• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Lsg

Lucknow Super Giants' left-arm pacer Mohsin Khan is the talk of the town
ଯିଏ ବେଞ୍ଚ୍‌ରେ ବସାଉଥିଲା, ତାକୁ ହରାଇଲେ ମୋହସିନ୍

ବାମହାତି ପେସର୍ ମୋହସିନ୍ ଖାନ୍ ଭାରତୀୟ କ୍ରିକେଟ୍‌ରେ ଆଉ ଅପରିଚିତ ନାହାନ୍ତି । ପୂର୍ବ ସିଜନ୍ ଭଳି ଚଳିତ ସିଜନ୍‌ରେ ବି ତାଙ୍କ ପ୍ରତିଭା ସମସ୍ତେ ଦେଖିଛନ୍ତି । ଆଘାତଜନିତ ସମସ୍ୟା ତାଙ୍କୁ ଅଟକାଇ ପାରି ନାହିଁ । ଗୋଟିଏ ପରେ ଗୋଟିଏ ସିଜନ୍‌ରେ ଯେଉଁ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ବେଞ୍ଚ୍‌ରେ ବସାଇ ଉପେକ୍ଷା କରିଆସୁଥିଲା, ସେହି ଟିମ୍‌କୁ ହରାଇ ଚର୍ଚ୍ଚାକୁ ଆସିଛନ୍ତି ମୋହସିନ୍।

IPL 2023
ଲକ୍ଷ୍ନୌ-ହାଇଦ୍ରାବାଦ୍‌ ମ୍ୟାଚ୍‌ରେ କୋହଲି..କୋହଲି..ନାରା, ହେଲେ କାହିଁକି ?

ଏବେବି ଥମିନି ବିରାଟ-ଗମ୍ଭୀର ବିବାଦ । ପଡ଼ିଆରେ ଦୁହିଁଙ୍କ ମଧ୍ୟରେ ତୁତୁ ମେଁ ମେଁ ଚାଲିଥିବା ବେଳେ ବିରାଟଙ୍କ ଫ୍ୟାନ୍ସ ମଧ୍ୟ ଗମ୍ଭୀରଙ୍କୁ ଚିଡ଼ାଇବାକୁ ପଛାଇ ନାହାନ୍ତି ।

KL Rahul
ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା: ଆଇପିଏଲ୍‌ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଖେଳିବେନି କେଏଲ ରାହୁଲ

LSG ଟିମ୍‌ର କ୍ୟାପଟେନ୍‌ ଭାବେ ମୁଁ ଗୁରୁତ୍ୱପୂର୍ଣ୍ଣ ସମୟରେ ଟିମ LSG ପାଖରେ ନ ରହିବା ମୋତେ କଷ୍ଟ ଦେଉଛି। କିନ୍ତୁ ଟିମର ସଦସ୍ୟମାନେ ଠିକଣା ସମୟରେ ନିଜର ଜଲୱା ଦେଖାଇବେ ଓ ସବୁ ଥର ଭଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବେ, ମୁଁ ନିଶ୍ଚିତ।

DC Vs LSG
IPL 2022: ଲକ୍ଷ୍ନୌ ମାଡ଼ରେ ଉଡ଼ିଗଲା ଦିଲ୍ଲୀର ଦିଲ୍‌, ପଏଣ୍ଟ ଟେବୁଲର ଦ୍ୱିତୀୟରେ LSG

ପଏଣ୍ଟ ଟେବୁଲର ଶେଷରେ ରହିଛି ସନ୍‌ ରାଇଜର୍ସ ହାଇଦ୍ରାବାଦ । ସେହିଭଳି ଗୁଜରାଟ ଟାଇଟନ୍ସ ନିଜର ୨ଟି ଯାକ ମ୍ୟାଚ୍‌ ଜିତି ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ରହିଛି ।