• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Mitchell Starc
IPL ଅକ୍ସନରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ଦବଦବା; ୨୪.୭୫ କୋଟି ନେଇ ରେକର୍ଡ କଲେ ଷ୍ଟାର୍କ

ଷ୍ଟାର୍କଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଥିବା ବେଳେ ତାଙ୍କୁ ୨୪.୭୫ କୋଟିରେ କିଣିଛି କୋଲକାତା ନାଇଟ୍‌ ରାଇଡର୍ସ । ଗୁଜରାଟ ଟାଇଟନ୍ସ ସହ ଜୋରଦାର୍‌ ପ୍ରତିଦ୍ୱନ୍ଦ୍ୱିତା ପରେ ଶେଷରେ ୨୪.୭୫ କୋଟିରେ ଷ୍ଟାର୍କଙ୍କୁ କିଣିଲା କୋଲକାତା ।

Pat Cummins
IPL ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ପ୍ୟାଟ୍‌ କମିନ୍ସ

ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ କିଣିଲା ହାଇଦ୍ରାବାଦ ସନରାଇଜର୍ସ ।

IND vs SA
ଦକ୍ଷିଣ ଆଫ୍ରିକା ପାଇଁ କର ଅବା ମର, ସୁବିଧା ଜନକ ସ୍ଥିତିରେ ଭାରତ

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଦକ୍ଷିଣ ଆଫ୍ରିକାର ଜେବରାହଠାରେ ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ମ୍ୟାଚ୍ ଖେଳାଯିବ ।

IPL 2023
ପ୍ରଥମଥର ଦୁବାଇରେ ନିଲାମ ବ୍ୟବସ୍ଥା, ଉପକୃତ ହେବେ ଅନକ୍ୟାପ ଖେଳାଳି

ଆଇପିଏଲ ୨୦୨୪ ପାଇଁ ଆଜି ନିଲାମୀ । ପ୍ରଥମଥର ପାଇଁ ଦୁବାଇରେ ନିଲାମୀ କରିବାର ବ୍ୟବସ୍ଥା କରାଯାଇଛି ।

Rohit Sharma
IPL 2024: MI ଛାଡ଼ିବେ କି ରୋହିତ ? ଅକ୍ସନ ପରେ ହୋଇପାରେ ବଡ଼ ଘୋଷଣା..ରିତିକା ଦେଲେ ଇସାରା

ଚେନ୍ନାଇ ସୁପରକିଙ୍ଗ୍ସ ସହ ହାତ ମିଳାଇବେ କି ରୋହିତ ? ଏନେଇ କୌଣସି ପ୍ରକାର ଔପଚାରିକ ଘୋଷଣା ରୋହିତ କିମ୍ବା ଚେନ୍ନାଇ ସୁପରକିଙ୍ଗ୍ସ କରିନଥିବାବେଳେ, ରୋହିତ ମୁମ୍ବାଇ ଛାଡ଼ୁଥିବା ସଂକେତ ମିଳିଛି । ଏହି ଚର୍ଚ୍ଚାକୁ ଖୋଦ୍‌ ରୋହିତଙ୍କ ପତ୍ନୀ ରିତିକା ସାଜଦେଶଙ୍କ ପୋଷ୍ଟରୁ ବାରି ହେଉଛି ।

IPL Auction
IPL Auction 2024: କେଉଁ ଦଳ ପାଖରେ କେତେ ଟଙ୍କା, ଜାଣନ୍ତୁ ନିଲାମ ପାଇଁ କେତେ ଖେଳାଳି ହୋଇଛନ୍ତି ସର୍ଟଲିଷ୍ଟ

ଚଳିତ ଥର ଆଇପିଏଲ ଅକ୍ସନ ପାଇଁ ମୋଟ ୩୩୩ ଜଣ ଖେଳାଳି ସର୍ଟ ଲିଷ୍ଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ ଖେଳାଳି ବିଦେଶୀ।

Know which team need how many slot vacant in ipl auction
IPL Auction 2024: ଏହିଦିନ IPL ନିଲାମ; ଜାଣନ୍ତୁ କାହା ପାଇଁ କେତେ ସ୍ଲଟ୍

ଆଇପିଏଲ୍ ୨୦୨୪ ନିଲାମ ଉପରେ ଏବେ ସମସ୍ତଙ୍କର ନଜର। କିଏ କାହାର ହେବ ତାଙ୍କୁ ନେଇ ସମସ୍ତଙ୍କ ମନରେ ଉତ୍ସାହ। ତେବେ ଆସନ୍ତୁ ଜାଣିବ କେଉଁ ଟିମ୍ କେତେ ଖେଳାଳି ଆବଶ୍ୟକ କରନ୍ତି ଆଉ କେତେ ରହିଛି ବିଦେଶୀଙ୍କ ପାଇଁ।

