ସବୁ ଟ୍ରାଫିକ ନିକଟରେ ଥିବା ଡିଭାଇଡରରେ ଲାଗିବ ତୁଳସୀ ଗଛ। ସବୁ ULBକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଅଁଳା ଓ ସଜନା ଗଛ ସମେତ ବାରମାସୀ ଶାଗ ଗଛ ବି ଲଗାଯିବ ।
ପରିବେଶ ପାଇଁ ଉପଯୋଗୀ, ହେଲେ ଚାଷୀଙ୍କ ପାଇଁ ବଢାଉଛି ଡର। ଅନୁଗୁଳ ଜିଲ୍ଲାରେ ବନ ବିଭାଗର ତାଳଗଛ ଚାରା ରୋପଣ ଯୋଜନାକୁ ନେଇ ଆଶା-ଆଶଙ୍କାରେ ଚାଷୀ କୂଳ।
ବୟସ ମାତ୍ର ୫ ବର୍ଷ ହେଲେ ଉଦ୍ଦେଶ୍ୟ ମହାନ୍ । ଯେଁଉ ବୟସରେ ପିଲା ଖେଳକୁଦ ଆଉ ମୋବାଇଲରେ ମାତିଥାନ୍ତି ସେଇ ବୟସରେ ଏହି କୁନି ବାଳକ ୬ ହଜାର ଗଛ ଲଗାଇବାର ଲକ୍ଷ୍ୟ ରଖିଛନ୍ତି ।
ପୁଅ ଦେହ ସୁସ୍ଥ ପାଇଁ ଲଗାଇଲେ ୫୪ଟି ଓସ୍ତ ଓ ବରଗଛ । ଭୁବନେଶ୍ୱରର ରବିନ୍ଦ୍ର ନାଥ ଦାସ ଏଭଳି ଗଛ ଲଗାଇ ସାଧାରଣ ଜନତାଙ୍କୁ ଦେଇଛନ୍ତି ଏକ ସୁନ୍ଦର ସନ୍ଦେଶ ।
ପେଶା ତାଙ୍କର ଚାଷ, ହେଲେ ନିଶା ହେଉଛି ବୃକ୍ଷ ରୋପଣ । ପିଲାଟି ଦିନରୁ ଦୀନବନ୍ଧୁଙ୍କର ବୃକ୍ଷପ୍ରତି ଅହେତୁକ ଭଲପାଇବା ପାଇଁ ଆଜି ସେ ଗ୍ରୀନ ମ୍ୟାନ ନାଁରେ ବେଶ୍ ପରିଚିତ ହୋଇଛନ୍ତି ।
ଏଠି ନିରୋଳା ପଣା ପିଇବାକୁ ଦଉନାହାଁନ୍ତି। ବରଂ ପଣା ସାଙ୍ଗରେ ଗଛଟିଏ ଉପହାର ଦଉଛନ୍ତି ଆଉ କହୁଛନ୍ତି, ପଣା ପିଅନ୍ତୁ ଗଛ ଲଗାନ୍ତୁ।
ଓଡ଼ିଶା ପରିବେଶ ସମିତି ଏଵଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯକ୍ରମ ଆୟୋଜନ କରାଯାଇଛି।
ମାତ୍ର ବର୍ଷକ ଭିତରେ ସୃଷ୍ଟି ହେଲା ଘଞ୍ଚ ଜଙ୍ଗଲ। ଲିମ୍ବ, ଅର୍ଜୁନ, ବେଲ, ଆମ୍ବ, ଶିଶୁ, ଚନ୍ଦନ, ଶାଳ, ଅଶୋକ, ଡିମିରିଠୁ ଆରମ୍ଭ କରି ବର ଓ ଅଶ୍ୱସ୍ତ ଓ ବାଉଁଶ ଗଛ ତା’ ସହ ଲାଗିଛି ଜାତି ଜାତି ଫଳ ଗଛ ।
ବୃକ୍ଷରୋପଣ କାର୍ଯ୍ୟକ୍ରମରେ ବାଡ଼ ର୍ନିମାଣରେ ପାଣ୍ଠିର ଅନିୟମିତତା ଓ ଆବଣ୍ଟନରେ ୪୦ କୋଟି ୮୨ ଲକ୍ଷ ଅଧିକ ବ୍ୟୟ ହୋଇଛି ।