• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shahid Afridi

PM Modi & Shahid Afridi
ମୋଦିଙ୍କ ପାଖରେ ଗୁହାରି କଲେ ସାହିଦ୍‌ ଆଫ୍ରିଦି, କହିଲେ..

ଆଫ୍ରିଦି କହିଛନ୍ତି ଯେ, 'BCCI ଭଳି ଶକ୍ତିଶାଳୀ ବୋର୍ଡ ଶତ୍ରୁତା ଉପରେ ନୁହଁ ବରଂ ବନ୍ଧୁତା ଉପରେ ଧ୍ୟାନ ଦେବା ଉଚିତ୍‌' ।

sfridi
ପାକ୍‌ ଅଲ୍‌ରାଉଣ୍ଡର ଶାହିଦ ଆଫ୍ରିଦିଙ୍କୁ କରୋନା

ଇସଲାମାବାଦ: ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ପୂର୍ବତନ କ୍ୟାପ୍ଟେନ୍‌ କ୍ରିକେଟର୍ ଶାହିଦ ଆଫ୍ରିଦିଙ୍କୁ କରୋନା। ଏନେଇ ସେ ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ଶନିବାର ସେ ସୂଚନା ଦେଇ ଟ୍ୱିଟର୍‌ରେ ଲେଖିଛନ୍ତି, “ ମୁଁ ଗୁରବାର ଠାରୁ ଅସୁସ୍ଥ ଅନୁଭବ କରୁଥିଲି। ମୋ ଶରୀରରେ ଅସମ୍ଭବ ଯନ୍ତ୍ରଣା ହେଉଥିଲା। ଏଥିପାଇଁ କରୋନା ଟେଷ୍ଟ କରାଇଥିଲି। ଏବେ ଦୁର୍ଭାଗ୍ୟବଶତଃ ମୁଁ କରୋନାରେ ଆକ୍ରାନ୍ତ ହୋଇଛି। ତୁରନ୍ତ ସୁସ୍ଥ ହେବା ପାଇଁ ଆପଣଙ୍କ ଆଶୀର୍ବାଦ ଦରକାର। ଇନ୍‌ଶା ଆଲ୍ଲାହ।” […]