Five young cricketers who cemented their position in the IPL auction 2024
IPL Auction 2024: ପାଞ୍ଚ ଯୁବ କ୍ରିକେଟର ଯେଉଁମାନେ IPL ନିଲାମରେ ଜାହିର୍ କରିଛନ୍ତି ନିଜର ଦବ୍‌ଦବା

IPLର ଆଗାମୀ ସିଜନ ପାଇଁ ଖେଳାଳିଙ୍କ ନିଲାମ ଡିସେମ୍ବର ୧୯ରେ ଅନୁଷ୍ଠିତ ହେଉଛି। ଏଥର ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ଆସନ୍ତୁ ସେହି ପାଞ୍ଚ ଜଣ କ୍ରିକେଟରଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରି ନିଲାମ ପାଇଁ ସେମାନଙ୍କର ସ୍ଥିତିକୁ ଦୃଢ କରିଛନ୍ତି।

IPL Auction 2024
IPL Auction 2024: ଅଶ୍ୱିନ୍‌ଙ୍କ ପୂର୍ବାନୁମାନ ; ଏହି ଖେଳାଳିଙ୍କ ଉପରେ ହେବ ଟଙ୍କାର ବର୍ଷା

ଆଇପିଏଲ୍ ନିଲାମକୁ ନେଇ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏକ ପୂର୍ବାନୁମାନ କରିଛନ୍ତି। ଭିଡିଓରେ ଶେୟାର କରି ସେ ଏକ ନିଆରା ଢଙ୍ଗରେ ଖେଳାଳିଙ୍କ ବିଷୟରେ ପୂର୍ବାନୁମାନ କରିଛନ୍ତି। କେଉଁମାନେ କେତେ ଟଙ୍କାରେ କିଣାହେବ ସେ କହିଛନ୍ତି।

Ind vs sa
ପ୍ରଥମ ଦିନିକିଆରେ ଭାରତର ସହଜ ବିଜୟ, ଡେବ୍ୟୁ ମ୍ୟାଚ୍‌ରେ ଚମକ ଦେଖାଇଲେ ସାଇ ସୁଦର୍ଶନ

ବ୍ୟାଟିଂ ଆରମ୍ଭରୁ ହିଁ ବ୍ୟାକଫୁଟ୍‌ରେ ରହିଥିଲା ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ଓଭରରେ ଲଗାତର ଦୁଇଟି ୱିକେଟ ନେଇ ଘରୋଇ ଦଳକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲା ଭାରତ ।

Rishabh Pant
ଫିଟ୍‌ ହେଲେଣି ପନ୍ତ, ଏହି ଟୁର୍ଣ୍ଣାମେଣ୍ଟରେ କରିବେ ଧମାଲ

ଚଳିତ ସପ୍ତାହରେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ପନ୍ତଙ୍କ ଫିଟ୍‌ନେସ୍‌କୁ ନେଇ ଏକ ଅପଡେଟ୍ ଦେଇଥିଲେ। ଫ୍ରାଞ୍ଚାଇଜ୍‌ ପକ୍ଷରୁ କୁହାଯାଇଥିଲା କି ଋଷଭ ପନ୍ତ ଏବେ ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଅଛନ୍ତି।

Indian Women Cricket Team
ଦୀପ୍ତି ଶର୍ମାଙ୍କ ଦମଦାର୍‌ ପ୍ରଦର୍ଶନ; ଭାରତୀୟ ମହିଳା ଦଳର ବିଶ୍ୱ ରେକର୍ଡ..

ମୁମ୍ବାଇ ଡି.ୱାଇ ପାଟିଲ୍‌ ଷ୍ଟାଡିୟମରେ ଖେଳାଯାଇଥିଲା ଇଂଲଣ୍ତ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ୩୪୭ ରନ୍‌ରେ ବିଜୟ ହାସଲ କରିଛି ଭାରତ । ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ ।

Mumbai Indians
ମୁମ୍ବାଇରେ ରୋହିତ ଇଫେକ୍ଟ, ୧ ଘଣ୍ଟାରେ MI ହରାଇଲା ୪ ଲକ୍ଷ ଫଲୋଅର୍ସ

ସବୁଠାରୁ ବଡ଼ କଥା ହେଉଛି ଗତ ଶୁକ୍ରବାର ସନ୍ଧ୍ୟାରେ ଏହି ଖବର ଆସିବା ପରେ MIଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତୀବ୍ର ପ୍ରତିକ୍ରିୟା। ବିଶେଷ କରି ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Hardik Pandya
ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ; MI ର ମଙ୍ଗ ଧରିବେ ପାଣ୍ତ୍ୟା

ରୋହିତ ଶର୍ମା ୨୦୧୩ରେ ପ୍ରଥମ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ୫ଟି ଆଇପିଏଲ ଟ୍ରଫି ହାତେଇଥିଲା।

Jersey no 7
ବ୍ଲୁ ଜର୍ସିରେ ଆଉ ଦେଖିବାକୁ ମିଳିବନି ନଂ ୭; ଧୋନିଙ୍କ ଆଇକନିକ୍‌ ଜର୍ସିର ଅବସର

ଭାରତୀୟ କ୍ରିକେଟ୍‌ ଇତିହାସର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଜର୍ସି ନଂ ୭ କୁ ଅବସର ଦେଇଛି BCCI ।

1.04 carat diamond studded bat
କୋହଲିଙ୍କ ପାଇଁ ହୀରା ଖଚିତ ବ୍ୟାଟ, ମୂଲ୍ୟ ୧୦ ଲକ୍ଷ ଟଙ୍କା

୧.୦୪ କ୍ୟାରେଟ୍ ହୀରାରେ ଖଚିତ ବ୍ୟାଟ୍ । ଏହାର ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା । ସୁରଟ ବ୍ୟବସାୟୀ ତଥା କୋହଲିଙ୍କ ପ୍ରଶଂସକ ଉତ୍ପଲ ମିସ୍ତ୍ରୀ ଏହି ବ୍ୟାଟଟି ତିଆରି କରାଇଛନ୍ତି । ରିପୋର୍ଟ ଅନୁଯାୟୀ, ବ୍ୟାଟରେ ଲାଗିଥିବା ହୀରାଗୁଡ଼ିକ ପ୍ରାକୃତିକ ।

Can India win the T20 World Cup with young players
Sports: ଭାରତକୁ ଟି-୨୦ ବିଶ୍ୱକପ୍ ଜିତାଇ ପାରିବେ କି ଯୁବ ଖେଳାଳି

ଭାରତୀୟ ଯୁବ ଖେଳାଳିମାନେ ଏବେ ଟି-୨୦ କ୍ରିକେଟ୍‌ରେ ପ୍ରଭାବଶାଳୀ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ବଡ଼ ପ୍ରଶ୍ନ ହେଉଛି ଯେ ସେମାନଙ୍କ ମଧ୍ୟରେ ଟିମ୍‌କୁ ୨୦୨୪ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତାଇବାର ସାମର୍ଥ୍ୟ ରହିଛି କି?

Virat Kohli
ଫିଟନେସ୍‌ ପାଇଁ ଆମିଷ ଛାଡ଼ିଥିଲେ ବିରାଟ, ଏବେ ପୁଣି ଖାଇଲେ କି ନନ୍‌ ଭେଜ୍‌ ?

ବିରାଟ କୋହଲି ସେୟାର କରିଥିବା ଫଟୋରେ ଏକ କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି କି ସେ ‘ମକ୍‌ ଚିକେନ୍‌ ଟିକ୍କା’ ଖାଉଛନ୍ତି। ଆମେ ଆପଣଙ୍କୁ କହି ରଖିବାକୁ ଚାହୁଁ କି ଏହାର ନାମ କେବଳ ‘ମକ୍‌ ଚିକେନ୍‌ ଟିକ୍କା’ କିନ୍ତୁ ବାସ୍ତବରେ ଏଥିରେ ଚିକେନ୍‌ ନଥାଏ।

Rinku Singh
ସିକ୍ସର୍‌ କିଙ୍ଗ୍‌ ରିଙ୍କୁ; ଆକାଶଛୁଆଁ ଛକାରେ ଭାଙ୍ଗିଲେ ପ୍ରେସ୍‌ ବକ୍ସ କାଚ

ଦକ୍ଷିଣ ଆଫ୍ରିକା ଗସ୍ତର ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ରିଙ୍କୁ ସିଂ । ଏହା ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ।

In 2023 most searched cricketer in the world on Google
ଗୁଗୁଲ୍ ଟ୍ରେଣ୍ଡସ୍ ୨୦୨୩: ସବୁଠାରୁ ଆଗରେ ଏହି ଯୁବ ଖେଳାଳି

