• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

MS Dhoni
ଚେନ୍ନାଇ ସୁପର କିଙ୍ଗସ୍‌ର କ୍ୟାପଟେନ୍‌ ପଦ ଛାଡ଼ିଲେ ଧୋନୀ

ଆଇପିଏଲ୍‌ରେ ଚେନ୍ନାଇର ନେତୃତ୍ୱ ନେବେନି ଧୋନୀ। 

IPL 2022
ଆଇପିଏଲ୍‌ ପ୍ରେମୀଙ୍କ ପାଇଁ ଗ୍ରୀନ ସିଗନାଲ: ଏଣିକି ଘରେ ନୁହଁ, ଷ୍ଟାଡ଼ିୟମରେ ବସି ଦେଖିବେ ମ୍ୟାଚ୍‌

ଦୀର୍ଘଦିନ ହେଲା ଭାରତୀୟ କ୍ରିକେଟ ପ୍ରେମୀମାନେ କରିଥିବା ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଭାରତୀୟ କ୍ରିକେଟ ପ୍ରେମୀମାନେ ଏବେ ଆଇପିଏଲ ମ୍ୟାଚ୍‌ ବେଳେ ଷ୍ଟାଡିୟମ ଭିତରକୁ ଯାଇ ନିଜ ପସନ୍ଦର କ୍ରିକେଟରଙ୍କୁ ଚିୟର୍ସ କରିପାରିବେ।

IND vs BAN
ICC Women's WorldCup: ଭାରତ ପାଇଁ କର ବା ମର ସ୍ଥିତି

ଆଜିର ମ୍ୟାଚ୍ ହାରିଲେ ଭାରତୀୟ ମହିଳା କ୍ରିକେଟ ଟିମ ପାଇଁ ସେମିଫାଇନାଲ ଯିବା ବାଟ ପ୍ରାୟ ବନ୍ଦ ହୋଇଯିବ । ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫ଟିରୁ ୨ଟିରେ ହିଁ ଜିତି ପାରିଛି ।

Rajasthan Royals
୪ ମହଲା ଛାତରୁ ବାଇକ୍‌ ଉଡାଇଲା ରାଜସ୍ଥାନ ରୟାଲ୍ସ; ନୂଆ ଷ୍ଟାଇଲରେ ରିଲିଜ୍‌ କଲା ଜର୍ସି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ୍ ରାଜସ୍ଥାନ ରୟାଲ୍ସ ୨୦୨୨ ସିଜନ୍ ପାଇଁ ଅଫିସିଆଲ୍ ଜର୍ସି ଉନ୍ମୋଚନ କରିଛି ।

India Vs Srilanka
ଭାରତର କ୍ଲିନ୍‌ ସ୍ୱିପ୍ ! ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଦମଦାର ବିଜୟ

ପ୍ରଥମ ମ୍ୟାଚ୍‌ ଭଳି ଦ୍ୱିତୀୟ ଟେଷ୍ଟକୁ ମଧ୍ୟ ୩ ଦିନ ଭିତରେ ଜିତି ନେଇଛି ଟିମ୍‌ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାର ସବୁ ବ୍ୟାଟ୍ସମ୍ୟାନ୍‌ ଆତ୍ମସମର୍ପଣ କରିଥିଲେ । ଭାରତ ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କାକୁ ୪୪୭ର ବିଶାଳ ଲକ୍ଷ୍ୟ ଦେଇଥିଲା ।

Handball Tournament
ରାଜ୍ୟର ପ୍ରଥମ ସିନ୍ଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡରେ କେନ୍ଦୁଝର ହେଲା ଚାମ୍ପିଅନ୍‌

ପୁରୁଷ ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ କେନ୍ଦୁଝର ଟିମ୍ ଚାମ୍ପିଆନ୍ ହୋଇଥିବା ବେଳେ ମହିଳା ବିଭାଗ ଫାଇନାଲ୍ ମ୍ୟାଚ୍‌ରେ ଜଗତସିଂହପୁରକୁ ହରାଇ ଯାଜପୁର ଚାମ୍ପିଆନ୍ ହୋଇଛି ।

IND Vs SL Match
ଡେ’-ନାଇଟ୍‌ ଟେଷ୍ଟ୍‌ ମ୍ୟାଚ୍‌ ପୂର୍ବରୁ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଷ୍ଟାଡିୟମରେ ୧୦୦% ଦର୍ଶକଙ୍କୁ ମିଳିବ ଏଣ୍ଟ୍ରି

ଟିମ୍‌ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍‌ ସିରିଜ୍‌ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍‌ ଖେଳାଯିବ। ଅର୍ଥାତ୍‌ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍‌ ଦେଖି ପାରିବେ।

IPL 2022
ଆଇପିଏଲ୍‌ ମହାସମର: ଜାରି ହେଲା ଫିକ୍ସର୍‌, ଜାଣନ୍ତୁ କିଏ ଖେଳିବ କେବେ ?

