• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jojana Ra Na Hari Loot

Jojana Ra Na Hari Loot
ଷ୍ଟାଡିୟମ୍ ନିର୍ମାଣରେ ବ୍ୟାପକ ଅନିୟମିତତା : ଖର୍ଚ୍ଚ ହେଲାଣି ୨୦ ଲକ୍ଷ, ହେଲେ କାମରେ ଆସୁନି

ପଡିଆ ଚାରିପଟ ବଡ଼ ବଡ଼ ଅନାବନା ଗଛଲତାରେ ଭର୍ତ୍ତି। ସନ୍ଧ୍ୟା ହେଲେ ଅସାମାଜିକ ଯୁବକଙ୍କ ମଦ ଆସର ଜମୁଛି। ପ୍ରଶ୍ନ ଉଠୁଛି କଣ କେବଳ ପାଚେରି ଓ ଗେଟରେ ନିର୍ମାଣ ହୋଇଛି ୨୦ ଲକ୍ଷ ଟଙ୍କା ? ଖେଳାଳିଙ୍କ ପାଇଁ କାହିଁକି ବାକି ଆନୁସଙ୍ଗିକ ବ୍ୟବସ୍ଥା କରାଯାଇନି ?

Special story
ଆବାସ ଯୋଜନା କେଳେଙ୍କାରୀ : ଜିଆରଏସ ଟଙ୍କା ମାରି ଖାଇଥିବା ଅଭିଯୋଗ

ଗ୍ରାମାଞ୍ଚଳରେ ଗରିବ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ରହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଏହି ଯୋଜନାରେ ପାତରଅନ୍ତର ଓ ଅନିୟମିତତା ନେଇ ଅନେକ ଥର କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି । ତଥାପି ଦୁର୍ନୀତି କମୁନି ।