ପ୍ରତିବର୍ଷ ପରି ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଚଳିତ ବର୍ଷର ରିପୋର୍ଟ ପ୍ରକାଶ କରିଛି ଯେଉଁଥିରେ କୁହାଯାଇଛି ଯେ ଚଳିତ ବର୍ଷ କେଉଁ କ୍ରିକେଟରଙ୍କୁ ସବୁଠାରୁ ଅଧିକ ଖୋଜାଯାଇଛି। ଆପଣ ହୁଏତ ଭାବୁଥିବେ ଗୁଗୁଲ ରିପୋର୍ଟର ଏହି ତାଲିକାରେ କିମ୍ବଦନ୍ତୀ କ୍ରିକେଟର୍ ବିରାଟ କୋହଲି କିମ୍ବା ରୋହିତ ଶର୍ମାଙ୍କ ସ୍ଥାନ ନିଶ୍ଚୟ ଥିବ। କିନ୍ତୁ ମୌକା ମାରିନେଇଛନ୍ତି ଯୁବ ଖେଳାଳି।

T 20 World Cup Captain
ଟି-୨୦ ବିଶ୍ୱକପରେ ରୋହିତ ହେବେ କି ଅଧିନାୟକ ? ଜୟ ଶାହ ଦେଲେ ବଡ଼ ବୟାନ

ଏହାରି ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଟି-୨୦ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଧିନାୟକ କିଏ ହେବେ। ତାହାକୁ ନେଇ ଏବେ ଚିତ୍ର ସ୍ପଷ୍ଟ ହୋଇନାହିଁ । ଯଦିଓ ରୋହିତ ଶର୍ମା ତିନୋଟି ଫର୍ମାଟରେ ଅଧିନାୟକ ଅଛନ୍ତି, କିନ୍ତୁ ବିଗତ ଏକ ବର୍ଷ ମଧ୍ୟରେ ସେ ଗୋଟିଏ ବି ଟି-୨୦ ମ୍ୟାଚ୍‌ ଖେଳିନାହାନ୍ତି।

Ind Vs SA
ଆଜି IND vs SA ଟି-ଟ୍ୱେଣ୍ଟି ମ୍ୟାଚ୍; ଟିମ୍‌ ଲିଡ୍‌ କରିବେ ସୂର୍ଯ୍ୟକୁମାର ଯାଦବ

ଭାରତୀୟ ଦଳ ଦକ୍ଷିଣଆଫ୍ରିକା ଗସ୍ତରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ୱେଣ୍ଟି-୨୦ ଶୃଙ୍ଖଳା ଖେଳିବ ।

Sanjay Bangar
୭ ବର୍ଷ ପରେ ପଞ୍ଜାବ କିଙ୍ଗ୍ସକୁ ଫେରିଲେ ସଞ୍ଜୟ ବାଙ୍ଗର

୨୦୧୫ ଓ ୨୦୧୬ରେ ପଞ୍ଜାବ ଦଳର ମୁଖ୍ୟ କୋଚ୍ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଆରସିବି ସହ ଯୋଡ଼ି ହୋଇଥିଲେ। ଏହା ପରେ ଦୁଇ ବର୍ଷ ପାଇଁ ସେ ଆରସିବିର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ତୁଲାଇଥିଲେ।

Foot Ball
ଗାଁରେ ଫେଭରେଟ୍ ପାଲଟିଛି ଫୁଟବଲ୍, ମ୍ୟାଚ୍ ଦେଖିବାକୁ ଖଚାଖଚ୍ ଭିଡ଼

କ୍ରିକେଟ ପାଗଳ ଦେଶରେ ଏବେ ବି ଗ୍ରାମାଞ୍ଚଳରେ ଫୁଟବଲର ଆଦର କମିନାହିଁ । ଫୁଟବଲ ମ୍ୟାଚ ଦେଖିବାକୁ ପଡିଆରେ ଖଚାଖଚ ଭିଡ । ବାହାରେ ବି ବାଲିଯାତ୍ରା ଭଳି ଦୋକାନ ବଜାର ପଡ଼ିଛି । ପୁରା ଯାତ୍ରା ମାହୋଲ ।

Virat Kohli
ଲଣ୍ତନରେ ଫ୍ୟାମିଲି ସହ କ୍ୱାଲିଟି ଟାଇମ୍‌ ବିତାଉଛନ୍ତି କିଙ୍ଗ କୋହଲି..ଫଟୋ ଭାଇରାଲ୍‌

ବିଶ୍ୱକପ୍‌ରେ କୋହଲିଙ୍କ ଚମତ୍କାର ପ୍ରଦର୍ଶନ ସତ୍ତ୍ୱେ ଟିମ୍‌ ଇଣ୍ତିଆ ଟ୍ରଫି ଜିତିପାରିନଥିଲା । ଏହାପରେ ସେ କ୍ରିକେଟ୍‌ରୁ କିଛିଦିନ ବିଶ୍ରାମ ନେଇ ଲଣ୍ତନରେ ପରିବାର ସହ ସମୟ ଅତିବାହିତ କରୁଛନ୍ତି ।