ଝୁଲୁଥିବା ବେଳେ ଝିଅ ମୃତଦେହ ପଡ଼ିଛି ବେଡରେ। ଆର୍ଥିକ ଚାପରୁ ଚରମ ନିଷ୍ପତ୍ତି ନେଇଥିବା ସନ୍ଦେହ।

author-image
Santosh Kumar Sahoo

କଟକରେ ଚାଞ୍ଚଲ୍ୟ, ଘରେ ପଡ଼ିଛି ବାପା-ଝିଅଙ୍କ ମୃତଦେହ, ହତ୍ୟା ନା ଆଉ କିଛି ତଦନ୍ତ କରୁଛି ପୋଲିସ... କଟକ ବାଦାମବାଡ଼ି ଅଞ୍ଚଳର ସ୍ନେହଲତା ଆପାର୍ଟମେଣ୍ଟ, ଫ୍ଲାଟ୍ ନଂ ୧/୨ଏ୩। ଶୁକ୍ରବାର ଅପରାହ୍ନରେ ରୁମରୁ ମିଳିଥିଲା ଦୁଇ ଦୁଇଟି ମୃତଦେହ। ବାପାର ମୃତ ଶରୀର ପଙ୍ଖାରେ ଝୁଲୁଥିବା ବେଳେ ଝିଅ ପଡ଼ିଥିଲା ବେଡ୍ ଉପରେ। ଖବର ପାଇ ପୋଲିସ ମୃତଦେହ ଜବତ କରି ଆରମ୍ଭ କରିଛି ତଦନ୍ତ।

Advertisment
Cuttack
Advertisment
Advertisment