/odishatv-khabar/media/post_attachments/uploadimage/library/16_9/16_9_0/s_1660624559.jpg)
Uncertainty Over FIFA U17 Women's World Cup In Bhubaneswar After AIFF Suspended
ଭୁବନେଶ୍ୱରରେ ହେବନି FIFA( Federation Internationale de Football Association) ବିଶ୍ୱକପ୍ ! ଭୁବନେଶ୍ୱରରେ ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ନେଇ ଆଶଙ୍କା ସୃଷ୍ଟି ହୋଇଛି। ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ୱକପ୍ ଆୟୋଜନ ନେଇ ଏବେ ଆଶଙ୍କା ଦେଖାଦେଇଛି।
Advertisment
ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନ ସସ୍ପେଣ୍ଡ୍ ହେବାରୁ ଏହି ଆଶଙ୍କା ସୃଷ୍ଟି ହୋଇଛି। ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁ ନିୟମ ଉଲ୍ଲଂଘନ ହୋଇଥିବା ନେଇ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରେସନକୁ FIFA ସସ୍ପେଣ୍ଡ କରିଥିବା ଜଣାପଡ଼ିଛି।
ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଫିଫା ଅବଗତ କରାଇଛି। ସୂଚନାଥାଉ କି, ଅକ୍ଟୋବର ୧୧ରୁ ୩୦ ଯାଏ FIFA ବିଶ୍ୱକପ୍ ଆୟୋଜନ ହେବାର ଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)