
ଗାଁ ପାଇଁ କାମ କରି ସମ୍ମାନିତ । ନିଜ ଖର୍ଚ୍ଚରେ ଗାଁ ଲୋକଙ୍କ ପାଇଁ କାଠ ପୋଲ ନିର୍ମାଣ କରିଥିବା ବିନ୍ଦୁପଦର ଗାଁର ଡ଼ଗିଶା ମଳିକଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ବାଲିଗୁଡା ଉପ-ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ।
Published By: Satyendu Shekher Mishra
Last updated: 18 August 2023, 02:48 PM IST
ବନ୍ୟା ପରେ ଚମତ୍କାର। ବିରଳ ଡାଇନୋସରଙ୍କ ଏକାଧିକ ପାଦଚିହ୍ନ ଆବିଷ୍କାର। ବନ୍ୟା ଜଳ କମିଯିବା ପରେ ମାଟି ଏବଂ ପଥରର ଆସ୍ତରଣ ତଳୁ ଆବିଷ୍କୃତ ହୋଇଛି ୧୫ଟି ତିନି ପଞ୍ଜା ବିଶିଷ୍ଟ ଡାଇନୋସରଙ୍କ ପାଦଚିହ୍ନ ।