• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Sports Updates

 FIFA World Cup 2022 grand finale predictions by turtles
କଇଁଛର ଭବିଷ୍ୟବାଣୀ: ଆର୍ଜେଣ୍ଟିନା ହେବ ଚାମ୍ପିୟନ !

 ଯଦି ତାର ପୂର୍ବାନୁମାନ ସତ ହୁଏ, ତେବେ ଇତିହାସ ସୃଷ୍ଟି କରିବେ ଲିଓନେଲ ମେସିଙ୍କ ଟିମ୍

Ind vs ban 1st test day
ବଡ ବିଜୟ: ବାଂଲାଦେଶକୁ ୧୮୮ରେ ପରାସ୍ତ କଲା ଭାରତ

ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କ ଉତ୍କୃଷ୍ଟ ବୋଲିଂ ଆଧାରରେ ଭାରତ ପ୍ରଥମ ଟେଷ୍ଟରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି। ପ୍ରଥମ ଇନିଂସ୍‌ରେ ୧୫୦ ରନ୍ କରିଥିବା ଆୟୋଜକ ଟିମ୍ ଦ୍ୱିତୀୟ ଇନିଂସ୍‌ରେ ୩୨୪ ରନ୍ ସଂଗ୍ରହ କରିଥିଲା।

Blind T20 World Cup 2022
ଦୃଷ୍ଟିହୀନ ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ଭାରତ ଚାମ୍ପିଅନ୍

ଏହି ବିଜୟ ସହ ଭାରତ ଦୃଷ୍ଟିହୀନ ଟି-ଟ୍ବେଣ୍ଟି କ୍ରିକେଟ୍ ବିଶ୍ୱକପ୍‌ରେ ହ୍ୟାଟ୍ରିକ୍ ଲାଭ କରିଛି।

Lionel Messi’s World Cup history
ଫାଇନାଲ ମ୍ୟାଚ୍‌ ଖେଳି ବିଶ୍ୱରେକର୍ଡ କରିବେ ଫୁଟବଲ୍‌ ଲିଜେଣ୍ଡ ମେସି

ରବିବାର ଫିଫା ବିଶ୍ୱକପ 2022ର ହାଇଭୋଲଟେଜ ଫାଇନାଲ ମୁକାବିଲା ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ ।

FIFA World Cup 2022 ......
ଫିଫାରୁ କି ଲାଭ ପାଇବ କାତାର୍? ବିଶ୍ୱକପ୍ ପାଇଁ ଖର୍ଚ୍ଚ କରିଛି ୩ଶହ ବିଲିୟନ ଡଲାର

ଟୁର୍ଣ୍ଣାମେଣ୍ଟ ପରେ କି କାମରେ ଲାଗିବ ବଡ଼ ବଡ଼ ନିର୍ମାଣ?

Can Ishan secure the opener's spot in limited overs cricket?
ସୀମିତ ଓଭର୍ କ୍ରିକେଟ୍‌ରେ ଓପନର୍ ସ୍ଥାନ ସୁରକ୍ଷିତ କରିପାରିବେ କି ଈଶାନ ?

ଓପନର୍ ଈଶାନ କିଶନଙ୍କ ରୂପରେ ଟିମ୍ ଇଣ୍ଡିଆରେ ଏକ ନୂଆ ତାରକାର ଅଭ୍ୟୁଦୟ ହୋଇଛି। ଏଥିସହିତ ସୃଷ୍ଟି ହୋଇଛି ସୀମିତ ଓଭର୍ କ୍ରିକେଟ୍‌ରେ ଟିମ୍ ପାଇଁ ବଡ଼ ସମ୍ଭାବନା। ବାଦ୍ ପଡ଼ିବେ କି ଧାବନ୍?

Hockey fever grips Odisha
ହକି ଫିଭର୍: ପୂଜା ମଣ୍ଡପରେ ଲାଗିବ ଏଲ୍ଇଡି ସ୍କ୍ରିନ, ଖେଳାଳିଙ୍କ କଟଆଉଟ୍

ହକି ଓ୍ୱାର୍ଲଡ କପ୍ ଆୟୋଜନରେ ସହରର ସମସ୍ତଙ୍କୁ ସାମିଲ କରିବାକୁ ଆରମ୍ଭ କରାଯାଇଛି ଚକ୍ ଦେ କାର୍ଯ୍ୟକ୍ରମ। 

Hockey fever grips
ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି

ହକି ବିଶ୍ୱକପ୍‌ ପାଇଁ ଧକଧକ କଲାଣି ରାଉରକେଲାର ଛାତି। ସମସ୍ତଙ୍କୁ ସ୍ୱାଗତ କରିବାକୁ ପୂରା ପ୍ରସ୍ତୁତ ହେଲାଣି ହକିର ଏନ୍ତୁଡିଶାଳ