ମାର୍ଚ୍ଚ ୨୬ ତାରିଖରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ଟି ଡିଫେଣ୍ଡିଂ ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ରନର୍ସଅପ୍ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଅନୁଷ୍ଠିତ ହେବ।

Indian Women Cricket Team With Bismah Maroof's Daughter
ମ୍ୟାଚ୍ ଜିତିବା ପରେ ପାକିସ୍ତାନ କ୍ୟାପ୍ଟେନ୍‌ଙ୍କ ସହ ଭାରତୀୟ ଖେଳାଳିଙ୍କ ଭିଡିଓ ଭାଇରାଲ

ମ୍ୟାଚ୍‌ ଜିତିବା ପରେ ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି ।

India Won
ରେକର୍ଡ କଲା ଭାରତ ! ଶ୍ରୀଲଙ୍କା ବିପକ୍ଷରେ ଇନିଂସ ବିଜୟ

କ୍ୟାପଟେନ୍ ଭାବେ ରୋହିତ୍ ଶର୍ମା ନିଜର ପ୍ରଥମ ଟେଷ୍ଟରେ ବୃହତ ବିଜୟ ହାସଲ କରିଛନ୍ତି । ରବୀନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦଳକୁ ବୃହତ ବିଜୟ ଦେବାରେ ବଡ଼ ଭୂମିକା ଗ୍ରହଣ କରିଛି ।

womens world cup
ପାକିସ୍ତାନକୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

ମହିଳା କ୍ରିକେଟ ବିଶ୍ୱକପ୍‌ରେ ପାକିସ୍ତାନକୁ ପରାସ୍ତ କଲା ଭାରତ । ୧୦୭ ରନ୍‌ର ବିରାଟ ବ୍ୟବଧାନରେ ଭାରତ ବିଜୟୀ ହୋଇଛି ।

IND vs SL Test
ମୋହାଲିରେ ଚାଲିଲା ଜାଡେଜାଙ୍କ ଜାଦୁ: ୧୭୪ ରନ୍‌ରେ ଧରାସାୟୀ ଶ୍ରୀଲଙ୍କା ଟିମ୍‌

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ମୋହାଲି ଟେଷ୍ଟର ଆଜି ତୃତୀୟ ଦିନ । ଏହି ଟେଷ୍ଟରେ ଦମଦାର ସ୍ଥିତିରେ ରହିଛି ଟିମ୍‌ ଇଣ୍ତିଆ ।

Ind vs Sl test
ଭାରତ- ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଦମଦାର ସ୍ଥିତିରେ ଟିମ୍‌ ଇଣ୍ତିଆ, ୪୬୬ ରନ୍‌ରେ ପଛୁଆ ଶ୍ରୀଲଙ୍କା

ଶ୍ରୀଲଙ୍କା ଭାରତଠାରୁ ୪୬୬ ରନ୍ ପଛୁଆ ରହିଛି । ଆର୍.ଅଶ୍ୱିନ୍‌ଙ୍କ ସ୍ପିନ୍ ଯାଦୁ ପୁଣି ଥରେ ମୋହଲିରେ ଚାଲିଛି । ଅଶ୍ୱିନ୍‌ଙ୍କୁ ଦୁଇଟି ୱିକେଟ୍ ମିଳିଥିବା ବେଳେ ଜାଡେଜା ଓ ଜସପ୍ରିତ ବୁମରାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।

