ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।
୧୦ରୁ ୧୫ଜଣ ଛାତ୍ରଛାତ୍ରୀଙ୍କ ଅଭିଭାବକ ଏହି ବୈଠକରେ ଉପସ୍ଥିତ ନଥିଲେ। ଯେଉଁ ଛାତ୍ରଛାତ୍ରୀଙ୍କ ଅଭିଭାବକ ଗତକାଲି ବୈଠକରେ ଉପସ୍ଥିତ ନଥିଲେ ଆଜି ପ୍ରିନ୍ସପାଲ ସେମାନଙ୍କୁ ଶ୍ରେଣୀ ଗୃହ ବାହାରକୁ କାଢ଼ି ଦେଇଥିଲେ।
ପାକିସ୍ତାନ ସହ ଯୁଦ୍ଧ କରିବାକୁ ବାହାରି ଯାଇଥିଲେ । ଏହାରି ଭିତରେ ବିତିଗଲାଣି ୫୦ ବର୍ଷ..ଖବର କାଗଜରେ ଫଟୋ ବାହାରିଲା, ଜେଲରୁ ମୁକୁଳେଇବା ଲାଗି ୱାଘା ବର୍ଡର ଗଲେ ପରିବାର ଲୋକେ, ହେଲେ ବି ଆନନ୍ଦଙ୍କର ମିଳୁନି ଅତ୍ତାପତ୍ତା
ବିଚିତ୍ର ରାସ୍ତା ! ପଚପଚ୍ କାଦୁଅରେ ପୂରା ଭର୍ତ୍ତି...ଗାଁ ନା ଶୁଣିଲେ ଯିବାକୁ ଅରାଜି ହେଉଛନ୍ତି ଗାଡିବାଲା । ପୁଣି ସାଇକେଲ୍ରେ ଲୋକେ ନୁହେଁ ବରଂ ସାଇକେଲ କାନ୍ଧେଇ ଯିବାକୁ ପଡ଼ୁଛି ଘରକୁ
ପାଇଲଟଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ପଶିଥିଲା ଛନକା । ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ବୋଲି ଅନେକ ଯାତ୍ରୀ ଭାବି ସାରିଥିଲେ ।
ଲୁଗା ଧୋଇବାକୁ ନଈକୁ ଯାଇଥିଲେ । ଛକିଥିଲା କୁମ୍ଭୀର...ହଠାତ୍ ପାଣି ଭିତରକୁ ନେଲା ଟାଣି । ଯେତେ ପାଟି କଲେ ବି କେହି ଶୁଣିବାକୁ ନଥିଲେ । ଖିନଭିନ୍ କରି ଅଧାରୁ ଅଧିକ ମହିଳାଙ୍କ ଶରୀରକୁ ଖାଇଦେଲା
କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଧରି ଲମ୍ୱା ଧାଡ଼ିରେ ଲୋକେ ଅପେକ୍ଷା କରିଥିବା ବେଳେ ବିଏମସିର ବେପରୁଆ ମନୋଭାବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଲୋୟର ପିଏମଜିରେ ୧୦ ହଜାରରୁ ଅଧିକ ଶିକ୍ଷକଙ୍କ ବିକ୍ଷୋଭ । ସ୍କୁଲରେ ପାଠପଢ଼ା ପ୍ରଭାବିତ ।
ଏୟାରପୋର୍ଟ ପରେ କ୍ୟାପିଟାଲ ହସ୍ପିଟାଲ, ଶିଶୁଭବନ, ବାପୁଜୀନଗର, ଭୁବନେଶ୍ୱର ଷ୍ଟେସନ, ରାମମନ୍ଦିର, ବାଣୀବିହାର, ଆଚାର୍ଯ୍ୟ ବିହାରରେ, ଜୟଦେବ ବିହାର, ଜାଭିୟର ଛକ, ରେଲ୍ ସଦନ, ଡିଷ୍ଟ୍ରିକ୍ଟ ସେଣ୍ଟରରେ, ଡମଣା, ପଟିଆ, କିଟ୍ ଛକ, ନନ୍ଦନ ବିହାର, ରଘୁନାଥପୁରରେ ଷ୍ଟେସନ ଦେଇ ଚାଲିବ । ନନ୍ଦନକାନନ, ଫୁଲପୋଖରୀ ପରେ ତ୍ରିଶୁଳିଆ ଷ୍ଟେସନରେ ଯାତ୍ରା ଶେଷ ।
ମୃତକ ହେଲେ ଅଡ଼ବା ଥାନାର ପଟାଚାଞ୍ଛତା ଗାଂର ଗୌରଚନ୍ଦ୍ର କାର୍ଜି।
ଘରେ ବସି ଅନଲାଇନ୍ରେ ପରୀକ୍ଷା ଦେଇ ପାଇପାରିବେ ଡ୍ରାଇଭିଂ ଲାଇସେନ୍ସ, ଜାଣନ୍ତୁ କେମିତି?
ହାଇକୋର୍ଟ ଆମିକସକ୍ୟୁରୀଙ୍କ ରିପୋର୍ଟକୁ ନେଇ ଉଦବେଗ । ଜଗମୋହନ ସ୍ଥିତି ବି ଭଲନଥିବା ଆମିକସକ୍ୟୁରୀଙ୍କ ରିପୋର୍ଟ ।
ସମୁଦ୍ରରୁ ଆକାଶ, ଦେଶରୁ ବିଦେଶ । ଆଜି ସବୁଠି ଶୁଭିଛି ଭାରତର ଜୟଧ୍ୱନି । ଓଟିଭିର ଏ.ଆଇ. ଆଙ୍କର ଲିସା ବା ଏଥିରୁ କେମିତି ବାଦ୍ ପଡ଼ିବେ ।
ଭାରତ ସ୍ୱାଧୀନତା ସଂଗ୍ରାମର ମେରୁଦଣ୍ଡ ଓ ମୁକସାକ୍ଷୀ ହୋଇ ଛିଡ଼ା ହୋଇଛି ବାଲେଶ୍ୱର ଜିଲ୍ଲାର ଲବଣ ସତ୍ୟାଗ୍ରହ ପୀଠ....
