• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Elephant Deaths

Elephant Deaths In Nandankanan during treatmentnt
Nandankanan Elephant Death: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଆଖି ବୁଜିଲା ହାତୀ ଛୁଆ

ବିଫଳ ହେଲା ପ୍ରାଣୀ ଚିକିତ୍ସକଙ୍କ ପ୍ରଚେଷ୍ଟା । ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ଚାଲିଥିବା ଚିକିତ୍ସା ହେଲା ଫେଲ୍।

Intrusion Detection System
ପୂର୍ବତଟ ରେଲୱେର ନୂଆ ରଣନୀତି; ହାତୀ ମୃତ୍ୟୁକୁ ରୋକିବ IDS

ଲୌହ ଦାନବଠୁ କିଭଳି ସୁରକ୍ଷିତ ରହିବେ ଗଜରାଜ ? କ’ଣ କଲେ ରେଳ ଧାରଣାରେ ଯିବନି ହାତୀଙ୍କ ଜୀବନ ?

World Elephant Day
ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା। ଅକ୍ଟୋବରରୁ ରାଜ୍ୟରେ ଆରମ୍ଭ ହେବ ବର୍ଷବ୍ୟାପୀ ଗଜ ଉତ୍ସବ। ବିଶ୍ୱ ହାତୀ ଦିବସରେ ଭୁବନେଶ୍ୱର ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଏଥିସହ ଡିସେମ୍ବର ମାସରେ ନୂଆ ହାତୀ ଗଣନା ରିପୋର୍ଟ ଆସିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଖାସ୍ କରି ବର୍ଷକୁ ରାଜ୍ୟରେ ପାଖାପାଖି ୮୦ରୁ ଅଧିକ ହାତୀଙ୍କ ଜୀବନ ଯାଉଥିବାରୁ ଏହି ବିଶାଳ ପ୍ରାଣୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ ପାଲଟିଛି।

World Elephant Day
ସଂକଟରେ ଗଜରାଜ; ବିଶ୍ୱ ହାତୀ ଦିବସରେ ହାତୀ ସୁରକ୍ଷା ଚିନ୍ତା

କେଉଁଠି ଶିକାରୀ ମାରୁଛି..କେଉଁଠି କାଳ ହେଉଛି ଟ୍ରେନ, ତ ପୁଣି କେଉଁଠି ଘାତକ ସାଜୁଛି ବିଦ୍ୟୁତ୍ ଆଘାତ..ସଂକଟରେ ଗଜରାଜ। ତଥ୍ୟ କହୁଛି, ରାଜ୍ୟରେ ଗତ ୫ ବର୍ଷରେ ହାତୀ-ମଣିଷ ଲଢ଼େଇରୁ ୪୦୬ ହାତୀଙ୍କ ଜୀବନ ଗଲାଣି।