କ୍ରିକେଟର  ସେନ ୱର୍ଣ୍ଣ
ବିଖ୍ୟାତ କ୍ରିକେଟର ସେନ ୱର୍ଣ୍ଣଙ୍କ ପରଲୋକ

ଯାଦୁକରୀ ସ୍ପିନ୍ ବୋଲିଂ ପାଇଁ ଲୋକପ୍ରିୟ ଥିଲେ ସେନ ଓ୍ବର୍ଣ୍ଣ।

Virat Kohli
କୋହଲିଙ୍କୁ ସ୍ୱତନ୍ତ୍ର କ୍ୟାପ୍‌ ଦେଲେ ତାଙ୍କ ଚାଇଲ୍ଡହୁଡ୍‌ ହିରୋ

୧୦୦ତମ ଟେଷ୍ଟ ଅବସରରେ ବିସିସିଆଇ କୋହଲିଙ୍କୁ ସମ୍ମାନିତ କରିଛି। ଟିମ ଇଣ୍ତିଆର ମୁଖ୍ୟ କୋଚ୍ ରାହୁଲ୍ ଦ୍ରାବିଡ୍ ଏହି ଅବସରରେ କୋହଲିଙ୍କୁ ସ୍ପେଶାଲ୍ କ୍ୟାପ୍ ପ୍ରଦାନ କରିଛନ୍ତି।

Virat Kohli
ଗୋଟିଏ ଦିନରେ ଦୁଇଟି ରେକର୍ଡ ! ଆଉ ଏକ ମାଇଲ୍‌ଖୁଣ୍ଟ ସ୍ଥାପନ କଲେ ବିରାଟ

ନିଜ କ୍ୟାରିୟରର ୧୦୦ ତମ ଟେଷ୍ଟ ମ୍ୟାଚ୍‌ ଖେଳି ରେକର୍ଡ କରିଥିବା ବେଳେ ଟେଷ୍ଟ୍‌ କ୍ରିକେଟ୍‌ରେ ୮୦୦୦ ରନ୍‌ କ୍ଲବ୍‌ରେ ମଧ୍ୟ କୋହଲି ସାମିଲ ହେବାର ରେକର୍ଡ ଅର୍ଜନ କରିଛନ୍ତି । ଟେଷ୍ଟ କ୍ୟାରିୟରର ଶହେତମ ଟେଷ୍ଟ ମ୍ୟାଚ ସେ  ଶ୍ରୀଲଙ୍କା ବିପକ୍ଷରେ ଖେଳିଛନ୍ତି ।

Barabati Stadium
ଜୁନ୍‌ରେ ବାରବାଟୀ ଷ୍ଟାଡିୟମରେ ହେବ ଟି-୨୦ ମ୍ୟାଚ୍‌

ଆସନ୍ତା ଜୁନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌। ଏନେଇ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ପକ୍ଷରୁ ସୂଚନା ଦିଆଯାଇଛି।

Mayank Agarwal
ପଞ୍ଜାବ କିଙ୍ଗ୍ସର କମାଣ ଧରିବେ ମୟଙ୍କ

ମୟଙ୍କ ଏହା ପୂର୍ବରୁ ପଞ୍ଜାବ ଟିମର ଭାଇସ୍ କ୍ୟାପଟେନ୍ ଥିଲେ। ଗତ ସିଜନରେ ରାହୁଲଙ୍କ ଅନୁପସ୍ଥିତିରେ ସେ କିଛି ସମୟ ପାଇଁ ଟିମର ନେତୃତ୍ୱ ମଧ୍ୟ ନେଇଥିଲେ।

Jason Roy
ଆଇପିଏଲ୍‌ର ଚଳିତ ସଂସ୍କରଣରୁ ଓହରିଲେ ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟ

ଗତ ମାସରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ମେଗା ଅକ୍ସନ ହୋଇଥିଲା । ଗୁଜୁରାଟ ଫ୍ରାଞ୍ଚାଇଜ୍‌ ୨ କୋଟି ଖର୍ଚ୍ଚ କରି ଇଂଲଣ୍ତର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଜେସନ୍‌ ରୟକୁ ନିଜ ଟିମ୍‌ରେ ସାମିଲ କରିଥିଲା । ଆଜି ରୟ ଏକ ଭାବବିହ୍ୱଳ ଟ୍ୱିଟ୍‌ ମାଧ୍ୟମରେ ବ୍ୟକ୍ତିଗତ କାରଣ ଦର୍ଶାଇ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଆଗାମୀ ସଂସ୍କରଣରୁ ବାହାରି ଯିବା କଥା ସ୍ପଷ୍ଟ କରିଛନ୍ତି ।

tendulkar
ଆହତ ପକ୍ଷୀର ଜୀବନ ବଞ୍ଚାଇ ଲୋକଙ୍କ ହୃଦୟ ଜିତିଲେ ଗଡ୍ ଅଫ୍ କ୍ରିକେଟ୍

କ୍ରିକେଟ୍ ହେଉ କି ସୋସିଆଲ୍ ମିଡିଆ, ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ଏବେ ପୁଣି ଚର୍ଚ୍ଚାରେ। ଏହି ଗୋଟିଏ କାରଣ ପାଇଁ ସୋସିଆଲ ମିଡିଆ ୟୁଜର୍ସ ସଚିନଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି...

