ଏହି ଭିଡିଓକୁ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ଅମିତାଭ୍ ବଚ୍ଚନଙ୍କ ଡୁପ୍ଲିକେଟ୍ କୁହାଯାଉଥିବା ଶଶିକାନ୍ତ ପେଡୱାଲ।
କେରଳ ମାଲାପୁରମ ଜିଲ୍ଲାରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟନ ଚାଲିଥିଲା। ଆଫ୍ରିକା ଇଭୋରୀ କୋଷ୍ଟର ଡାଏରାସୁବା ହାସେନ୍ ନାମକ ଜଣେ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। ହଠାତ ମ୍ୟାଚ୍ ମଝିରେ ପଡ଼ିଆରେ ବସିଥିବା ଲୋକ ଖେଳାଳିଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।
ଏହି ଭଡିଓ ପୋଷ୍ଟ ହେବାପରେ ୟୁଜର୍ସ ଏହାକୁ ନେଇ ଅନେକ ପ୍ରତିକ୍ରୟା ରଖିଛନ୍ତି। ଘର ଭିତରେ ଏପରି ଚାର୍ଜ କରିବା ଅନୁଚିତ ବୋଲି କିଛି ୟୁଜର୍ସ କମେଣ୍ଟ କରିଛନ୍ତି।
ରାମାୟଣର ପୁରା କାହାଣୀକୁ କପଡ଼ା ମାଧ୍ୟମରେ ବୁଣିଛନ୍ତି ଜଣେ ମହିଳା । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ।
ହ୍ୟାଣ୍ଡ ପମ୍ପରୁ ବାହାରୁଛି ମଦ । କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ଯେତେବେଳେ ପ୍ରେମୀ ଯୁଗଳ ଏକାଠି ହୁଅନ୍ତି, ସେମାନେ କେବଳ ପରସ୍ପର ମଧ୍ୟରେ ବ୍ୟସ୍ତ ରୁହନ୍ତି। ସେମାନେ ଠିକ୍-ଭୁଲ୍, ଭଲ-ଖରାପ ଏ ବିଷୟରେ ଚିନ୍ତା କରନ୍ତି ନାହିଁ। ଫଳରେ ଅନେକ ସମୟରେ ସେମାନେ ଏପରି କିଛି କରିବସନ୍ତି, ଯାହା ଭବିଷ୍ୟତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ।
ଅମରାବତୀ-ନାଗପୁର ରାଜପଥରେ ଡକାୟତଙ୍କ ଏକ ଗ୍ୟାଙ୍ଗ୍ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନିବସ ଉପରେ ଆକ୍ରମଣ କରିଥିଲେ। ଡକାୟତମାନେ ୪ରାଉଣ୍ଡ ଫାୟାରିଂ କରିଥିଲେ। ଗୋଟିଏ ଗୁଳି ଡ୍ରାଇଭରଙ୍କ ହାତରେ ବାଜିଥିଲା।
ଟ୍ରୋଲ ନେଲା ଜୀବନ । ଅତ୍ୟଧିକ ଗ୍ଲାନି ଓ ଲଜ୍ଜାରେ ଜର୍ଜରିତ ହୋଇ ଆତ୍ମହତ୍ୟା କଲେ ମହିଳା । ଗତ ସପ୍ତାହରେ ଟ୍ରେନ ସମ୍ମୁଖକୁ ଆସି ଜୀବନ ହାରିଥିଲେ ଏହି ମହିଳା । ତେବେ ମହିଳାଙ୍କ ମୃତ୍ୟୁ ପରେ ତାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଘଟଣାଟି ହେଉଛି ଆନ୍ଧ୍ରପ୍ରଦେଶର ।
ଆଇଟି ହବ୍ ଭାବରେ ଜଣାଶୁଣା ବେଙ୍ଗାଲୁରୁ ଆଜି ଗୋଟିଏ ବୁନ୍ଦା ପାଣି ପାଇଁ ବ୍ୟାକୁଳ । ଏହି ପାଣି ସଙ୍କଟ ପାଇଁ ବେଙ୍ଗାଲୁରୁ ପୁଅକୁ ବିବାହ ପାଇଁ ମିଳୁନାହାଁନ୍ତି ଝିଅ...