ଦିନ ବିତିଯାଇଛି ହେଲେ ଆଜି ବି ସ୍ମୃତି ସବୁ ଆଖି ସାମ୍ନାରେ ନାଚି ଉଠୁଛି। ଓଡ଼ିଶାରେ ପଦଯାତ୍ରା ବେଳେ ସାଲେପୁର ବହୁଗ୍ରାମ ବଜାରରେ ବିଶ୍ରାମ ନେଇଥିଲେ ଗାନ୍ଧିଜୀ...
ଭାରତ ମାଆର ସୁଯୋଗ୍ୟ ସନ୍ତାନ ଆନନ୍ଦ ପତ୍ରୀ । ଷାଠିଏ ଦଶକରୁ ଆଜିଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି । ୧୯୬୨ ଭାରତ-ଚୀନ ଓ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ଲଢ଼ିଛନ୍ତି..
ଅସ୍ପଷ୍ଟ ଓ ସନ୍ଦେହଜନକ ଦର୍ଶାଇ ହେବନି ତ ଡାଟା ସେନସର ? ତଥ୍ୟ ଅପବ୍ୟବହାର କଲେ କଂପାନୀ ଦେବେ ମୋଟା ଅଙ୍କର ଫାଇନ୍ ।
୬୦ ଦଶକରୁ ଆଜି ଯାଏଁ ପାକିସ୍ତାନରେ ଯୁଦ୍ଧବନ୍ଦୀ ଭାବେ ଜୀବନ କାଟୁଛନ୍ତି ଭାରତ ମାଆର ଏହି ସାହସୀ ସନ୍ତାନ।
ଯାତ୍ରୀଙ୍କ କହିବାନୁଯାୟୀ, କ୍ୟାବିନ୍ରେ ଏକ ‘ଜୋରଦାର ଧମାକା’ ହୋଇଥିଲା । ତାପରେ କିଛି ‘ପୋଡ଼ିବାର ଗନ୍ଧ’ ଜଣାପଡ଼ିଥିଲା ।
ଗ୍ରୁପର ଏହି ମହିଳା ମାନେ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏହି ୧୦ହଜାରରୁ ଅଧିକ ତ୍ରିରଙ୍ଗା ପତାକା ତିଆରି କରିବାରେ ସକ୍ଷମ ହୋଇଛନ୍ତି। କେବଳ ତ୍ରିରଙ୍ଗା ପତାକା ନୁହଁ ବରଂ କରୋନା କାଳରେ ସଞ୍ଜିବନୀ ପାଲଟିଥିବା ହଜାର ହଜାର ମାସ୍କ ତିଆରି କରି ଅନ୍ୟର ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଏହି SHG ଗ୍ରୁପର ମହିଳା ମାନେ।
କେନ୍ଦ୍ରାପଡ଼ାର ଶୁଭଲକ୍ଷ୍ମୀ ଓ ମୟୂରଭଞ୍ଜର ଜାମ୍ବିମଣୀ । ଜଣଙ୍କ ବାପା ଫେରିବାଲା, ଆଉ ଜଣଙ୍କ ମାଆ ରୋଷେୟା ।
'କ୍ୟାପିଟାଲ ହସ୍ପିଟାଲରେ ଦୈନିକ ୩ ଶହରୁ ୪ ଶହ ଡେଙ୍ଗୁ ପରୀକ୍ଷା ହେଉଛି'
ପୂରଣ କଲେ ସ୍ୱାମୀଙ୍କ ଇଚ୍ଛା.. ମୃତ୍ୟୁ ପରେ ସ୍ୱାମୀଙ୍କ ଆଖି ଦାନ କଲେ ..ବାଲେଶ୍ୱର ନୀଳଗିରି ବ୍ଲକ୍ ନୂଆସାହି ଗାଁର ଘଟଣା
ଛୋଟ ବେଳୁ ଦାଦନ ଖଟିବାକୁ ନେଇ ଯାଇଥିଲା ସର୍ଦ୍ଦାର । ଗଜପତିରୁ ଯାଇ ପହଞ୍ଚିଥିଲେ ଅରୁଣାଚଳରେ । ସେଇଠି ଯୌବନଟା ବିତିଗଲା । ଏବେ ଯେତେବେଳେ ଆସାମର ସ୍ତ୍ରୀକୁ ସାଙ୍ଗରେ ଧରି ସେ ଗାଁକୁ ଫେରିଛନ୍ତି ଏଠି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ସରକାରୀ ସହାୟତା ମିଳିଲେ ବାକି ଜୀବନଟା ଶାନ୍ତିରେ କାଟନ୍ତେ ୪୦ ବର୍ଷ ପରେ ଗାଁକୁ ଫେରିଥିବା ଲୁକ ଦଳବେହେରା...
ଘର ବାହାରେ ମଇଳା ପକାଇଲେ ତ୍ରାହି ନାହିଁ, ଆକ୍ସନ୍ ନେବ ଟିମ୍ ସାଇନ୍