• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

This septuagenarian woman in Jajpur sets example for many with her dancing skills
କୁନି ପିଲାଙ୍କୁ ଡ୍ୟାନ୍ସ ଶିଖାଉଛନ୍ତି, ଯାତ୍ରା ପାଇଁ ବହି ଲେଖୁଛନ୍ତି...

ବୟସ ୭୦ ପାର୍‌ ହେଲାଣି କିନ୍ତୁ ଥକିନାହାନ୍ତି ଜେଜେ ମାଆ । ସ୍କୁଲ ପିଲାଙ୍କୁ ଡ୍ୟାନ୍ସ ସହିତ ଶିଖାଉଛନ୍ତି ନାଟକ । ପ୍ରତିଦିନ ଅଭ୍ୟାସ କରୁଛନ୍ତି ପିଲା । ପୁରସ୍କାର ଆଣିଲେ ଖୁସି ହେଉଛନ୍ତି ଜେଜେ ମାଆ

  • Thursday, 24 August 2023
Nandankanan Zoo
ନନ୍ଦନକାନନ ହେବ ନାଇଟ୍‌ ଆଉଟେଡ୍‌ ଜୁ’; ରାତିରେ ହାଉଯାଉ ହେବେ ପର୍ଯ୍ୟଟକ

ଆଗକୁ ରାତିରେ ମଧ୍ୟ ଖୋଲିବ ନନ୍ଦନକାନନ । ରାତିରେ ପ୍ରାଣୀ ଉଦ୍ୟାନରେ ବୁଲିପାରିବେ ପର୍ଯ୍ୟଟକ । ବଢିବ ନନ୍ଦନକାନନ କଳେବର । ଚିଡ଼ିଆଖାନା ସୀମା ଅଢ଼େଗୁଣା ବୃଦ୍ଧି ପାଇଁ ଦିଆଯାଇଛି ପ୍ରସ୍ତାବ ।

Chandrayaan 3
ଶଙ୍କରାଚାର୍ଯ୍ୟ କହିଲେ ଚନ୍ଦ୍ରପୃଷ୍ଠରେ ରହିଛି ଦିବ୍ୟ ଶକ୍ତି, ମନୁଷ୍ୟ ରହିବା ସମ୍ଭବପର ନୁହେଁ !

ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପ୍ରତିକ୍ରିୟା । ଚନ୍ଦ୍ରପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିବ କି ନାହିଁ ଜଣାପଡ଼ିବ । ମହାକାଶ ବିଜ୍ଞାନକୁ ନୂତନ ଦିଗ ଦେଖାଇବ ଚନ୍ଦ୍ରୟାନ-୩ ।

Lacknow Mayor
କ୍ଷମତାର ଅହଙ୍କାର ! ମେୟରଙ୍କୁ ICUକୁ ଛାଡ଼ିଲେନି, ମେଡିକାଲ ଭାଙ୍ଗିବାକୁ ଆସିଲା ବୁଲଡୋଜର

ଆଜ୍ଞା ହଁ, ଲକ୍ଷ୍ନୌର ଜଣେ ମେୟର ଏକ ଘରୋଇ ହସ୍ପିଟାଲ ଭିତରକୁ ଯାଉଥିଲେ । ଏହି ସମୟରେ କିଛି ଡାକ୍ତର ତାଙ୍କୁ ଚପଲ କାଢ଼ି ଭିତରକୁ ଯିବା ପାଇଁ କହିଥିଲେ ।

  • Wednesday, 23 August 2023
  • ICU
Nandankanan
ନନ୍ଦନକାନନରେ ନାଇଟ୍‌ ଟ୍ରିପ୍ ! ପର୍ଯ୍ୟଟକଙ୍କ ପାଇଁ ଅଙ୍କା ହେଉଛି ମାଷ୍ଟର ପ୍ଲାନ୍‌

କୃଷ୍ଣପ୍ରସାଦ ଓ ଚୁଡ଼ଙ୍ଗ ଜଙ୍ଗଲକୁ ମିଶାଇ ୧୦୪୩ ହେକ୍ଟରକୁ କଳେବର ବଢ଼ିବ ।

Puri Srimandir
ଅକ୍ଟୋବରରେ ସରିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ !

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା । ଦିବ୍ୟାଙ୍ଗଙ୍କ ପାଇଁ ଅକ୍ଟୋବରରୁ ଆରମ୍ଭ ହେବ ସ୍ବତନ୍ତ୍ର ରାମ୍ପ ।

Crime, Murder
ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଶାଶୁର ତଣ୍ଟି କାଟି ଦେଇଥିଲା ବୋହୂ

ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କଲା ପୋଲିସ୍ । ହତ୍ୟାରେ ସାନ ପୁଅର ବି ହାତ ଥିବା ସନ୍ଦେହ ।

Dengue In Bhubaneswar
ବୋଲ ମାନୁନି ଡେଙ୍ଗୁ; ୨୫ ଶହ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ରାଜଧାନୀର ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ୟୁନିଟ୍-୯ ଓ ସହିଦ ନଗର ଅଞ୍ଚଳ ପାଲଟିଛି ଡେଙ୍ଗୁ ହଟସ୍ପଟ୍ । ଦିନକୁ ଦିନ ଡେଙ୍ଗୁ ସ୍ଥିତି ଅଣାୟାତ୍ତ ହେଉଥିବାରୁ କ୍ୟାପିଟାଲ ହସ୍ପିଟାଲ ଉପରେ ବଢ଼ୁଛି ଚାପ ।

Special Story
ପୁଅ ପାଇଁ ଭିକ ମାଗୁଛି ବାପା..କହୁଛନ୍ତି, ସାହାଯ୍ୟ କଲେ ପୁଅ ବଞ୍ଚିବ

କାନ୍ଦିକାନ୍ଦି ପାଗଳୀ ହୋଇଗଲାଣି ମାଆ । ତୁନି କରିବା ମଣିଷ ବି ତାଙ୍କ ଲୁହ ପୋଛିବାକୁ ସାହସ କରିପାରୁନି । ଏପଟେ ମାଆ କାନ୍ଦୁଛି, ସେପଟେ ମାଆର କାନ୍ଦ ଶୁଣି ପୁଅର ଆଖିରୁ ବି ଝରି ଯାଉଛି ଲୁହ । କିନ୍ତୁ କାହା ପାଖରେ କିଛି କରିବାର ଉପାୟ ନାହିଁ

News Fuse
ସ୍ୱାଧୀନତା ଦିବସରେ ନାଥୁରାମ ଜିନ୍ଦାବାଦ୍‌ କିଏ ପକାଇଲା?

ମଲା ସେମାନେ କାହୁଁ ଜାଣିବେ ସହିଦ୍‌ କିଏ? ନା ଶୁଣିବା ମାତ୍ରେ ଜିନ୍ଦାବାଦ ପକାଇବାର କଥା..ସିଏ ଯିଏ ହେଉ । ହେଲେ ନାରଣ ଏଇଠି କାହା ନାଁରେ ଜିନ୍ଦାବାଦ ପଡୁଛି ଟିକେ କାନପାରି ଶୁଣିଲୁ

Bollywood Film
କମାଲ୍‌ କରିଦେଲେ ଓଡ଼ିଆ ପୁଅ : ଗଦର-୨ରେ ମଚାଉଛନ୍ତି ଧମାଲ

ଦାରିଙ୍ଗବାଡିରୁ ମାୟାନଗରୀ...ଦିନେ ଖାଇବାକୁ ପାଇନଥିଲେ ଏବେ ବଲିଉଡ୍‌ରେ କମାଲ କରିଦେଲେ । ଫଲି ଆଟିଷ୍ଟ ଭାବରେ ସାଉଁଟୁଛନ୍ତି ପ୍ରଶଂସା

Jojana Ra Na Hari Loot
ଷ୍ଟାଡିୟମ୍ ନିର୍ମାଣରେ ବ୍ୟାପକ ଅନିୟମିତତା : ଖର୍ଚ୍ଚ ହେଲାଣି ୨୦ ଲକ୍ଷ, ହେଲେ କାମରେ ଆସୁନି

ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?

Jojanara Na Hariloot
ଦିଗହରା ସରକାରୀ ପ୍ରକଳ୍ପ,ର-ଠ କାମ କରି ଲକ୍ଷ ଲକ୍ଷ ଟଙ୍କା ହଡପ୍

MCL ଅଧିଗ୍ରହଣ କରିଥିବା ଗାଁରେ ବ୍ଲକ ପ୍ରଶାସନ କରୁଛି ସରକାରୀ ପ୍ରକଳ୍ପ। କରୁଛି ତ କରୁଛି ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଥିବା ଅଭିଯୋଗ।

Intrusion Detection System
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ?

Barun Bisoi
ଦାରିଂବାଡ଼ିରୁ ବଲିଉଡ୍‌; ଫଲି ଆର୍ଟିଷ୍ଟ ଭାବେ ନାଁ କଲା ଓଡ଼ିଆ ପୁଅ

ଫିଲ୍ମ ସୁଟିଂ ପରେ ପୋଷ୍ଟ ପ୍ରଡକସନରେ ଏହି ସାଉଣ୍ଡ ସୃଷ୍ଟି କରାଯାଇଥାଏ ଏବଂ ଏହା ପଛରେ ଥିବା କଳାକାରଙ୍କୁ କୁହାଯାଏ ଫଲି ଆର୍ଟିଷ୍ଟ । କହିବାକୁ ଗଲେ ଫିଲ୍ମକୁ ଜୀବନ୍ୟାସ ଦେଇଥାନ୍ତି ଫଲି ଆର୍ଟିଷ୍ଟ ।

No industries in industrial hub
ଶିଳ୍ପଶୂନ୍ୟ ସ୍ଥିତିକୁ ଆସିଯିବନି ତ ଦାଦନ ବହୁଳ ଗଞ୍ଜାମ ?

