• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

Account Credited
ଲୋକଙ୍କ ଆକାଉଣ୍ଟକୁ ଛୁଟୁଛି ଲକ୍ଷ ଲକ୍ଷ ଟଙ୍କା; ଟଙ୍କା ଉଠାଇବାକୁ ଲୋକଙ୍କ ଧାଁଦଉଡ଼

ଆଜିକୁ ୨ ଦିନ ହେଲା, ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅକସ୍ମାତ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟ୍ ହେବାରେ ଲାଗିଛି । ଆଉ ଅଜଣା ସୂତ୍ରରୁ ଆସିଥିବା ସେହି ଟଙ୍କାକୁ ଉଠାଇବା ପାଇଁ ଗ୍ରାହକଙ୍କ ମଧ୍ୟରେ ଲାଗିଛି ଧାଁ ଧପଡ଼ ।

India-Bharat
କ’ଣ ଚାହାନ୍ତି ଲୋକେ ? ଭାରତ ନା ଇଣ୍ଡିଆ.. ଦେଖନ୍ତୁ ଓଟିଭିର ସର୍ଭେ ରିପୋର୍ଟ...

ପ୍ରଶ୍ନ ଥିଲା- ଆପଣଙ୍କ ମତରେ ଆମ ଦେଶର ନାଁ କଣ ରହିଲେ ଭଲ ହେବ ? ଭାରତ ନା ଇଣ୍ଡିଆ ?

  • Friday, 08 September 2023
Teacher Protest
୩୧୪ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ପୂର୍ବରୁ ସଙ୍ଘ ପକ୍ଷରୁ ଦାବି ପୂରଣ ନେଇ ବାରମ୍ବାର ଆନ୍ଦୋଳନ ହୋଇଥିଲେ ସୁଦ୍ଧା ସରକାର ଦାବି ପୂରଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବିଭିନ୍ନ ପ୍ରାଥମିକ ଶିକ୍ଷକ ସଂଘଗୁଡ଼ିକ ମିଳିତ ଭାବେ ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି।

last rituals for daughter
ଝିଅ ଥାଇ ଶୁଦ୍ଧି ହେଲା ବାପା

ବିବାହ ଯୋଗ୍ୟା ଝିଅଟିଏ, ପରିବାର ଲୋକଙ୍କ ନିଷ୍ପତ୍ତି ବିରୋଧରେ ପ୍ରେମ ବିବାହ କରିବାରୁ ରାଗ ଓ ଅଭିମାନରେ ଝିଅ ପାଇଁ ଶୁଦ୍ଧି ହୋଇ ଗଲେ ଆତ୍ମୀୟ ଓ ଜ୍ଞାତି କୁଟୁମ୍ବ । ଏହି ଘଟଣା କେନ୍ଦ୍ରାପଡ଼ା ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

last rituals for daughter
ପ୍ରେମିକ ଦେଲା ସିନ୍ଦୂର; ବାପାମାଆ କଲେ ପିଣ୍ତଦାନ..

ଗୋଟେ ପଟେ ବିବାହ, ଅନ୍ୟପଟେ ଶୁଦ୍ଧିକ୍ରିୟା । ଏପଟେ ବେଦି ଉପରେ ଯିଏ କନ୍ୟା ବେଶରେ ବସିଛି, ତାରି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳିର ପର୍ବ ।

Sarathi Baba
ପୁଣି ସାରଥୀଙ୍କୁ ନେଇ ଚର୍ଚ୍ଚା, ବାରିମୂଳ ଆଶ୍ରମରେ ଭକ୍ତମାନେ କଲେ ପୂଜାର୍ଚ୍ଚନା

ଏହି କାର୍ଯ୍ୟକ୍ରମରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥୀ ଅନୁଗତ ଯୋଗଦେଇଥିଲେ । ହୋମ, ଧ୍ୟାନ, ସାମୁହିକ ପ୍ରାର୍ଥନା, ଶ୍ରୀକୃଷ୍ଣଙ୍କ ପୂଜା କରାଯାଉଛି ।

Lakhmanananda Saraswati
୧୪ ବର୍ଷ ପରେ ବି ରହସ୍ୟାବୃତ୍ତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣା

ନାଇଡୁ କମିଶନ୍ ରିପୋର୍ଟ ସରକାର ଚାପିବାକୁ ନେଇ ଘେରିଲେ ବିରୋଧୀ । ମୁଖ୍ୟ ହତ୍ୟାକାରୀ ଧରା ନପଡ଼ିବାରୁ ଅସନ୍ତୋଷ ଝାଡ଼ିଲେ ଆଶ୍ରମ ଅନ୍ତେବାସୀ ।

  • Wednesday, 06 September 2023
Lightening
ତାଳ ଗଛ ନାହିଁ ବୋଲି ବଜ୍ରପାତ ନେଉଛି ଲୋକଙ୍କ ଜୀବନ !

