ଡ୍ୟାନ୍ସ ବାର୍ ପରିଚାଳନା ପାଇଁ ୨୧ଟି ସର୍ତ୍ତ ରଖିଛନ୍ତି ସରକାର । ସର୍ତ୍ତ ପୂରଣ କରୁଥିଲେ ମିଳିବ ଡ୍ୟାନ୍ସ ବାର୍ ଅନୁମତି।
ମଦ ଚୋରା କାରବାର ରୋକିବାକୁ ଚାଲେଞ୍ଜ ଭାବେ ନେଲେ ନୂଆ ସରକାର । ବିଧାନସଭାରେ ଅବକାରୀ ମନ୍ତ୍ରୀଙ୍କ ବଡ଼ ଘୋଷଣା ।
ସ୍କୁଲ, କଲେଜ, ମନ୍ଦିର ପାଖରେ ରହିବନି ମଦ ଦୋକାନ । ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍ ।
ନିୟମ ଖିଲାପକାରୀଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ଅବକାରୀ ବିଭାଗ।
ପାର୍ବଣ ବେଳରେ ନିୟମ ଫୁ କରିଛନ୍ତି ଡ୍ୟାନ୍ସ ବାର୍ । ରାଜଧାନୀରେ ରାତିତମାମ୍ ଗ୍ରାହକଙ୍କୁ କରୁଛନ୍ତି ମତୁଆଲା। ରଙ୍ଗିଲା ବାରରେ ରଙ୍ଗୀନ ରାତିର ସତ ପଦାକୁ ଆସିବା ପରେ ଏବେ ସାବାଡ୍ ଲାଗି ସଜବାଜ ଅବକାରୀ ବିଭାଗ। ଆକ୍ସନ ମୋଡ଼କୁ ଆସି ଗଠନ କରିଛି ସ୍ପେଶାଲ୍ ସ୍କ୍ୱାର୍ଡ।
ରାତି ୧୨ଟା ଯାଏଁ ଡ୍ୟାନ୍ସବାର୍ ଖୋଲା ରଖିବାକୁ ଅନୁମତି ଦେଇଛି ଅବକାରୀ ବିଭାଗ