ଇଡକୋ ଜମିରେ ଗଢ଼ି ଗଢିଉଠିଥିବା ଶିଳ୍ପାଞ୍ଚଳ ଏବେ ବଣବୁଦାରେ ନିଜ ପରିଚୟ ହରାଇଛି। ମାଲିକମାନେ ନିଜ ନିଜର ମେସିନ୍ ଓ ଯନ୍ତ୍ରପାତି ନେଇ ଚାଲି ଗଲେଣି। ଇଣ୍ଡଷ୍ଟ୍ରିରେ ତାଲା ପଡିଛି ଆଉ ବାହାରେ ଝୁଲୁଛି ଖଣ୍ଡେ ଟିଣ ସାଇନ୍ ବୋର୍ଡ।

  • Friday, 18 August 2023
  • IDCO
CNG crematorium
କାଠରେ ନୁହେଁ, CNG ରେ ଦାହ କରାଯିବ ମୃତଦେହ

ଏଣିକି ଶବଦାହ ପାଇଁ ନା ଦରକାର ହେବ କାଠ ନା ବିଜୁଳି । CNG ଜାଳିବ ଶବ । ଓଡ଼ିଶାରେ ପ୍ରଥମ କରି ରାଜଧାନୀର ଖଣ୍ଡଗିରି ଧର୍ମବିହାର ଠାରେ ଆଜି ପ୍ରାକୃତିକ ଗ୍ୟାସ ଆଧାରିତ ଏଭଳି ଅତ୍ୟାଧୁନିକ ଶବଦାହ ଗୃହର ଶୁଭାରମ୍ଭ ହୋଇଛି ।

Jawan's Mother Passes Away
ପୁଅ ଯିବାର ୮ ଦିନରେ ଝୁରି ଝୁରି ଚାଲିଗଲା ମାଆ

ସହିଦ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କୁ ଝୁରିଝୁରି ଗୁରୁତର ଅସୁସ୍ଥ ହୋଇ ପଡିଥିବା ତାଙ୍କ ମା ସୁନ୍ଦରୀ ଖୁଣ୍ଟିଆଙ୍କ ଶୁକ୍ରବାର ପରଲୋକ ହୋଇଯାଇଛି।

Crocodile
ମନ୍ତେଈ ନଦୀରେ ୨୦ ଫୁଟିଆ କୁମ୍ଭୀର

୨୦ ଫୁଟର କୁମ୍ଭୀର ଦେଖି ଲୋକେ ଆତଙ୍କିତ । ନଦୀ ପାର୍ଶ୍ୱରେ ସୁରକ୍ଷା ବାଡ଼ ତିଆରି କରିବାକୁ ଦାବି ।

  • Friday, 18 August 2023
Sahid
ସହିଦଙ୍କୁ ଭେଟିବାକୁ ଆସିଲେ ଝାଡଖଣ୍ଡର ଏକ ଘରୋଇ ହସ୍ପିଟାଲର ମେଟ୍ରନ

ସହିଦଙ୍କ ଖବର ଟିଭିରୁ ଦେଖିବା ପରେ ଝାଡଖଣ୍ଡରୁ ଆସିଲେ ।

Inspiration
ଗାଁ ପାଇଁ କାମ କରି ସମ୍ମାନିତ

ନିଜ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ କାଠ ପୋଲ ନିର୍ମାଣ କରିଥିବା ବିନ୍ଦୁପଦର ଗାଁର ଡ଼ଗିଶା ମଳିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।

Plantation
ବ୍ୟାପକ ବୃକ୍ଷ ରୋପଣ ଦ୍ଵାରା ତାପମାତ୍ରା ବୃଦ୍ଧିକୁ ରୋକା ଯାଇପାରିବ

ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।

School Parents Meeting
‘ଅଭିଭାବକ ମିଟିଂ’କୁ ଆସିଲେନି ବାପା ମାଆ, ବର୍ଷାରେ ଛିଡ଼ା ହେଲେ ପିଲା

୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।

Army Jawan yet to return from Pakistan, family in Bhadrak waiting for him for 50 years
୫୦ ବର୍ଷ ବିତିଗଲାଣି...ଯବାନ ହୋଇଯାଇଛନ୍ତି ନିଖୋଜ

ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରି ଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା

  • Thursday, 17 August 2023
Road Problem
ଏମିତି ରାସ୍ତା ରାଜ୍ୟରେ ନାହିଁ : ସାଇକେଲ କାନ୍ଧେଇ ଘରକୁ ଯାଉଛନ୍ତି ଲୋକେ

ବିଚିତ୍ର ରାସ୍ତା ! ପଚପଚ୍‌ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍‌ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