ପୁଅର ସଫଳତା ଦେଖି ମା ହୋଇଯାଇଛନ୍ତି ଭାବବିହ୍ୱଳ । ବୟସ ଯେତେବେଳେ ମାତ୍ର ୧୭ବର୍ଷ ହୋଇଥିଲା, ସେତେବେଳେ ବିବାହ ନ କରି ଜନସେବା ପାଇଁ ବ୍ରତ କରିଥିଲା ବୋଲି କହିଛନ୍ତି ମାଆ ।
ନେତାଙ୍କୁ ନେହୁରା ହେଲେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ, ହେଲେ କେହି ଶୁଣିଲେନି ।
ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୁଖତାର ଅନସାରୀର ଆଜି ଅନ୍ତିମ ସଂସ୍କାର ହେବ । ଉତ୍ତରପ୍ରଦେଶର ଗାଜିପୁରରେ ତାଙ୍କର ଅନ୍ତିମ ସଂସ୍କାର ହେବ ।
୫୦୦ ଟଙ୍କିଆ ନୋଟ ଗଦିରେ ଶୋଇଲେ ଆସାମ ନେତା । ଆସାମ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବେରାଲ(UPPL)ର ଜଣେ ନିଲମ୍ବିତ ନେତା ଖଟ ଉପରେ ନୋଟ ବିଛାଇ ଶୋଇଥିବାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ସାଂସଦ ଓ ବିଧାୟକ ବିରୁଦ୍ଧରେ ଥିବା ଅପରାଧ ମାମଲାରେ ଶୀଘ୍ର ଶୁଣାଣି କରି ଦଣ୍ଡ ଦିଅ। ଏଥିପାଇଁ ସ୍ୱତନ୍ତ୍ର ବେଞ୍ଚ ଗଠନ ସହ ଅନ୍ୟ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଜନସ୍ୱାର୍ଥ ଆବେଦନର ଶୁଣାଣି କରି ସମସ୍ତ ହାଇକୋର୍ଟ ଓ ଜିଲ୍ଲା କୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।
କହି କହି କେହି ଶୁଣିଲେନି । ଏଣିକି ଯିଏ ଗାଁକୁ ଆସିବ ତାକୁ ଜୋତାମାଳ ସହିତ ଦିଆଯିବ ଝାଡୁ ପାହାର । କିଛି ଏମିତି କହୁଛନ୍ତି କେନ୍ଦ୍ରପଡା ଆଳିର ଏଇ ଗାଁ ଲୋକେ...
ରଜରେ ସଜବାଜ ହୋଇ ଦୋଳି ଖେଳିଲେ ଓ ପରସ୍ପର ପିଠା ଖୁଆଇଲେ ୩ ଦଳର ନାରୀ ନେତ୍ରୀ ।
ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ ।
ଗ୍ୟାଙ୍ଗଷ୍ଟର ବିଧାୟକ। ଦୁଇ ଜଣଙ୍କୁ ଜିଅନ୍ତା ଜାଳିଲେ, ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରି କମ୍ୟୁନିଷ୍ଟ ନେତାଙ୍କୁ ଅପହରଣ କଲେ। ଚଢାଉ ବେଳେ ବାହାରିଥିଲା ପାକିସ୍ତାନୀ ଅସ୍ତ୍ରଶସ୍ତ୍ର....”ଶହାବୁ”ଙ୍କୁ ନେଇ ଏବେ ଭାରି ଚର୍ଚ୍ଚା...ଦେଖନ୍ତୁ ଏହି ଭିଡ଼ିଓ
ବଦଳିଗଲାଣି ରାଜନେତାଙ୍କ ଚରିତ୍ର । ସେତେବେଳର ଓ ବର୍ତ୍ତମାନର ରାଜନୀତି ଓ ରାଜନେତାଙ୍କ ମଧ୍ୟରେ କଣ ରହିଛି ଫରକ? OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।
ଆଗାମୀ ନିର୍ବାଚନରେ କେମିତି ରହିବ ଋଣନୀତି, OTVର ଖୋଲାକଥାରେ ଏହା କହିଛନ୍ତି ବ୍ରହ୍ମଗିରି ବିଧାୟକ ତଥା ବିଜେପି ନେତା ଲଳିତେନ୍ଦୁ ମହାପାତ୍ର ।