ସହର ତୁଳନାରେ ଗାଁରେ ବେଶୀ ଜୀବନ ନାଶୁଛି ବଜ୍ର ବିପତ୍ତି । କେବଳ ୨୦୨୧-୨୨ରେ ବଜ୍ରପାତ ଯୋଗୁଁ ୨୮୧ ଜୀବନ ହାନୀ ।

  • Wednesday, 06 September 2023
Drought Situation
ଲଘୁଚାପ ବର୍ଷା ବି ଚାଷକୁ ଅଣ୍ଟୁନି; ଭାଦ୍ରବରେ ବି ଅନାବୃଷ୍ଟି

ଭାଦ୍ରବରେ ବର୍ଷାକୁ ଅନେଇଛି ଭଦ୍ରକ । ଜମି ଫାଟି ଆଁ କଲାଣି, ରୁଆ ଧାନ ଜଳି ଯାଉଛି । ପ୍ରଥମେ ବୈତରଣୀ ବଢିରେ ଚାଷ ଧୋଇଗଲା, ଆଉ ଏବେ ଅନାବୃଷ୍ଟି ଦାଉ ସାଧିଛି ।

Gauri In Chained Life
ଖେଳକୁଦ ମଜାମସ୍ତି କରିବା ବୟସରେ ବଢ଼ିଲା ଝିଅର ଗୋଡ଼ରେ ପଡିଛି ବେଡ଼ି

ଚେନ୍‌ରେ ବନ୍ଧା ବଢ଼ିଲା ଝିଅ । କାରଣ ବେଡି ନପଡ଼ିଲେ ସେ କୁଆଡ଼େ ଚାଲିଯିବ । ସେଥିପାଇଁ ବଢିଲା ଝିଅର ଗୋଡ଼ରେ ବେଡି ପକାଇ ରଖୁଛନ୍ତି ପରିବାର ଲୋକେ । ଯେଉଁ ବୟସରେ ଖେଳକୁଦ କରିବାକଥା, ସେହି ସମୟରେ ଘରର ଚାରି କାନ୍ଥ ଭିତରେ ଜୀବନ ବିତାଉଛି କୁନିଝିଅ ।

Anurag Thakur
ବ୍ୟାଟେରୀ ଶକ୍ତିର ବିକାଶ ପାଇଁ ୩୭୬୦ କୋଟି ମଂଜୁର

୨୦୩୦-୩୧ ଆର୍ଥକ ବର୍ଷ ସୁଦ୍ଧା ପ୍ରକଳ୍ପ କାମ ସରିବ । ପ୍ରକଳ୍ପ ଲାଗି ମୋଟ ଖର୍ଚ୍ଚର ୪୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେବ ।

  • Wednesday, 06 September 2023
  • EV
Meet Sakuntala Purti, an auto-rickshaw driver, sets example in Joda
ପ୍ରେରଣାର ଅନ୍ୟ ନାଁ ଯୋଡ଼ାର ଅଟୋ ଦିଦି ଶକୁନ୍ତଳା ପୂର୍ତ୍ତି

ଅଦମ୍ୟ ସାହସ, ଦୃଢ଼ ଇଚ୍ଛା ଶକ୍ତି ଓ ପରିଶ୍ରମ ପାଇଁ ଅନ୍ୟମାନଙ୍କ ପାଇଁ ସେ ଉଦାହରଣ । ସେ ହେଲେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ମହିଳା ଅଟୋ ଡ୍ରାଇଭର ଶକୁନ୍ତଳା ପୂର୍ତ୍ତି ଓରଫ ଅଟୋ ଦିଦି । ଅଟୋ ଚଳାଇ ଭଲ ଦି ପଇସା ରୋଜଗାର କରି ଆଜି ସେ ଅନ୍ୟମାନଙ୍କପାଇଁ ଉଦାହରଣ ପାଲଟିଛନ୍ତି....

  • Wednesday, 06 September 2023
Sans motorable road, normal life affected in Odisha’s Koida
ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା

ସ୍ୱାଧୀନତାର ୭୭ ବର୍ଷ ପରେ ମଧ୍ୟ ଗାଁକୁ ନାହିଁ ଭଲ ରାସ୍ତା । ବର୍ଷା ଛାଡ଼ିଲେ ଖାଲ ସାଙ୍ଗକୁ ପଥୁରିଆ ରାସ୍ତା ଲୋକଙ୍କ ପାଇଁ ପାଲଟି ଯାଏ ମରଣ ଯନ୍ତା । କୋଇଡା ବ୍ଲକ ରକ୍ସି ପଞ୍ଚାୟତର ଲୋକେ ସହନ୍ତି ଅସହ୍ୟ ଯାତ୍ରା ଯନ୍ତ୍ରଣା....

  • Wednesday, 06 September 2023
Odia youth held 'captive' in Cambodia
କାମ୍ବୋଡିଆରେ ବନ୍ଦୀ ଗଞ୍ଜାମ ପୁଅ, ସଚ୍ଚୋଟ ପଣିଆ ପାଇଁ ବନ୍ଧା ରଖିଛି କମ୍ପାନୀ

ବିଦେଶରେ ଦାଦନ ଖଟିବାକୁ ଯାଇ ବନ୍ଦୀ .. ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ ବିଶ୍ୱନାଥପୁରର ଦୀନବନ୍ଧୁ ସାହୁ, ମୁକୁଳିବାକୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଆକୁଳ ନିବେଦନ

CHILD ADOPTION
ଅରକ୍ଷିତକୁ ଦଇବ ସାହା! ନୂଆ ପରିଚୟ ପାଇଲା କୁନି ପୁଅ

ଅସହାୟ କୁନି ପୁଅକୁ କୋଳେଇ ନେବାକୁ କର୍ଣ୍ଣାଟକରୁ ଆସି ଓଡ଼ିଶାରେ ପହଞ୍ଚିଲେ ଦମ୍ପତି ।

Locals seek financial assistance for hapless children in Athagarh
କଅଁଳ ବୟସରେ ବଢ଼ିଲା ବୋଝ: ଜୀବନ ଆକାଶରେ କଳା ବାଦଲ

ଦୁନିଆକୁ ଭଲ ଭାବରେ ବୁଝିବା ପୂର୍ବରୁ ଜୀବନ ଆକାଶରେ ମାଡ଼ିଗଲା କଳା ବାଦଲ । ମାତ୍ର ୮ ବର୍ଷ ବୟସରୁ କଅଁଳ କାନ୍ଧରେ ବୋହୁଛି ୬ ମାସର କୁନି ଭଉଣୀ ସହ ୪ ବର୍ଷୀୟ ଭାଇର ବୋଝ । ବାପା ଜେଲରେ, ମା କୋଳରେ ୩ ଭାଇ ଭଉଣୀ ଜୀବନ ବିତାଉଥିବା ବେଳେ ମା ଚାଲିଗଲା ଆରପାରିକୁ। ଏବେ ଦୁର୍ବିସହ ଜୀବନ....

  • Wednesday, 06 September 2023
Teacher Protest
ଦେଶର ଭବିଷ୍ୟତ ଗଢୁଥିବା ଶିକ୍ଷକଙ୍କ ଭବିଷ୍ୟତ ବି ଅନ୍ଧାର !

ଦାବି ପୂରଣ ନେଇ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିରେ ହେବ ଆଲୋଚନା । ଅଧ୍ୟାପକ ଓ ଶିକ୍ଷକଙ୍କ ପ୍ରସଙ୍ଗରେ ମୁହଁ ଖୋଲିଲେନି ମନ୍ତ୍ରୀ ।

Teacher Protest
ଯିଏ ଭବିଷ୍ୟତ ଗଢୁଛି, ଆଜି ତା ଭବିଷ୍ୟତ ଅନ୍ଧକାର ଭିତରେ

ଗୁରୁ ଦିବସରେ ଗୁରୁ ପୂଜା ବଦଳରେ ଭୁବନେଶ୍ବର ଲୋୟର ପିଏମଜିରେ ରାଜରାସ୍ତାରେ ହକ୍ ମାଗୁଛି ଶିକ୍ଷକ।

