ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।
ମତେ ବାହାହୋ, ନହେଲେ ମୁଁ ମରିଯିବି । ମୋ ଛାତିରେ ନିଆଁ ଲଗାନା, ନହେଲେ ସବୁ ଜାଳିଦେବି ।
ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆର ପାର୍ ଚ୍ୟାଲେଞ୍ଜ । ରାଜଧାନୀରେ ଗଠନ ହେଲା ଆଣ୍ଟି ବର୍ଗଲାରୀ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବ ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ । । ୧୫୦ ବଛାବଛା ପୋଲିସଙ୍କୁ ନେଇ ଗଠନ ହୋଇଛି ଟିମ ।
ସି.ସି.ଟିଭି ଫୁଟେଜରେ ଯୁବକ ଜଣକ ଟିକେଟ ଧରି ଏକା ଆଉଟଡୋର ଆଗରେ ଘୁରି ବୁଲୁଥିବା ଜଣାପଡିଛି । ଯଦି ରୋଗୀଙ୍କ ଆଟେଣ୍ଡାନସ ନଥିବେ , ତାହେଲେ ଆମ୍ବୁଲାନସ କର୍ମଚାରୀ ତଥା ହେଲ୍ପଡେକ୍ସର କର୍ମଚାରୀ, ରୋଗୀକୁ ୱାର୍ଡରେ ଭର୍ତ୍ତି କରିବା କଥା । କିନ୍ତୁ ସେସବୁ କରାଯାଇନାହିଁ ।
ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ନେଇ CBIକୁ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି ।
ବୋହୂ ନିକିତା ଓ ତାଙ୍କ ମାଆ ମୋ ପୁଅକୁ ଏଟିଏମ ଭଳି ବ୍ୟବହାର କରୁଥିଲେ । ଖାଲି ଟଙ୍କା ଟାଣୁଥିଲେ । ବୋହୂ ଓ ତାଙ୍କ ପରିବାର ଲୋକ ଅତୁଲକୁ ନିର୍ଯ୍ୟାତନା ଦେଇ ଆସୁଥିଲେ ।
ଦୁଷ୍କର୍ମର ମାମଲାରେ ମାତ୍ର ୨୭ ରୁ ୨୮ ପ୍ରତିଶତ ଅଭିଯୁକ୍ତ ଦଣ୍ଡ ପାଆନ୍ତି । ଅର୍ଥାତ ୧୦୦ରୁ ୨୭ ମାମଲାରେ ହିଁ ଦୋଷୀ ପ୍ରମାଣିତ ହୋଇପାରେ । ଆଉ ପ୍ରମାଣ ଅଭାବରେ ଅନ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଯାଆନ୍ତି । ରିପୋର୍ଟ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଦେଶର ପ୍ରାୟ ଦୁଇ ଲକ୍ଷ ଦୁଷ୍କର୍ମ ମାମଲା ବିଚାରାଧୀନ ଥିଲା। ହେଲେ ଏଥିରୁ ମାତ୍ର ୧୮୦୦୦ ମାମଲାର ଟ୍ରାଏଲ ହୋଇ ପାରିଥିଲା ।
୩୬୦ ଡିଗ୍ରୀ ଆଙ୍ଗେଲରେ ପ୍ରତିଟି ଦିଗକୁ ନେଇ ଏବେ ଚାଲିଛି ଖୋଳତାଡ଼। ଆଜି ମୁଖ୍ୟତଃ ତିନିଟି ଘଟଣା ଘଟିଛି। ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସମ୍ପୂର୍ଣ୍ଣ ମାମଲାକୁ ପ୍ରତକ୍ଷ୍ୟ ତତ୍ତ୍ବବଧାନରେ ସେ ତଦନ୍ତ କରୁଥିବା ଜଣାପଡ଼ିଛି।
IAS ବିଷ୍ଣୁପଦଙ୍କୁ ଭେଟିବାକୁ ଅନୁମତି ମାଗିଥିଲେ ଚଞ୍ଚଲ ମୁଖାର୍ଜୀ। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନି ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ। ଗତ ୪ ତାରିଖରେ ଅନୁମତି ମାଗିଥିଲେ, ୭ରେ ରେଡ୍ କରିଥିଲା ସିବିଆଇ।
ସନ୍ଦେହରେ IAS ବିଷ୍ଣୁପଦ ସେଠୀ ବାଣ୍ଟିଥିବା ହାଇସ୍କୁଲ ଅପଗ୍ରେଡେସନ କାମ। ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍?
ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।
ହତ୍ୟାକାରୀଙ୍କୁ ଧରାଇଦେଲା ୟୁପିଆଇ ପେମେଣ୍ଟ ପ୍ରମାଣ। ମାତ୍ର ୩୦ ଘଣ୍ଟାରେ ୪ ଜିଲ୍ଲା ଆଉ ୨ ରାଜ୍ୟ ପୋଲିସର ଘନାଘନ ଚଢାଉ ପରେ ଧରାପଡ଼ିଲେ ସବୁ ଅଭିଯୁକ୍ତ।
ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।
ST-SC ବିଭାଗ ହାଇସ୍କୁଲ କାମରେ ହେଉଥିଲା କି କେଳେଙ୍କାରୀ? ବ୍ରିଜ ଆଣ୍ଡ ରୁଫ୍ ଭଳି କେନ୍ଦ୍ରୀୟ ଉଦ୍ୟୋଗ ଜରିଆରେ ହେଉଥିଲା କି କିକବ୍ୟାକ୍? ରାଜ୍ୟ ସରକାରଙ୍କ ସଂସ୍ଥାକୁ ବାଦ୍ ଦେଇ କାହିଁକି କେନ୍ଦ୍ରୀୟ ଉଦ୍ୟୋଗଗୁଡ଼ିକୁ ଦେଲେ ସ୍କୁଲ କାମ?
କେମିତି ଥିଲା ସ୍ତ୍ରୀକୁ ହତ୍ୟା କରିବାର ସେ ମୁହୂର୍ତ୍ତ, ଚେତା ଫେରିଲା ପର ଗୋଟି ଗୋଟି କରି ଓଟିଭି ଆଗରେ ବଖାଣିଛନ୍ତି ଗୁରୁତର ଆହତ ହୋଇଥିବା ନୂପୁର ବିଶ୍ୱାଳ ।
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।
ସାବଧାନ ସ୍ତ୍ରୀ ! ଜୀବନ ନେଉଛନ୍ତି ସ୍ୱାମୀ ! ପରକୀୟା ଗଡ଼ାଉଛି ଧର୍ମପତ୍ନୀଙ୍କ ମୁଣ୍ଡ ।
ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ ।
ଦିନେ ଯେଉଁ ମଥାରେ ସିନ୍ଦୂର ପିନ୍ଧି ସ୍ବାମୀ ପାଇଁ ବନିଥିଲେ ସାତ ଜନ୍ମର ସାଥୀ, ରକ୍ତପାତ ପରଠୁ ଯନ୍ତ୍ରଣାରେ ଥରୁଛି ସେହି ମଥା । ଦିନେ ଯେଉଁ ଓଠରେ ସ୍ବାମୀକୁ ପ୍ରେମର ଭାଷା କହୁଥିଲେ ଆଜି ସେହି ଓଠ ମାଗୁଛି ହତ୍ୟା ଉଦ୍ୟମର କୈଫିୟତ୍ ।
ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।
ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବେନ୍ ବେହେରାଙ୍କୁ ଗତ ବର୍ଷ ଫେବୃଆରୀରେ ବିବାହ କରିଥିଲେ ଛେଣ୍ଡିପଦାର ସୌମ୍ୟା। ଗର୍ଭରେ ଖେଳୁଥିଲା ୭ ମାସର ରକ୍ତ ମାଂସର ପିଣ୍ଡୁଳାଟିଏ। ୨ ମାସ ପରେ ପାଦ ଥାପିଥାନ୍ତା । ହେଲେ ସ୍ୱାମୀର ଗୁଳିମାଡ଼ ଯୋଗୁ ମା’ ତ ଚାଲିଗଲା, ସେହି ମା’ର ଗର୍ଭରେ ଆଖିବୁଜିଲା ୭ ମାସର ଗର୍ଭସ୍ଥ ସନ୍ତାନ।
ନିଦରୁ ଉଠାଇ ସ୍କୁଲ ଯିବାକୁ କହିଲେ ମା’। ରାଗରେ ଧକ୍କା ଦେଲା ପୁଅ। ଡାକ୍ତରଖାନା ନ ନେଇ ଏକା ଘରେ ଛାଡ଼ି ପଳାଇଲା। ଆଉ ଫେରିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇସାରିଥିଲା।
ମହିଳା ଜଣକ କବାଟ ଖୋଲିବାରୁ ତାଙ୍କ ବେକରୁ ସୁନା ଚେନ ଓ ମଙ୍ଗଳସୂତ୍ର ଛିଡ଼ାଇ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏତିକି ବେଳେ ମହିଳା ଜଣକ ପାଟି କରିବାରୁ ତାଙ୍କୁ ଗୁଳି କରି ଦୁର୍ବୃତ୍ତ ଫେରାର ହୋଇଥିବା ଅଭିଯୋଗ ରହିଛି ।
ଡାକ୍ତର ବାବୁଙ୍କୁ ଚୂନ ମାରିଦେଲେ ଅଦୃଶ୍ୟ ଲୁଟେରା। ସାହାଯ୍ୟ କରିବା ପଡିଗଲା ମହଙ୍ଗା। ଆକାଉଣ୍ଟରୁ ଖାଲି ହୋଇଗଲା ୭୫ ହଜାର। ଏବେ ନିଜକୁ ବୋକା କହି କାନମୁଣ୍ଡା ଆଉଁସୁଛନ୍ତି ଡାକ୍ତର ବାବୁ ।
କିଏ ଓ କାହିଁକି ଭିଆଇଲା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ, ସେନେଇ ପୋଲିସ ଖୋଳତାଡ଼ କରୁଥିବାବେଳେ ଏହି ମର୍ଡର ମିଷ୍ଟ୍ରିକୁ ନେଇ ଉଠୁଛି ନାନା ପ୍ରଶ୍ନ।