ପୁଅ, ଭାଇ, ସ୍ୱାମୀର ପରିଚୟରୁ ଉପରକୁ ଉଠି ସେ ପିତାର ସମ୍ମାନ ଲାଭ କରେ । ନିଜ ଜୀବନର ଚରମ ସୁଖ ସେ ସନ୍ତାନ ଜନ୍ମ ପରେ ପ୍ରାପ୍ତ କରେ । କିନ୍ତୁ ସେହି ପିତା ଯେତେବେଳେ ନିଜ ସନ୍ତାନ ପାଇଁ କାଳ ପାଲଟେ, ସେତେବେଳେ ସ୍ୱଂୟ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ।