ଆଇପିଏଲର ଆଗାମୀ ସିଜିନ୍ରେ ବିଶେଷ ଭାବରେ ତିନିଜଣ ଅଧିନାୟକଙ୍କ ପାଇଁ କଠିନ ପରୀକ୍ଷା ହେବ। ଏହି ଅଧିନାୟକମାନେ ହେଉଛନ୍ତି- ଋଷଭ ପନ୍ଥ, ଶ୍ରେୟସ୍ ଆୟର ଏବଂ ଶୁବମନ ଗିଲ।
ଆଇପିଏଲ ପୂର୍ବରୁ ନୂଆ ଲୁକ୍ରେ ନଜର ଆସିଛନ୍ତି ବିରାଟ କୋହଲି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।
ଫାଇନାଲ ମ୍ୟାଚ୍ ସମୟରେ ଯେତେବେଳେ ମୁଲତାନ୍ ସୁଲତାନର ସ୍କୋର ୧୭ ଓଭରରେ ୧୨୭ ରନ୍ ଥିଲା। ସେ ସମୟରେ ଇମାଦ ଡ୍ରେସିଂ ରୁମ୍ରେ ଥିଲେ। ଏହି ସମୟରେ ଯେତେବେଳେ କ୍ୟାମେରା ତାଙ୍କ ଆଡକୁ ଯାଇଥିଲା, ସେ ଧୂମପାନ କରୁଥିବାର ଦେଖିବାକୁ ମିଳିଥିଲା।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଦୀର୍ଘ ଦିନ ଧରି ଚାଲିଆସୁଥିବା 'ଭଦ୍ରଲୋକଙ୍କ ଖେଳ'କୁ ବଲିଉଡ୍ ତାରକାଙ୍କ ସହିତ ଏକ ରୋମାଞ୍ଚକର ତିନି ଘଣ୍ଟିଆ କ୍ରୀଡା ନାଟକରେ ପରିଣତ କରି ଦେଶର କ୍ରିକେଟ୍ ଲିଗ୍କୁ ପୁନଃ ସ୍ଥାପିତ କରିଥିଲା।
ଆଇପିଏଲର ୧୬ ବର୍ଷର ଇତିହାସରେ ରନ୍ ଦୃଷ୍ଟିରୁ ଏହା କୌଣସି ଦଳ ପାଇଁ ସବୁଠୁ ବଡ଼ ପରାଜୟ। ୧୬ ବର୍ଷ ଭିତରେ ଏତେ ରନ୍ ବ୍ୟବଧାନରେ ଆଉ କୌଣସି ଟିମ୍ ପରାଜୟ ବରଣ କରିନାହିଁ।
ରୋହିତଙ୍କୁ ମୁମ୍ବାଇ କ୍ୟାପ୍ଟେନ୍ସିରୁ ହଟାଇବା ପରେ ମୁହଁ ଖୋଲିଲେ ପାଣ୍ତ୍ୟା। କହିଲେ, ରୋହିତ ମୋତେ ସହଯୋଗ କରିବାକୁ ସବୁବେଳେ ରହିବେ। ମୁଁ ଜାଣିଛି ତାଙ୍କର ହାତ ପୂରା ସିଜିନରେ ମୋ କାନ୍ଧ ଉପରେ ରହିବ।
ମ୍ୟାଚ ରେଜଲ୍ଟ ବଦଳାଇଦେବ ନୂଆ ନିୟମ ! ଏଣିକି ମ୍ୟାଚରେ ଶେଷରେ ନୁହେଁ, ମ୍ୟାଚବେଳେ ମହଙ୍ଗା ପଡ଼ିବ ମନ୍ଥର ବୋଲିଂ ନିୟମ ଭାଙ୍ଗିଲେ ହାତରୁ ଯାଇପାରେ ମ୍ୟାଚ୍ ।
ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ପ୍ରଥମ ଥର ମହିଳା ପ୍ରିମିୟର ଲିଗ୍ର ଟାଇଟଲ୍ ଜିତିଲା ବାଙ୍ଗାଲୋର।
ଟି-୨୦ ବିଶ୍ୱକପ୍ ଦଳରେ ରୋହିତ ଶର୍ମା ଯେ କୌଣସି ସ୍ଥିତିରେ ବିରାଟ କୋହଲିଙ୍କୁ ଚାହାନ୍ତି ବୋଲି ବିସିସିଆଇ ସଚିବ ଜୟ ଶାହଙ୍କୁ ଜଣାଇ ଦେଇଛନ୍ତି।
UAEରେ ଦ୍ୱିତୀୟ ପର୍ଯ୍ୟାୟ IPL 2024 ଖେଳା ଯାଇପାରେ ବୋଲି ଅନୁମାନ କରାଯାଉଥିଲା।
ଫ୍ୟାନ୍ ଫଲୋଅର୍ସ ମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଆଉ ତାହା ହେଲା, ଆଶ୍ୱିନୀଙ୍କୁ ମିଳିଛି ଏକ ବଡ଼ ଉପହାର ।
ଉଭୟ ରେଡ୍ ଓ ହ୍ୱାଇଟ୍ ବଲ୍ କ୍ରିକେଟ୍ରେ ନିଜ ଉପଯୋଗିତା ସାବ୍ୟସ୍ତ କରିଛନ୍ତି ଭାରତର ବାମହାତି ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ସେ ଥିଲେ ଟିମ୍ର ସବୁଠାରୁ ପ୍ରଭାବଶାଳୀ ସ୍ପିନର୍।
ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ।
ଅଷ୍ଟ୍ରେଲିଆର ପ୍ରଥମ ସମଲିଙ୍ଗୀ ପୁରୁଷ ଫୁଟବଲର୍ ଭାବରେ ଜଣାଶୁଣା ଜୋସ୍ କାଭାଲୋ ଓ ତାଙ୍କ ସାଥୀ ଲିଟନ୍ ମୋରେଲଙ୍କୁ ପଡ଼ିଆ ଭିତରେ ବିବାହର ପ୍ରସ୍ତାବ ଦେଇ ଚର୍ଚ୍ଚାରେ ରହିଛନ୍ତି ।
କାର ଦୁର୍ଘଟଣାରୁ ବର୍ତ୍ତିବା ପରେ ଆଇପିଏଲ ଖେଳିବାକୁ ଯାଉଛନ୍ତି ଋଷଭ ପନ୍ତ । ତେବେ ଦୁର୍ଘଟଣାରେ ଗମ୍ଭୀର ରୂପେ ଆହତ ହୋଇଥିବା ଋଷଭଙ୍କ ପାଇଁ ପୁଣି ଥରେ କ୍ରିକେଟକୁ ଓହ୍ଲାଇବା ଏତେ ସହଜ ନଥିଲା ।
ଟି-20 ବିଶ୍ୱକପରୁ କ୍ରିକେଟ ମ୍ୟାଚରେ ପରମାନେଣ୍ଟ ଲାଗୁ ହେବ ଷ୍ଟପ କ୍ଳକ୍ ନିୟମ । ସୀମିତ ଓଭର ଅନ୍ତର୍ଜାତୀୟ ମ୍ୟାଚରେ ଏହି ନିୟମ ହେବ ବାଧ୍ୟତାମୂଳକ ।
ଏହି ବିଜୟ ସହ ମୁମ୍ବାଇ ରେକର୍ଡ ୪୨ ଥର ପାଇଁ ରଣଜୀ ଟ୍ରଫି ଟାଇଟଲ ଜିତିଛି। ଫାଇନାଲରେ ପରାଜୟ ସହ ତୃତୀୟ ଥର ପାଇଁ ଟାଇଟଲ୍ ଜିତିବାର ସ୍ୱପ୍ନ ବଦର୍ଭ ଭାଙ୍ଗିଯାଇଛି।
କୁହାଯାଉଛି କି ଜୁନ୍ ମାସରେ ଖେଳାଯିବାକୁ ଥିବା ବିଶ୍ୱକପ୍ରେ ବିରାଟ କୋହଲିଙ୍କୁ ଟିମ୍ରୁ ବାଦ୍ ଦିଆଯିବ।
ପନ୍ଥଙ୍କୁ ନେଇ ବଡ଼ ଅପଡେଟ୍ ଦେଇଛି ବିସିସିଆଇ। BCCI ପକ୍ଷରୁ ଜାରି ହୋଇଥିବା ମେଡିକାଲ ରିପୋର୍ଟରେ କୁହାଯାଇଛି କି ଆଇପିଏଲ ଖେଳିବା ପାଇଁ ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍ ଅଛନ୍ତି।
ସାତ୍ଵିକ-ଚିରାଗଙ୍କୁ ବଡ଼ ସଫଳତା । ଚାଇନିଜ୍ ତାଇପେ ଯୋଡ଼ିଙ୍କୁ ହରାଇ ଦ୍ୱିତୀୟ ଥର ଫ୍ରେଞ୍ଚ ଓପନ୍ ଜିତିଲେ ସାତ୍ଵିକ-ଚିରାଗ ।
ଏଣିକି ଧନୀ ହେବେ ଟେଷ୍ଟ କ୍ରିକେଟର। ମ୍ୟାଚ୍ ଫି ଛଡ଼ା ମିଳିବ ଇନସେନଟିଭ୍ ଟଙ୍କା। BCCI ର କହିବାନୁଯାୟୀ, ଗୋଟିଏ ସିଜିନରେ ଯଦି କୌଣସି ଖେଳାଳି ଭାରତ ପାଇଁ ୭୫%ରୁ ଅଧିକ ମ୍ୟାଚ୍ ଖେଳନ୍ତି, ତା’ହେଲେ ତାଙ୍କୁ ମ୍ୟାଚ୍ ଫି ସହ ଅତିରିକ୍ତ ୪୫ ଲକ୍ଷ ଟଙ୍କା ମିଳିବ।
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।
ପୁଣି ଚର୍ଚ୍ଚାରେ ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି। ଏଥର କିନ୍ତୁ କ୍ରିକେଟ୍ ପାଇଁ ନୁହେଁ ବରଂ ରାଜନୀତି ପାଇଁ।
ଇଂଲଣ୍ତ ବିପକ୍ଷ ଟେଷ୍ଟ ସିରିଜ୍ର ତୃତୀୟ ଟେଷ୍ଟର ଅଧାରୁ ମେଡିକାଲ ଏମରଜେନ୍ସି କାରଣରୁ ଟିମ୍ରୁ ବାଦ ପଡ଼ିଥିଲେ। ତେବେ ତାଙ୍କ ମାଆଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁ ସେ ମ୍ୟାଚ୍ ଅଧାରୁ ପଳାଇଥିଲେ। ମାଆଙ୍କ ଗୋଟିଏ କଥା ତାଙ୍କୁ ପୁଣି ଫିଲ୍ଡକୁ ଟାଣି ଆଣିଥିଲା।
ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ବାମହାତୀ ବ୍ୟାଟ୍ସମ୍ୟାନ୍ ଦେବଦତ୍ତ ପାଦିକଲ୍ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଭଲ ପ୍ରଦର୍ଶନ କରିଛି।