ସହିଦଙ୍କ ଖବର ଟିଭିରୁ ଦେଖିବା ପରେ ଝାଡଖଣ୍ଡରୁ ଆସି ବୈତରଣୀ ନଦୀ କୁଳରେ ଥିବା ଶ୍ମଶାନରେ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସହିଦଙ୍କ ପରିବାରକୁ ଭେଟିଲେ ଝାଡଖଣ୍ଡର ଏକ ଘରୋଇ ହସ୍ପିଟାଲର ମେଟ୍ରନ ।
Published By: Satyendu Shekher Mishra
Last updated: 18 August 2023, 02:55 PM IST
ପ୍ରେମିକାକୁ ବୟେଜ ହଷ୍ଟେଲ ଭିତରକୁ ଆଣିବା ପାଇଁ ଏକ ଅଭିନବ ଉପାୟ ଆପଣେଇଥିଲା ଜଣେ ଯୁବକ। ନିଜ ପ୍ରେମିକାକୁ ହଷ୍ଟେଲ ରୁମକୁ ନେବା ପାଇଁ ଯୁବକ ଜଣଙ୍କ ତାକୁ ଏକ ବଡ ଟ୍ରଲି ବ୍ୟାଗରେ ଭର୍ତ୍ତି କରିଥିଲା।