Birthday special bhaichung bhutia
Happy Birthday Bhaichung Bhutiya: କୃଷକ ପୁଅରୁ ଫୁଟବଲ୍‌ ସୁପର୍‌ଷ୍ଟାର୍ ବାଇଚୁଙ୍ଗ ଭୂତିଆ

ବାଇଚୁଙ୍ଗ ଭୂତିଆ ହେଉଛନ୍ତି ଏକମାତ୍ର ଭାରତୀୟ ଫୁଟବଲ ଖେଳାଳି ଯିଏ ଖେଳୁଥିବା ସମୟରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଭାରତୀୟ ଫୁଟବଲ୍କୁ ବିଶ୍ୱ ମାନଚିତ୍ରରେ ଆଣିବା ପାଇଁ ପୁରା କ୍ରେଡିଟ୍ ଭୂତିଆକୁ ଯାଇଥାଏ। ଦଳରେ ଆତ୍ମବିଶ୍ୱାସ ଆଣିବା ଏବଂ ଆକ୍ରମଣାତ୍ମକ ଖେଳିବାର ରଣନୀତି ଭୂତିଆ ହିଁ ଆରମ୍ଭ କରିଥିଲେ।

FIFA World Cup 2022
FIFA World Cup 2022: କ୍ରୋଏସିଆକୁ ପରାସ୍ତ କରି ଫାଇନାଲ୍‌ ରାସ୍ତା ପକ୍କା କଲା ଆର୍ଜେଣ୍ଟିନା

ପ୍ରଥମ ସେମିଫାଇନାଲରେ କ୍ରୋଏସିଆକୁ ୩-୦ ଗୋଲ୍‌ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଛି ଆର୍ଜେଣ୍ଟିନା  ଦେଖିବାକୁ ମିଳିଥିଲା ଲିଓନେଲ ମେସିଙ୍କ ଯାଦୁ। ୩୪ ତମ ମିନିଟ୍‌ରେ ଏକ ପେନାଲ୍ଟି କିକ୍ ଜରିଆରେ ମେସି ପ୍ରଥମ ଗୋଲ୍‌ ସ୍କୋର କରିଥିଲେ। 

Interesting facts and records about birthday boy Yuvraj Singh
Happy Birthday: ୱାର୍ଲ୍ଡକପ୍ -୨୦୧୧ ହିରୋ ଯୁବରାଜ ସିଂହଙ୍କ ବିଷୟରେ ୭ଟି ଅଜଣା କଥା

ଯୁବରାଜ ସିଂହ(ଯୁବୀ) ଆଜି ତାଙ୍କର ୪୧ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଂକଟମୋଚକ ଥିଲେ। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା ଜାଣିନେବା।

Bhubaneswar police in alert mode ahead of Hockey World Cup
ହକି ବିଶ୍ୱକପ୍‌ ପାଇଁ କଟକଣା: ରାତିରେ ରାଜଧାନୀ ରାସ୍ତାରେ କିନ୍ନରଙ୍କୁ ଛିଡ଼ା ହେବା ମନା !

ବିଶ୍ୱକପ୍ ପୂର୍ବରୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ପାଇଁ ପ୍ରସ୍ତୁତ ହେଉଛି ପୋଲିସ। ଫୋକସ୍‌ରେ ବଞ୍ଜାରା, କିନ୍ନର ଓ ଭିକ୍ଷୁକ।

Wall Painting
ହକି ବିଶ୍ୱକପ୍‌ ଲାଗି ନୂଆ ବୋହୂ ରୂପରେ ସଜେଇ ହେଉଛି ରାଜଧାନୀ

ବିଶ୍ୱକପ ହକିକୁ ଆଉ ମାତ୍ର ରହିଲା କିଛି ସପ୍ତାହ । ଏଥିପାଇଁ ନୂଆ ବୋହୂ ଭାବେ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱରର ରାସ୍ତା । ପାଶର୍ବ, ବ୍ରିଜ୍ ୱାଲ ସବୁଠି ଚାଲିଛି ରଙ୍ଗ ମରା କାମ ।

FIFA World Cup 2022
FIFA World Cup 2022: ସେମିରେ କଡ୍ଡା ଟକ୍କର, ସାମ୍ନାସାମ୍ନି ହେବେ ଆର୍ଜେଣ୍ଟିନା-କ୍ରୋଏସିଆ ଓ ଫ୍ରାନ୍ସ-ମରକ୍କୋ

