୯୨ ପଦକ ସହ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କଲା କାନାଡ଼ା । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ ।
୪ଟି ସ୍ୱର୍ଣ୍ଣ, ୩ ରୌପ୍ୟ, ୭ଟି ବ୍ରୋଞ୍ଜ ସହ ମିଳିଲା ମୋଟ ୧୪ ପଦକ । କୁସ୍ତିରେ ୩ଟି ଏବଂ ଟେବୁଲ ଟେନିସ୍ରେ ଗୋଟିଏ ସ୍ୱର୍ଣ୍ଣ । ୫୩ କେଜି ବର୍ଗ ମହିଳା କୁସ୍ତିରେ ଭିନେଶ ଫୋଗଟଙ୍କୁ ସ୍ୱର୍ଣ୍ଣ ।
ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅଷ୍ଟମ ଦିନରେ ଭାରତକୁ ତିନିଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ମିଳିଛି ।
କମନ୍ ୱେଲ୍ଥ ଗେମ୍ସରେ ଏହା ଭାରତକୁ ଦ୍ୱିତୀୟ ପଦକ । ଆଜି ହିଁ ଭାରତକୁ ପ୍ରଥମ ପଦକ ଉପହାର ଦେଇଥିଲେ ସାଗର ସଙ୍କେତ । ସେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ।
ସ୍ନାଚରେ ୧୧୩ କେଜି ଓ କ୍ଲିନ ଆଣ୍ଡ ଜର୍କରେ ୧୩୫ କିଲୋ ଉଠାଇ ସେ ରୌପ୍ୟ ପଦକ ପାଇଛନ୍ତି ।