ଜେଲ କହିଲେ ଆମ ମନରେ ଅପରାଧ ହିଁ ଆସିଥାଏ । ଜେଲରେ ଥିବା ସମସ୍ତେ କ୍ରୁର, ହିଂସ୍ର ପ୍ରବୃତ୍ତିର ବୋଲି ଆମ ମନରେ ଧାରଣା ରହି ଆସିଛି । ତେବେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ଜଣେ କଏଦୀ ।
ଜଣେ କବାଡ଼ିବାଲାଙ୍କ ମୋବାଇଲ୍ ଲୁଟ୍ ପାଇଁ ବିଭତ୍ସ ହତ୍ୟା। ଏଭଳି କିଛି ଘଟଣା ଘଟିଛି ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ।
ଔଷଧର ଦାମ ମାତ୍ର ଶହେ ଟଙ୍କା । କିନ୍ତୁ ବିକ୍ରି ହୋଇଛି ଦୁଇ ଲକ୍ଷ ଟଙ୍କାରେ । ସାମାନ୍ୟ ଫଙ୍ଗସ ମେଡିସିନକୁ କ୍ୟାନସର ମେଡିସିନ କହି ଲକ୍ଷାଧିକ ଟଙ୍କାରେ ବିକ୍ରି କରାଯାଇଛି । ଏପରି ଏକ ଘଟଣାର ପର୍ଦାଫାସ କରିଛି ଦିଲ୍ଲୀ ପୋଲିସ ।
ପ୍ରାଥମିକ ଅନୁସନ୍ଧାନରୁ ସେ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ତାଙ୍କର ଆନୁମାନିକ ବୟସ ୨୫ବର୍ଷ। ହତ୍ୟା ପୂର୍ବରୁ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ପୋଲିସ ସନ୍ଦେହ କରୁଛି।
ରାତିର ଅନ୍ଧକାରରେ ଘର ପଛପଟେ ଚାଲିଥିଲା ଗୁପ୍ତ ସମ୍ପର୍କ.. ସେଇପଟେ ଘରକୁ ଫେରୁଥିଲେ ବୁଢୀ ମାଉସୀ.. ଦୁର୍ଭାଗ୍ୟକୁ ଦେଖିଦେଲେ ଦେଢଶୂର ଭାଇବୋହୂର ଅନୈତିକ ସମ୍ପର୍କ.. ଆଉ ତା’ପରେ..
ଡେରା ଅଞ୍ଚଳରୁ ଏକ ବାହାଘର ଭୁବନ ଥାନା ଭୂଶଳ ଗାଁକୁ ଯାଉଥିଲା ଶୋଭାଯାତ୍ରା। ଗାଁରେ ଡିଜେ ବଜାଇ ପ୍ରସେସନ ବେଳେ ମହୁମାଛି ଦଂଶନ କରିଥିଲା। ସେହିପରି ବରଯାତ୍ରୀ ଶୋଭାଯାତ୍ରା ବେଳେ ଯୁବକଙ୍କୁ ଛୁରି ଭୁସି ହତ୍ୟା କଲା ଦୁର୍ବୃତ୍ତ।
ହଜିଗଲା ମାନବିକତା । ଯାହାକୁ ବୋହୂ କରି ଦିନେ ଘରକୁ ଆଣିଥିଲେ ସେହି ବୋହୂ ହିଁ ଘୋଷାଡ଼ି ଘୋଷାଡ଼ି ପିଟିଲା । ପରିଣତ ବୟସରେ ବୋହୂର ସେବା ମିଳିବା ବଦଳରେ ମିଳିଲା ମାଡ଼।
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।
ଟେକ୍ନୋଲୋଜି ବଢ଼ିବା ସହ ବଢ଼ି ଚାଲିଛି ସାଇବର କ୍ରାଇମ । ମୁହୂର୍ତ୍ତକେ ଆକାଉଣ୍ଟରୁ ଖାଲି ହୋଇଯାଉଛି ଟଙ୍କା । ଦିନକୁ ଦିନ ବଢ଼ୁଥିବା ସାଇବର କ୍ରାଇମ ଲୋକଙ୍କ ନିଦ ହଜାଇ ଦେଉଛି । AI ର ବ୍ୟବହାର କରି ଅସମ୍ଭବକୁ ସମ୍ଭବ କରାଯାଉଛି ।
ହରିୟାଣା ଗୁରୁଗ୍ରାମର ଜଣେ ୫୯ ବର୍ଷୀୟ ବୃଦ୍ଧା ରାନୁ ଶାହ ତାଙ୍କ ପୁଅର ପାଗଳାମୀ ପାଇଁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି।
ବିଦେଶରେ ନିଜ ସ୍ତ୍ରୀକୁ ହତ୍ୟା କଲା । ପରେ ପୁଅକୁ ଆଣି ଭାରତ ଫେରିଲା । ମନ ବୁଝିଲାନି ଯେ, ପୁଅକୁ ନେଇ ସ୍ତ୍ରୀ ବାପଘରେ ଛାଡ଼ିବା ପରେ ନିଜ ଅପରାଧ ସ୍ୱୀକାର କରି ଫେରାର ହୋଇଗଲା । ଏପରି ଏକ ଅତି ଲଜ୍ଜାଜନକ ଘଟଣା ଘଟିଛି ଅଷ୍ଟ୍ରେଲିଆରେ ।
ଗୋୟଲ ମାନସିକ ଦୁଶ୍ଚିନ୍ତା ଓ ଅବସାଦରେ ଥିଲେ। ଡିପ୍ରେସନ ପାଇଁ ସେ ଡାକ୍ତରଙ୍କ ସହ ପରାମର୍ଶ କରୁଥିଲେ। ତାଙ୍କ ନିକଟରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଦେଇଥିଲା।