ସାରା ଭାରତ ବର୍ଷରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଏବେବି ଚାଲିଛି । ଏହାରି ଭିତରେ କିଛି ଛାତ୍ରଙ୍କ ପରୀକ୍ଷା ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଜଣେ ଶିକ୍ଷକ ନିଜ ଛାତ୍ରର ହୀତ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହିପରି ଜଣେ ଉତ୍ତମ ସ୍ୱଭାବର ଶିକ୍ଷକ, ଯିଏକି ତାଙ୍କ ଛାତ୍ରମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୁବିଧା ଯୋଗାଇଦେବା ପାଇଁ ତାଙ୍କର ସମସ୍ତ ବୋନସ୍ ଟଙ୍କା ବିନିଯୋଗ କରିଦେଇଛନ୍ତି। ସେହି କାରଣରୁ ସେ ବର୍ତ୍ତମାନ ସୋସିଆଲ ମିଡିଆରେ ଆଲୋଚନାର ପରିବେଶ ସୃଷ୍ଟି କରିଛନ୍ତି।
କିଛି ଦିନ ପୂର୍ବେ ସୋସିଆଲ ମିଡିଆରେ ଜଣେ ୟୁଜର ଏଭଳି ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେବାକୁ ଯାଇ ଅନେକ ଲୋକ କମେଣ୍ଟରେ ବିଭିନ୍ନ କାରଣ ସବୁ ଦର୍ଶାଇଥିଲେ ।
ଦେଶର ପ୍ରମୁଖ ନେତା ଏବେ ଡିପ୍ ଫେକ୍ ଭିଡିଓର ଶିକାର ହେଉଥିବାର ଦେଖିବାକୁ ମିଳିଛି। ଏମିତିକି ନାମୀଦାମୀ ଲୋକଙ୍କର ଡିପ୍ ଫେକ୍ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଥିଲା। ତେବେ ଏଥିରୁ ବର୍ତ୍ତି ନାହାନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ପୋଷ୍ଟରେ ଜଣେ ଗ୍ରାହକଙ୍କ ବିଲ୍ ଅଛି, ଯେଉଁଥିରେ ଗ୍ରାହକ ନୋଟରେ ରେଷ୍ଟୁରାଣ୍ଟକୁ ଏକ ଅନୁରୋଧ କରିଛନ୍ତି। ଯାହାକୁ ଦେଖିଲେ ଆପଣ ବି ହସ ରୋକି ପାରିବେ ନାହିଁ।
ଭାରତରେ ଅଟୋ ଚାଳକଙ୍କୁ ସାଧାରଣତଃ ଛୋଟ ନଜରରେ ଦେଖାଯାଏ, ସେମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଅଟୋ ଚାଳକଙ୍କ ଇଂରାଜୀ ଶୁଣି ଆପଣଙ୍କ ମୁହଁ ଲାଜରେ ନଇଁଯିବ। ଆପଣ ଭାବିବେ ତାଙ୍କ ଆଗରେ ଆପଣ କିଛି ନୁହେଁ।
ଆପଣ କେବେ ଉଡୁଥିବା ଗାଈକୁ ଦେଖୁଛନ୍ତି କି ? ଏପରି ଘଟଣା ଘଟିବା ସାଧାରଣ କଥା ନୁହେଁ । କିନ୍ତୁ ନିକଟରେ ସ୍ଵିଜରଲ୍ୟାଣ୍ଡରେ ଏହିପରି ଘଟଣା ଘଟିଛି ।
ଯୁବକ ଜଣକ ଯେଉଁଭଳି ଚମତ୍କାର ଢ଼ଙ୍ଗରେ ପୋଲିସକୁ ଗଞ୍ଜେଇ ବିକ୍ରି ବିଷୟରେ କହୁଛନ୍ତି ତାହା ଶୁଣି ପୋଲିସ ଅଧିକାରୀ ବି ଚୁପ୍ । ସତେ ଯେମିତି ଉତ୍ତର ଶୂନ୍ୟ । ଆଉ ଯୁବକଙ୍କ କଥା ଶୁଣି ଅନ୍ୟ ଛାତ୍ରଛାତ୍ରୀମାନେ ତାଳି ମାରି ସ୍ୱାଗତ କରିଛନ୍ତି ।
ଏଥିରେ ପିଲାମାନେ ବାପା ମାଆଙ୍କ ପାଖରେ ରହିବେ । ଘର କାମ କରିବେ । ଆଉ ମାସକୁ ମାସ ଦରମା ନେବେ ।
ବିମାନ ଉଠୁ ଉଠୁ ଗଳି ପଡ଼ିଲା ବିମାନର ଚକା । ଜରୁରୀକାଳୀନ ଅବତରଣ କଲା ବିମାନ । ଯାହାର ଭିଡ଼ିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
ବାଘକୁ ଘରେ ପୂରାଇ ବାହାରୁ କବାଟ ବନ୍ଦ କରିଦେଲା ୧୨ ବର୍ଷର ଶିଶୁ।
ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।
ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।
ମାର୍କେଟିଂ ମ୍ୟାନେଜର ଭାବେ କାମ କରୁଥିବା ମାର୍ତ୍ତା ନିଜର ସ୍କିଲ୍ସ ଦେଖାଇବା ପାଇଁ ନିଜେ ମାର୍କେଟିଂ କରିବା ଆରମ୍ଭ କରିଦେଲେ। ସେ ଏକ ସୋସିଆଲ ସାଇଟରେ ନିଜର ଭିଡିଓ ପ୍ରସ୍ତୁତ କରି ଛାଡିଲେ। ଏହାକୁ ୮୮ହଜାରରୁ ଅଧିକ ଲାଇକ ମିଳିଛି।
ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା।