ରାଜଧାନୀରେ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳର ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି ।
ବନ୍ଧୁ ବାନ୍ଧବଙ୍କ କହିବା କଥା, ପୂରା ପରିବାର ଏକ ରୁଟିନ ଲାଇଫ୍ ମେଣ୍ଟେନ୍ କରୁଥିଲେ । ସେମାନଙ୍କର ଗମ୍ଭୀର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିଲା । ଶେଷ ଥର ପାଇଁ ସେମାନଙ୍କୁ ୨୦୧୯ରେ ଦେଖିବାକୁ ମିଳିଥିଲା । ତା’ପରଠାରୁ ତାଙ୍କ ଘର ତାଲା ପଡ଼ିଛି ।
ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।
ନାବାଳକ ଜଣକ ପଡୋଶୀଙ୍କ ଟାହିଟାପରା ଅପମାନ ସହିନପାରି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଦାଦା।
ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।
ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ । ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ ।
ସପ୍ତାହେ ବିତିଲା। ରାୟଗଡ଼ା ଚନ୍ଦ୍ରପୁରର ମା’ଗୃହ ୱାର୍ଡେନଙ୍କ ମୃତ୍ୟୁର ରହସ୍ୟ ଭେଦିପାରୁନି ପୋଲିସ। ଆଦିବାସୀ ଯୁବତୀଟିଏ ଯେ, ନିଆଁରେ ଜଳି ପ୍ରାଣ ହରାଇବ, କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି।
ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।
ଚା’ ମାଗିବାରୁ ଆଖିରେ ଛୁରୀ ଭୁଷିଦେଲା । ଏପରି ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ବାଗପାଟ ଜିଲ୍ଲାରେ । ସ୍ୱାମୀ ଚା’ ପାଇଁ କହିବାରୁ ସ୍ତ୍ରୀ ତା’ ଆଖିରେ ଛୁରୀ ଭୁଷି ଦେଇଛି ।
ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି ।
ବଡ଼ ବଡ଼ ରେଷ୍ଟୁରାଣ୍ଟରେ ଭୋଜନ, ତା ସହ ତାରକା ହୋଟେଲ ଗୁଡ଼ିକୁ ସେ ନିଜର ଘର ଭାବେ ବାଛି ନେଇଥିଲା । ବିଳାସ ପୂର୍ଣ୍ଣ ଜୀବନ ବଞ୍ଚିବା ଯେମିତି ତାଙ୍କର ନିଶା ପାଲଟି ଯାଇଥିଲା । ମ୍ରିନଙ୍କ ନିଜକୁ ଆଇପିଏଲ କ୍ରିକେଟର କହୁଥିଲା ।
ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ ।
ଫାଇଭ-ଟି କାମରେ ଦୁର୍ନୀତି ଅଭିଯୋଗକୁ ନେଇ ମରାମରି ବାବୁ-ସରପଞ୍ଚ..ଫାଇଭ-ଟି କାମରେ ଦୁର୍ନୀତିର ପ୍ରତିବାଦ କରିବାରୁ ସରପଞ୍ଚଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି..