ଦେଶର ପ୍ରମୁଖ ନେତା ଏବେ ଡିପ୍ ଫେକ୍ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW । ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ ।
ଜାକ୍ତର ଜଣକ ମେଡିକାଲ ପରିସରରେ ଉଲଗ୍ନ ହୋଇ ବୁଲିବା ସହ ବୁଲି ବୁଲି ପରିଶ୍ରା କରୁଛନ୍ତି। ବାଥରୁମ୍ ଡୋର୍ ଖୋଲା ଥିବା ସତ୍ତ୍ୱେ ସେ ହାତରେ ଏକ କପଡ଼ା ଧରି ଉଲଗ୍ନ ହୋଇ ବୁଲୁଛନ୍ତି।
ଡିଜେ ବଜାଇବାକୁ ନେଇ ଦୁଇଭାଇ ରାଜକୁମାର କୋଲ ଓ ରାକେଶ କୋଲଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ଭାଇ ରାକେଶ ଡିଜେ ବନ୍ଦ କରିବା ସହ ନାଚିବାକୁ ବାରଣ କରିଥିଲେ।
ରାଖୀଙ୍କ ସ୍ୱାମୀ ସଞ୍ଜୀବ ତାଙ୍କୁ ଧରି ପକାଇଲେ ଓ ରାଖୀ ତାଙ୍କ କାନକୁ କାମୁଡି ଛିଣ୍ଡାଇ ଦେଲେ। କେବଳ ସେତିକି ନୁହେଁ ସେ ଏହାକୁ ଚୋବାଇ ଖାଇ ଦେଇଥିବା ରାମବୀର ଅଭିଯୋଗ ଆଣିଛନ୍ତି।
ପୁଣି ଥରେ ଖଣି ଦୁର୍ନୀତି ମାମଲାରେ ଇଡିର ବଡ଼ ଧରଣର ରେଡ୍ । ଭୁବନେଶ୍ୱର, ବଡ଼ବିଲ୍, ରାଉରକେଲା ସମେତ ରାଜ୍ୟର ୧୨ରୁ ଅଧିକ ଅଞ୍ଚଳରେ ଚଢ଼ାଉ ହୋଇଛି । ସେହିପରି କୋଲକାତାରେ ବି ଯାଞ୍ଚକୁ ବଢ଼ାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ।
ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ...ଯେତେ ନିନ୍ଦା କଲେ ମଧ୍ୟ କମ ହେବ ।
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍ରେ ପଳାଇଥିଲା। ଏହାପରେ ଭଟକଲ୍, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।
ଅର୍ଥତତ୍ତ୍ୱ ଚିଟଫଣ୍ଡ ମାମଲାରେ ଜବତ ବ୍ଲୁ ଅଡିକୁ ନେଇ ଚର୍ଚ୍ଚା । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା । ଏହି ସମୟରେ ED ହାତରେ ଲକ୍ଷାଧିକ ଟଙ୍କା ସହ ଲାଗିଛି ଦାମୀ କାର୍ ।
ସ୍ତ୍ରୀଙ୍କର ଅନ୍ୟ ପୁରୁଷଙ୍କ ସହ ସଂପର୍କ ଥିବା ସନ୍ଦେହ କରୁଥିଲେ କାର୍ତ୍ତିକ। ଗୁରବାର ରାତି ପ୍ରାୟ ୧ଟା ବେଳେ ସେ ତାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଘୋଡାଇ ରଖିଥିଲେ।
ପାରିବାରିକ କଳହ ନେଲା ମୁଣ୍ଡ । ବିବାହର ଦିନକ ପୂର୍ବରୁ ପୁଅକୁ ହତ୍ୟା କଲା ବାପା । ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଦିଲ୍ଲୀରୁ ।
ମାଙ୍କଡ଼ ହାତରେ ଶାଳଗ୍ରାମ। ଯାହାକୁ ଗର୍ବରେ ମୁଣ୍ତରେ ମୁକୁଟ ପିନ୍ଧାଇ ହିରୋ ଭାବେ ବସାଇଥିଲେ। ସେ ହିଁ ବାହାରିଲା ଠକ। ପୋଲିସ ପରୀକ୍ଷାରେ ଟପ୍ କରିଥିବା ଯୁବକ ଏବେ ଜେଲ୍ କୋଠରୀରେ ଦିନ କାଟୁଛି।
ନୟାଗଡ଼ରେ କଙ୍ଗାରୁ କୋର୍ଟ ବିଚାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଗାଁ ସଭାରେ ନିଆଁ ପାଣି ବାସନ୍ଦ । ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।