କ୍ୱାର୍ଟର ଫାଇନାଲ୍‌ର କର ବା ମର ମ୍ୟାଚରେ ଦଳ ବିଶ୍ୱକପ୍ ଫେଭରାଇଟ ପର୍ତ୍ତୁଗାଲକୁ ୧-୦ ଗୋଲରେ ମାତ୍ ଦେଇଛି । ଫଳରେ ପର୍ତ୍ତୁଗାଲ ଏବଂ ଇଂଲଣ୍ଡ ଟିମ୍ ବିଶ୍ୱକପ୍‌ରୁ ବିଦା ହୋଇଛନ୍ତି ।

Team India can get rid of the crisis before the 2023 World Cup
୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍‌ରେ ବିଫଳତା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଠାରେ ଦ୍ୱିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ପରାଜୟ ବିସିସିଆଇର ଚିନ୍ତା ବଢ଼ାଇଦେଇଛି। ପ୍ରଶ୍ନ ଉଠୁଛି, ୨୦୨୩ ବିଶ୍ୱକପ୍ ଆଗରୁ ସଙ୍କଟରୁ ମୁକୁଳି ପାରିବ ତ ଟିମ୍ ଇଣ୍ଡିଆ?

Ishan Kishan
ବାଂଲାଦେଶ ବିପକ୍ଷରେ ଇଶାନ୍‌ଙ୍କ ଧୁଆଁଦାର ଦ୍ୱିଶତକ

ପୁଣି ଜଣେ ଭାରତୀୟ କ୍ରିକେଟର୍‌ଙ୍କ ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ।

Berhampur Stadium
ବର୍ଷ ବର୍ଷ ଧରି ଚାଲିଛି ଷ୍ଟାଡିୟମ ତିଆରି, କାମ ସରୁନି କି କାମରେ ଲାଗୁନି

ବାସ୍କେଟବଲ, ବକ୍ସିଂ ଏବଂ ଭାରୋତ୍ତଳନରେ ବ୍ରହ୍ମପୁରର କ୍ରୀଡାବିତ୍ ରାଜ୍ୟ, ଦେଶ ତଥା ଦେଶ ବିଦେଶରେ ଭଲ ନାଁ କମାଇ ପାରିଛନ୍ତି ।

  • Wednesday, 07 December 2022
  • Stadium
Life story of Indian cricketer jasprit bumrah
ଯଶପ୍ରୀତ ବୁମ୍‌ରାଙ୍କ ସଂଘର୍ଷର ଦିନ: ହଳେ ଜୋତାକୁ ଧୋଇ ପିନ୍ଧୁଥିଲେ

ଆଜି ଯଶପ୍ରୀତ ବୁମ୍‌ରା ଜଣେ ସଫଳ ବୋଲର୍। ହେଲେ ଏ ସ୍ଥାନରେ ପହଞ୍ଚିବା ନେଇ ତାଙ୍କୁ କମ ସଂଘର୍ଷ କରିବାକୁ ପଡିନି। ଆସନ୍ତୁ ଆଜି ତାଙ୍କ ଜନ୍ମଦିନରେ ତାଙ୍କ ସହ ଜଡିତ ସଂଘର୍ଷର କାହାଣୀ ଉପରେ ନଜର ପକେଇ ନେବା।

Double shock for Team India; lose and fined
ଟିମ୍‌ ଇଣ୍ଡିଆକୁ ଡବଲ ଝଟକା; ପରାସ୍ତ ଓ ଜରିମାନା

ବାଂଲାଦେଶ ଗସ୍ତରେ ଥିବା ଟିମ ଇଣ୍ଡିଆକୁ ଡବଲ ଝଟକା । ପ୍ରଥମ ଦିନିକିଆରେ ବାଂଲାବାହିନୀ ଠାରୁ ହାରିବା ପରେ ଭାରତୀୟ ଟିମକୁ ଗଣିବାକୁ ପଡିଛି ଜରିମାନା। ରବିବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ଧୀମା ବୋଲିଂ ପାଇଁ ICC ଭାରତୀୟ ଖେଳାଳିଙ୍କ ୮୦ ପ୍ରତିଶତ ମ୍ୟାଚ୍ ଫି କାଟ୍ କରିଛି।

Deepak Chahar blames Malaysian airlines
ବିମାନରେ ଦୀପକ ଚହରଙ୍କୁ ମିଳିଲାନି ଖାଦ୍ୟ; ବଖାଣିଲେ ତିକ୍ତ ଅନୁଭୂତି

ବିନା ସୂଚନାରେ ହଠାତ ବଦଳିଲା ବିମାନ, ହଜିଗଲା କ୍ରିକେଟର ଦୀପକ ଚହରଙ୍କ ଲଗେଜ୍। ବିଜିନେସ୍ କ୍ଲାସ୍‌ରେ ଯାତ୍ରା ସତ୍ତ୍ୱେ ତାଙ୍କୁ ମିଳିଲା ନାହିଁ କୌଣସି ଖାଦ୍ୟ।

Will Messi's dream of winning the world come true?
ସାକାର ହେବ କି ମେସୀଙ୍କ ବିଶ୍ୱବିଜୟ ସ୍ୱପ୍ନ

ଲିଓନେଲ୍ ମେସୀ ତାଙ୍କର ଉଲ୍ଲେଖନୀୟ କ୍ୟାରିଅରରେ ଗୋଟିଏ ବି ବିଶ୍ୱକପ୍ ମୁକୁଟ ହାତେଇ ନାହାନ୍ତି। କତରରେ ସେ କ୍ୟାରିଅରର ଶେଷ ବିଶ୍ୱକପ୍ ଖେଳୁଛନ୍ତି ଏବଂ ଏହା ତାଙ୍କ ଲାଗି ଶେଷ ସୁଯୋଗ। ମେସୀ ତାଙ୍କ ବିଶ୍ୱବିଜୟ ସ୍ୱପ୍ନକୁ ସାକାର କରିପାରିବେ କି? ତାଙ୍କ ନେତୃତ୍ୱରେ ଆର୍ଜେଣ୍ଟିନାକୁ ଦେଇପାରିବେ କି ବିଶ୍ୱମୁକୁଟ?

PT Usha
ପିଟି ଉଷା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌ର ନୂଆ ସଭାପତି

ଭାରତୀୟ ଅଲିମ୍ପିକ୍‌ ଆସୋସିଏସନ(ଆଇଓଏ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଭେଟରାନ ଆଥଲେଟ ପିଟି ଉଷା। ସେ ପ୍ରଥମ ମହିଳା ଓ ପ୍ରଥମ ଆଥଲେଟ ଭାବେ ଆଇଓଏର ସଭାପତି ହେବାର ଗୌରବ ହାସଲ କରିଛନ୍ତି।

Rituraj Gaikwad
ଗାଏକ୍ୱାଡ୍‌ଙ୍କ ବିଶ୍ୱ ରେକର୍ଡ; ଗୋଟିଏ ଓଭର୍‌ରେ ମାରିଲେ ୭ଛକା, ଦେଖନ୍ତୁ ଭିଡିଓ..

ଗୋଟିଏ ଓଭରରେ ୬ ଛକା ମାରିବା କଥା ଆପଣ ଦେଖିଥିବେ। ହେଲେ ଜଣେ ବ୍ୟାଟର କେମିତି ୬ଟି ବଲରେ ୭ଟି ଛକା ମାରିଲେ ବୋଲି ଆପଣ ଭାବୁଥିବେ। ହେଲେ ଏମିତି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ଭାରତୀୟ ବ୍ୟାଟର ଋତୁରାଜ ଗାଏକ୍ୱାଡ।

FIFA World Cup: Riots in Brussels after Morocco beats Belgium
FIFA World Cup: ମ୍ୟାଚ୍‌ ହାରିବା ପରେ ହିଂସା, କାର୍‌ରେ ନିଆଁ ଲଗାଇ ଦେଲେ ଫୁଟ୍‌ବଲ୍‌ ଫ୍ୟାନ୍ସ

କାତାରରେରେ ଚାଲୁଥିବା ଫୁଟ୍‌ବଲ୍‌ ବିଶ୍ୱକପ୍‌ ମ୍ୟାଚ୍‌ରେ ମର୍‌କ୍କୋଠୁ ବେଲ୍‌ଜିୟମ ହାରିବା ପରେ ହିଂସାକାଣ୍ଡ ହୋଇଛି। ଫୁଟ୍‌ବଲ୍‌ ଫ୍ୟାନ୍ସ କାର୍‌ରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

Virat Kohli Retirement Rumours Like Ms Dhoni
କ୍ରିକେଟରୁ ସନ୍ନ୍ୟାସ ନେବେ କି ବିରାଟ ? ଏମିତି ପୋଷ୍ଟ ଶେଆର ପରେ ବଢ଼ିଲା ଫ୍ୟାନ୍ସଙ୍କ ହାର୍ଟ ବିଟ୍‌...

ବିରାଟ କୋହଲି ଶନିବାର ଦିନ ଏମିତି ଏକ ପୋଷ୍ଟ ଶେଆର କରିଛନ୍ତି, ଯାହାକୁ ଦେଖି କିଛି ସମୟ ପାଇଁ ଫ୍ୟାନ୍ସଙ୍କ ହାର୍ଟ ବିଟ୍‌ ବଢ଼ି ଯାଇଥିଲା।