• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

Is not Pant fit for T20 Internationals
ଟି-୨୦ ଆନ୍ତର୍ଜାତିକ ପାଇଁ କ’ଣ ଫିଟ୍ ନୁହନ୍ତି ପନ୍ତ?

ଟି-୨୦ ଆନ୍ତର୍ଜାତିକରେ ରିଷଭ ପନ୍ତଙ୍କ ବ୍ୟାଟିଂ ବିଫଳତା ଏକ ପୁରୁଣା ସମସ୍ୟା । ଏହି ଯୁବ ଖେଳାଳି କ୍ରିକେଟର କ୍ଷୁଦ୍ରତମ ଫର୍ମାଟ୍ ପାଇଁ କ’ଣ ଫିଟ୍ ନୁହନ୍ତି? ଏ ପ୍ରଶ୍ନ ଏବେ ଟିମ୍ ମ୍ୟାନେଜ୍‌ମେଣ୍ଟ ପାଇଁ ଚିନ୍ତାର ବିଷୟ; ଆଗକୁ ଗଢ଼ା ହେବାକୁ ଥିବା ନୂଆ ଚୟନ କମିଟିକୁ ମଧ୍ୟ ଏହା ଆନ୍ଦୋଳିତ କରିବ।

Blackout at Kalinga Stadium unmasks govt’s tall infra claims
ମ୍ୟାଚ୍ ଚାଲୁଥିଲା ବେଳେ ବନ୍ଦ ହୋଇଗଲା ଫ୍ଲଡ୍‌ ଲାଇଟ୍‌

କେଉଁ କାରଣରୁ ହଠାତ୍ ଫ୍ୟୁଜ୍ ହେଉଛି ଫ୍ଲଡ୍ ଲାଇଟ୍ ?

Power Cut In Kalinga Stadium During Match
ମ୍ୟାଚ୍‌ ଅଧାରୁ ଅନ୍ଧାର ହୋଇଗଲା କଳିଙ୍ଗ ଷ୍ଟାଡିୟମ

ଗତକାଲି ଇଣ୍ଡିଆନ୍ ସୁପର୍‌ ଲିଗ୍‌ର ଏକ ମ୍ୟାଚ୍ ଚାଲିଥିବା ବେଳେ ହଠାତ ଫ୍ଲଡ୍ ଲାଇଟ୍ ବନ୍ଦ ହୋଇଯିବାରୁ ପ୍ରାୟ ୧୫ ମିନିଟ୍‌ ଧରି ବ୍ୟାଘାତ ହୋଇଥିଲା ମ୍ୟାଚ୍‌। 

IND vs NZ
ଭାରତ-ନ୍ୟୁଜିଲାଣ୍ତ ୱାନଡେ ଟକ୍କର: ଟିମ୍‌ ଇଣ୍ତିଆର ବ୍ୟାଟିଂ

ଟି-ଟ୍ୱେଣ୍ଟି ସିରିଜ୍‌ର ବଦଲା ନେବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ ।

IND VS NZ
ଶେଷ ମ୍ୟାଚ୍‌ ଟାଇ: ସିରିଜ ଜିତିଲା ଭାରତ

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୯.୪ ଓଭରରେ ୧୬୦ ରନ କରି ଅଲଆଉଟ୍ ହୋଇଯାଇଥିଲା।

FIFA World Cup 2022
FIFA World Cup 2022: ସଫଳ ଆୟୋଜନ ପଛରେ ଓଡ଼ିଆ ଇଞ୍ଜିନିୟରଙ୍କ ହାତ

କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ବର୍ଷ ବର୍ଷର ଶ୍ରମ ସାଧାନାରୁ ହିଁ ଆତ୍ମପ୍ରକାଶ କରିଛି ବିଶ୍ୱକପ୍ ଭେନ୍ୟୁ ହୋଇଥିବା ଏକାଧିକ ଅତ୍ୟାଧୁନିକ ଷ୍ଟାଡିୟମ। 

Mahendra Singh Dhoni
କ୍ରିକେଟ୍‌ ପରେ ଏବେ ଟେନିସ୍‌ରେ ବି ଧୋନିଙ୍କ କ୍ରେଜ୍‌

୪୧ ବର୍ଷୀୟ ଧୋନି ଆଉ ଏକ ଟ୍ରଫି ଉପରେ ନିଜର ହାତ ରଖିଛନ୍ତି । ପ୍ରଶଂସକମାନେ ତାଙ୍କ ବିଜୟ ଅଭ୍ୟାସକୁ ଜୀବନ୍ତ ରଖିଥିବାର ଦେଖି ବହୁତ ଖୁସି ଅଛନ୍ତି ।