ଏଭଳି ଅଭିଯୋଗ ନୂଆ ନଥିଲା। ସଂପୃକ୍ତ ସରପଞ୍ଚ ନିମ୍ନମାନର କାମ ଓ ପୁରୁଣା ରଡ୍ ବ୍ୟବହାର ହେଉଥିବା କଥା ପୂର୍ବରୁ ଲିଖିତ ଭାବେ ଜଣାଇଥିଲେ।
ବଲାଙ୍ଗିର ହରିଶଙ୍କର ପୀଠର ଉନ୍ନୟନ କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି ପ୍ରତିବାଦ କରିଥିଲେ ଖପ୍ରାଖୋଲ ବ୍ଲକ ସରପଞ୍ଚ ସଂଘର ସଭାପତି ସୁଶୀଲ ଗୁରୁ।
କେନ୍ଦ୍ର ଅର୍ଥମନ୍ତ୍ରୀ, RBI ଗଭର୍ଣ୍ଣର, କିଛି ଉଚ୍ଚପଦସ୍ଥ ବ୍ୟାଙ୍କ୍ ଅଧିକାରୀ ଏବଂ ଦେଶର କିଛି ଖ୍ୟାତନାମା ମନ୍ତ୍ରୀ ସଂପୃକ୍ତ ଅଛନ୍ତି ।
ଉଚ୍ଚଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ଚିଠିର ଅଭିଯୋଗ ପତ୍ରରେ ଉଲ୍ଲେଖ ଅଛି ଯେ ଗତ ଦୁଇ ବର୍ଷ ହେବ ଏଭଳି କାରବାର କ୍ୟାମ୍ପସରେ ଚାଲୁଛି । ଖାଲି ସେତିକି ନୁହେଁ କଲେଜରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବି ଅଭିଯୋଗ ହୋଇଛି ।
ଶାଶୁ ହତ୍ୟା ଘଟଣାର ଅଭିଯୁକ୍ତକୁ ଧରିଲା ଚେନ୍ନାଇ ପୋଲିସ । ୧୯୯୮ରେ ଚେନ୍ନାଇରେ ଶାଶୁକୁ ହତ୍ୟା କରି ଫେରାର ହୋଇଥିଲା ।
ସରପଞ୍ଚ-ପୂର୍ତ୍ତ ବିଭାଗର OSD ମାରପିଟ୍ । ହରିଶଙ୍କର ପୀଠରେ ଉଭୟ ହାତାହାତି ।
ଫୋନରେ କଥା ହେଉଥିବା ବେଳେ ଜଣେ କାର୍ ଡ୍ରାଇଭର ତିନି ବର୍ଷର ଏକ ଶିଶୁକୁ ଧକ୍କା ଦେଇଥିଲା, ଯେଉଁ କାରଣରୁ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ଡ୍ରାଇଭର ପଳାଇବାକୁ ଚେଷ୍ଟା କଲାବେଳେ ଲୋକମାନେ ତାଙ୍କୁ ଧରି ପିଟିଥିଲେ ଏବଂ ପୋଲିସକୁ ହସ୍ତାନ୍ତର କରିଥିଲେ।
ଇଞ୍ଜିନିୟର୍ ଯୁବତୀଙ୍କର ୨୬ତମ ଜନ୍ମଦିନରେ ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ତାଙ୍କ ପିଲାଦିନର ସାଥୀ
ଯୌନ ପିପାସା କବଳରେ ପଡ଼ିଥିଲା, କାମ ଏପରି କଲା ଯେ .. ନର ରାକ୍ଷସ ପାଲଟିଗଲା । ନାବାଳକ ସହ ଅପ୍ରାକୃତିକ ଶାରିରୀକ ସଂପର୍କ ରଖି, ଶେଷରେ ଧରାପଡ଼ିଯିବା ଭୟରେ ତାକୁ ଶେଷ କରିଦେଇଥିଲା ଚିରଦିନ ଲାଗି ।
ବଡଦିନ ଓ ନୂଆବର୍ଷ ପାଇଁ ରାଜଧାନୀରେ ପଇଁତରା ମାରୁଛି ପୋଲିସ । ହେଲେ କମିଶନରେଟ୍ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଆତଙ୍କ ଖେଳାଇ ଚାଲିଛନ୍ତି ଅପରାଧୀ । ଗତକାଲି ଏୟାରପୋର୍ଟ ଛକରେ ୨ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଆଜି ପୋଲିସ ୮ ଜଣଙ୍କୁ ଗିରଫ କରିଛି ।
ବର୍ଷ ତମାମର ଅନେକ ଘଟଣା, ଦୁର୍ଘଟଣା ଓ ଅପରାଧ ପାଇଁ ବିଦାୟୀ ବର୍ଷ ନିହାତି ଭାବେ ମନେ ରହିବ । ସେ ସବୁକୁ ନେଇ ଆମର ସ୍ୱତନ୍ତ୍ର ରିପୋର୍ଟ .. ଛାତିଥରା ସ୍ମୃତି