  • Tuesday, 05 September 2023
Teachers Day
ବୟସ ଆସି ୮୭ରେ ପହଞ୍ଚିଲାଣି...ଏହି ବୟସରେ ବି ଘାରିଛି ଶିକ୍ଷାଦାନ ନିଶା

୨୬ ବର୍ଷ ତଳେ ଯେଉଁ ସ୍କୁଲରୁ ଅବସର ନେଇଥିଲେ, ସେହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରି ଆସୁଛନ୍ତି ଧୋତିକୁର୍ତ୍ତା ପିନ୍ଧା ପିଲାଙ୍କ ଅତି ପ୍ରିୟର ବନ ସାର୍।

  • Tuesday, 05 September 2023
Teachers Day
ଗୁରୁ ଦିବସରେ ଚର୍ଚ୍ଚାରେ ଦୁଇ ନିଆରା ଶିକ୍ଷକ; କାହା ପାଇଁ ପାଉଣା ତୁଚ୍ଛ, ତ କାହା ଆଗରେ ହାରିଛି ବୟସ

ନିଃସ୍ୱାର୍ଥପର ଶିକ୍ଷାଦାନରେ ବ୍ରତୀ ହୋଇଛନ୍ତି । ପରିଣତ ବୟସରେ ଶିକ୍ଷାଦାନ କରୁଛନ୍ତି ।

Mines
ଗାଁପୁରୁଷ ଶୂନ୍ୟ । ପୋଲିସ୍ ଖୋଜୁଛି । ସଞ୍ଜ ନଇଁଲେ ତାଟି କବାଟ ପଡୁଛି

ଯାହାକୁ ନେଇ କାଶୀପୁର ଥାନା ଅଞ୍ଚଳର ସରମ୍ବାଇ, ଅଲିଗୁନା, ବଣ୍ଡେଲ, କଣ୍ଟାମାଳ, ବନ୍ତେଜି ଆଦି ୮ଟି ଗାଁରେ ଭୟର ବାତାବରଣ।

  • Tuesday, 05 September 2023
Mines
ସିଜିମାଳି ପାହାଡରୁ ବେଦାନ୍ତର ବକ୍ସାଇଟ୍ ଖନନକୁ ବିରୋଧ, ଆଦିବାସୀଙ୍କୁ ମାଓବାଦୀ କହି ଧରୁଛି ପୋଲିସ

ମାଓବାଦୀ ଦର୍ଶାଇ ରାତିଅଧିଆ ଗିରଫଦାରୀ ଯୋଗୁଁ ବହୁ ଗାଁ ପୁରୁଷଶୂନ୍ୟ । ଆଦିବାସୀଙ୍କ ଉପରେ ଦମନଲୀଳାକୁ ନେଇ ଘେରିଲେ ବିରୋଧୀ ।

  • Tuesday, 05 September 2023
  • Mines
Chandrayaan- Vikram
ନିଦରେ ଶୋଇବା ଆଗରୁ ଜହ୍ନରେ ଡେଇଁଲା ଲ୍ୟାଣ୍ଡର ବିକ୍ରମ

ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।

Jaga Mission
ରାଜ୍ୟ ସରକାରଙ୍କ ବହୁ ପ୍ରଚାରିତ ଜାଗା ମିଶନରେ ପ୍ରମାଣ ପତ୍ର ନେଉନାହାନ୍ତି ବସ୍ତିବାସିନ୍ଦା

ବିଡ଼ମ୍ବନାର ବିଷୟ ହେଲା ବିଏମସିର ଜାଗା ମିଶନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜମି ପାଇନଥିବା ବସ୍ତି ବାସିନ୍ଦାଙ୍କଠାରୁ ଅଭିଯୋଗକାରୀଙ୍କ ସଂଖ୍ୟା ଅଧିକ। କାରଣ ପ୍ରିମିୟମ ଦେବାକୁ ସକ୍ଷମ ନାହାନ୍ତି ଅଧିକାଂଶ ହିତାଧିକାରୀ।

Bahanaga Train Tragedy
ବାହାନଗା ଟ୍ରେନ୍ ଟ୍ରାଜେଡି: ୩ ମାସ ପରେ ବି ମିଳୁନି ପରିଚୟ, କଣ୍ଟେନରରେ ପଡ଼ିଛି ୨୮ ଶବ !

ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।

  • Monday, 04 September 2023