MS Dhoni
ଖାକି ସାର୍ଟ ସାଙ୍ଗକୁ କାନ୍ଧରେ ରୁମାଲ, ଆଉ ମୋଟା ବହଳ ନିଶ : ରଜନୀକାନ୍ତଙ୍କ ଲୁକରେ ଆସିଲେ କ୍ୟାପେଟନ୍‌ କୁଲ୍

ଷ୍ଟାର ସ୍ପୋର୍ଟସ କ୍ୟାପଟେନ୍‌ କୁଲଙ୍କୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି । ଏହା ଏକ ପ୍ରୋମୋ ଭିଡିଓ । ଏହାକୁ ଆଇପିଏଲର ପ୍ରୋମୋ ଭିଡିଓ ବୋଲି କୁହାଯାଉଛି । ଏହି ଭିଡିଓରେ ଧୋନୀଙ୍କ ଲୁକ୍ ସମସ୍ତଙ୍କୁ ମତୁଆଲା କରୁଛି । ଅନେକ ପ୍ରଶଂସକ ବିଭିନ୍ନ ପ୍ରକାର କମେଣ୍ଟ୍ ମଧ୍ୟ କରିଛନ୍ତି ।

Ukrainian footballer Ruslan Malinovskyi
ଖେଳ ମଝିରେ ଖେଳାଳିଙ୍କ ନିବେଦନ: ଯୁଦ୍ଧ ବନ୍ଦ କର

ୟୁରୋପ ଲିଗର ଦ୍ୱିତୀୟ ଲିଗ୍‌ରେ ଏକ ମୁକାବିଲାରେ ୟୁକ୍ରେନ୍‌ ମିଡଫିଲ୍ଡର୍‌ ମାଲିନୋଭସ୍କି ଗ୍ରୀସ୍ କ୍ଲବ୍ ଅଲମ୍ପିଆକୋସ୍ ବିପକ୍ଷରେ ଦୁଇଟି ଗୋଲ୍‌ ମାରିଥିଲେ । ଗୋଲ ମାରିବା ପରେ ମାଲିନୋଭସ୍କି ନିଜ ଟି-ସାର୍ଟରେ ‘ନୋ ୱାର୍‌ ଇନ୍‌ ୟୁକ୍ରେନ୍‌’ ଦେଖାଇଥିଲେ ।

IPL 2022
ମାର୍ଚ୍ଚ ୨୬ ରୁ ଆରମ୍ଭ ହେବେ ଆଇପିଏଲ୍ ମହାସଂଗ୍ରାମ: ଟ୍ରଫି ପାଇଁ ଲଢିବେ ୧୦ ଟିମ୍

ଟୁର୍ଣ୍ଣାମେଣ୍ଟରେ ଏଥର ରେକର୍ଡ ୭୦ଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଲିଗ୍ ମ୍ୟାଚ୍ ଗୁଡ଼ିକ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ, ବ୍ରାବୋର୍ଣ୍ଣ ଷ୍ଟାଡିୟମ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ ଓ ପୁଣେର ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ।

Suryakumar Yadav punches
ଟି-ଟ୍ୱେଣ୍ଟିରେ କ୍ଲିନ୍ ସୁଇପ୍ କଲା ଟିମ୍ ଇଣ୍ଡିଆ

ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ।

India V/s West Indies
ସୂର୍ଯ୍ୟ କୁମାରଙ୍କ ଧୁଆଁଧାର ବ୍ୟାଟିଂ, ଭଲ ସ୍ଥିତିରେ ଭାରତ

କେବଳ ଶେଷ ୫ ଓଭରରେ ଦଳ ପାଇଁ ୮୬ ରନ ସଂଗ୍ରହ କରିଛନ୍ତି ଉଭୟ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଆୟର୍ । ଏବେ ୧୮୫ ରନ୍‌ର ବିଜୟ ଲକ୍ଷ ନେଇ ୱେଷ୍ଟଇଣ୍ଡିଜ ମଇଦାନକୁ ଓହ୍ଲାଇଛି ।