Rourkela
ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ମହାକୁମ୍ଭ ! ସହରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଚାଲିଛି ବିଭିନ୍ନ କାମ

ଏପଟେ ପ୍ରିପେଡ୍ ଅଟୋ ଚାଲିନଥିବାରୁ ସହରବାସୀଙ୍କ ଅସନ୍ତୋଷ,ଅଟୋ ଚାଳକ ଯାତ୍ରୀଙ୍କଠାରୁ ମନ ଇଚ୍ଛା ଦର ନେଉଥିବା ଅଭିଯୋଗ

Porn star Natalya nemchinova wont be in qatar
ପୁତିନଙ୍କ ଯୋଗୁଁ ଫଶିଗଲେ ୱାର୍ଲ୍ଡକପ୍ ହଟେଷ୍ଟ୍ ଫ୍ୟାନ୍; ଦେଖିବାକୁ ମିଳିବନି ତାଙ୍କ ଝଲକ

ଆଡଲ୍ଟ ତାରକା ନତାଲ୍ୟା ନେମଚିନୋଭାଙ୍କୁ କତାରରେ ଆୟୋଜିତ ବିଶ୍ୱକପ୍ରେ ଦେଖିବାକୁ ମିଳିବ ନାହିଁ। ପୁତିନଙ୍କ ଭୁଲ୍ ଯୋଗୁଁ ସେ ଫଶିଯାଇଛନ୍ତି। ଫଳରେ ପ୍ରଶଂସକମାନେ ନେମଚିନୋଭାଙ୍କ ଝଲକ ଦେଖିବାକୁ ସୁଯୋଗ ପାଇବେ ନାହିଁ।

IND vs NZ
SKYଙ୍କ ବିସ୍ଫୋରକ ଶତକ; ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ

ଦ୍ୱିତୀୟ ଟି-୨୦ରେ ନ୍ୟୁଜ୍‌ଲାଣ୍ଡକୁ ୬୫ ରନ୍‌ରେ ହରାଇଲା ଭାରତ। ବିଶାଳ ଟାର୍ଗେଟକୁ ପିଛା କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୨୬ ରନ୍‌ ହିଁ କରି ପାରିଥିଲା ନ୍ୟୁଜଲାଣ୍ଡ ଦଳ।

FIFA World Cup 2022
ଆଜି ଠାରୁ ଫୁଟବଲ ମହାକୁମ୍ଭ ! ଓପନିଙ୍ଗ୍‌ ସେରିମନିରେ ଧମାଲ ମଚାଇବେ ବିଟିଏସ୍‌

କତାରରେ ଫିଫା ବିଶ୍ୱକପ୍-୨୦୨୨ ଫିଭର, ରହିବା ପାଇଁ ଲଗଜୁରୀ କ୍ରୁଜ୍ ବ୍ୟବସ୍ଥା

Manika Batra
ଇତିହାସ ରଚିଲେ ମନିକା ବାତ୍ରା ! ଏସିଆନ୍ କପ୍ ଟେବୁଲ ଟେନିସରେ ବ୍ରୋଞ୍ଜ ପଦକ ଜିତି ରେକର୍ଡ

ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଜିତିଲେ ବ୍ରୋଞ୍ଜ ପଦକ

India vs Newzealand
ଭାରତ-ନ୍ୟୁଜିଲାଣ୍ଡ ଟି-ଟ୍ୱେଣ୍ଟି ସିରିଜ୍‌, ପ୍ରଥମ ମ୍ୟାଚ୍‌ ପରେ ଦ୍ୱିତୀୟ ମ୍ୟାଚ୍ ବି ଧୋଇଯିବା ସମ୍ଭାବନା

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଦଳ । ବର୍ଷା ଯୋଗୁଁ ବାତିଲ ହୋଇଥିଲା ପ୍ରଥମ ମ୍ୟାଚ୍ ।

Rohit Sharma's time in T-20 internationals is over!
ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ !

ଚର୍ଚ୍ଚା ହେଉଛି ଯେ ଟି-୨୦ ଆନ୍ତର୍ଜାତିକରେ ରୋହିତ ଶର୍ମାଙ୍କ ସମୟ ଶେଷ ହୋଇଯାଇଛି। କେବଳ ନେତୃତ୍ୱ ଛାଡ଼ିବାର ସମୟ ଆସିନି, ଟିମ୍‌ରେ ଆଉ ତାଙ୍କର ସ୍ଥାନ ନାହିଁ। ଭାରତୀୟ ଟି-୨୦ ଟିମ୍‌ର ଭବିଷ୍ୟତ ଦୃଷ୍ଟିରୁ ରୋହିତଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ସ୍ୱତଃପ୍ରବୃତ୍ତ ଭାବେ ବାଟ ଛାଡ଼ିବାକୁ ହେବ, ଅନ୍ୟଥା ସେମାନଙ୍କୁ ଟିମ୍‌ରୁ କାଢ଼ି ଦିଆଯିବ।

FIFA World Cup 2022 From Tomorrow
FIFA World Cup: ବିଶ୍ୱକପ୍ ‌ଆୟୋଜନ ପାଇଁ ୩ ଶହ ବିଲିୟନ୍ ଡଲାର ଖର୍ଚ୍ଚ, ଖେଳାଳିଙ୍କ ରହଣି ପାଇଁ ଲକ୍‌ଜୁରୀ କ୍ରୁଜ୍‌

୨୯ ଦିନ, ୩୨ ଟିମ୍, ୬୪ ମ୍ୟାଚ୍ ବିଶ୍ୱର ସବୁଠୁ ବଡ ସ୍ପୋର୍ଟସ ଇଭେଣ୍ଟ ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଖେଳାଳି ଓ ସେମାନଙ୍କ ପରିବାର ରହିବା ପାଇଁ ଲକ୍‌ଜୁରୀ କ୍ରୁଜ୍‌ର ବ୍ୟବସ୍ଥା ହୋଇଛି। ସେଭେନ୍ ଷ୍ଟାର ହୋଟେଲରୁ କମ୍ ନୁହେଁ ଏହି ଷ୍ଟାର କ୍ରୁଜ୍।

Selection Committee
ବିଶ୍ୱକପ୍‌ରେ ପରାଜୟର ପ୍ରଭାବ; ଚୟନ କମିଟିକୁ ବହିଷ୍କାର କଲା BCCI

ଟି-୨୦ ବିଶ୍ୱକପ ସେମି ଫାଇନାଲରୁ ଟିମ୍‌ ଇଣ୍ଡିଆ ଲଜ୍ଜାଜନକ ଭାବେ ବିଦାୟ ନେବାର ସାଂଘାତିକ ପ୍ରଭାବ ଦେଖିବାକୁ ମିଳିଛି। ପରାଜୟ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିସିସିଆଇ।

  • Friday, 18 November 2022
  • BCCI
IND vs NZ
ଭାରତ-ନ୍ୟୁଜିଲାଣ୍ତ ପ୍ରଥମ ଟି-ଟ୍ୱେଣ୍ଟି: ବର୍ଷା ଯୋଗୁ ମ୍ୟାଚ୍‌ ବାତିଲ

ନ୍ୟୁଜିଲ୍ୟାଣ୍ଡର ୱେଲିଂଟନରେ ଆଜି ଅପରାହ୍ନରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା। ଭାରତୀୟ ସମୟ ଦିନ ୧୨ଟା ଓ ନ୍ୟୁଜିଲ୍ୟାଣ୍ଡ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍‌ ଆରମ୍ଭ ହେବାକୁ ଥିଲେ ହେଁ ବର୍ଷା ଛାଡ଼ି ନଥିଲା।

India Vs New Zealand
ହାର୍ଦ୍ଦିକଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଟି-ଟ୍ୱେଣ୍ଟି ବିଶ୍ୱକପ ସେମିଫାଇନାଲରେ ଉଭୟ ଦଳ ହାରିବା ପରେ ପରସ୍ପରକୁ ଭେଟୁଛନ୍ତି । ଆଜି ୱେଲିଂଟନରେ ପ୍ରଥମ ଟ୍ୱେଣ୍ଟି-୨୦  ମୁକାବିଲା ହେବ ।

The controvercy of Sania Mirza
ବିବାଦ ଓ ବିଦ୍ରୋହରେ ଛନ୍ଦି ହୋଇଥିବା ନମ୍ବର-୧ ଖେଳାଳି

ପୂର୍ବତନ ବିଶ୍ୱ ନମ୍ବର-୧ ଡବଲ୍ସ ତାରକା ସାନିଆ ମିର୍ଜା ତାଙ୍କ ନାମରେ ଅନେକ ଟାଇଟଲ୍ ଜିତିଛନ୍ତି। ତାଙ୍କ ନାମରେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ୍ ଅଛି। ଅନେକ କିମ୍ବଦନ୍ତୀ ଖେଳାଳିଙ୍କୁ ପରାସ୍ତ କରିଥିବା ଏହି ଟେନିସ୍ ସେନ୍ସେସ୍ ଅନେକ ବିବାଦରେ ମଧ୍ୟ ଛନ୍ଦି ହୋଇଛନ୍ତି। ଆସନ୍ତୁ ଜାଣିବା…

Pakistani Crickter Shoaib Malik Crying On Live TV
LIVE ଟିଭିରେ କାନ୍ଦି ପକାଇଲେ ସାନିଆଙ୍କ ସ୍ୱାମୀ ଶୋଏବ, ଭାଇରାଲ୍‌ ହେଉଛି ଭିଡିଓ...

ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା(Sania Mirza) ଓ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକ(Shoaib Malik)ଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସବୁ ଭିତରେ ଶୋଏବଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

Under 19 T20 Worldcup
2024ରେ ଶ୍ରୀଲଙ୍କାରେ ହେବ ICC ଅଣ୍ଡର-19 କ୍ରିକେଟ୍ ବିଶ୍ୱକପ୍

ଆଇସିସି ଅଣ୍ଡର-19 ମହିଳା ବିଶ୍ୱକପ୍ ୨୦୨୫ର ଆୟୋଜନ ଦାୟିତ୍ୱ ମାଲେସିଆ ଓ ଥାଇଲାଣ୍ଡକୁ ମିଳିଥିବା ବେଳେ ୨୦୨୭ ଅଣ୍ଡର-19 ମହିଳା ବିଶ୍ୱକପ୍‌ର ଆୟୋଜନ ଦାୟିତ୍ୱ ମିଳିତ ଭାବେ ବାଂଲାଦେଶ ଓ ନେପାଳକୁ ମିଳିଛି ।

T20 world cup
ହାରିଲା ପାକିସ୍ତାନ, ବିଶ୍ୱକପ୍‌ ନେଲା ଇଂଲଣ୍ଡ

ହାରିଲା ପାକିସ୍ତାନ, ବିଶ୍ୱକପ୍‌ ନେଲା ଇଂଲଣ୍ଡ

Sania Mirza and Shoaib Malik.
ବିବାହ ବିଚ୍ଛେଦ ଖବର ଭିତରେ ବଡ଼ ଘୋଷଣା କଲେ ସାନିଆ ଓ ଶୋଏବ୍‌

ଶୋଏବ-ସାନିଆ ଏକାଠି ରହିବେ ନା ଅଲଗା ହୋଇଯିବେ । ଟକ୍‌ ସୋରେ ଜଣାପଡ଼ିବ ସତ ।

T20 World Cup 2022: ICC Short List Nine Players For The Player Of The Tournament Award
ଟି-୨୦ ବିଶ୍ୱକପ୍‌‌‌: ଫାଇନାଲ୍‌ ମ୍ୟାଚ୍‌ ନଖେଳି ମଧ୍ୟ ଜଲ୍‌ୱା ଦେଖାଇପାରେ ଭାରତ

ଯଦିଓ ବିଶ୍ୱକପ୍‌ ମ୍ୟାଚ୍‌ରୁ ଟିମ୍‌ ଇଣ୍ଡିଆ ବାଦ୍‌ ପଡ଼ିଛି ହେଲେ  ଟୁର୍ଣ୍ଣାମେଣ୍ଟରେ ଏବେ ବି ଟିମ୍‌ ଇଣ୍ଡିଆର ଜଲୱା କାଏମ ରହିଛି। ଯଦିଓ ଭାରତ ଟାଇଟଲ୍‌ ଜିତିପାରି ନାହିଁ, ହେଲେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଭାବେ ପ୍ଲେୟାର ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ୍‌ ଆୱାର୍ଡ ଜିତିପାରେ ବୋଲି କୁହାଯାଉଛି।

Did Team India deserve to win the T20 World Cup?
ଟି-୨୦ ବିଶ୍ୱକପ୍ ଜିତିବା ପାଇଁ ଯୋଗ୍ୟ ଥିଲା କି ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆ କ’ଣ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିବା ଲାଗି ଯୋଗ୍ୟ ଥିଲା? ନିଜ ବ୍ୟାଟିଂରେ ନିରାଶ କରିଥିବା ରୋହିତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ବିଫଳତା ପାଇଁ ରୋହିତ କେତେ ମାତ୍ରାରେ ଦାୟୀ? ଏବେ ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଖେଳାଳିଙ୍କୁ ନେତୃତ୍ୱ ଦିଆଯିବା ଆବଶ୍ୟକ କି?