୧୦ ମାସ ଗର୍ଭରେ ଧରି ଯାହାକୁ ଜନ୍ମ ଦେଇଥିଲା, ତାହାର ଜୀବନ ଯେତେବେଳେ ଗଲା ସେତେବେଳେ ମାଆର ଅବସ୍ଥା କଣ ହେଉଥିବ ଥରେ ଚିନ୍ତା କରନ୍ତୁ ।
ପିଲାଟି ଦିନରୁ ପାଠ ଓ ଖେଳକୁଦରେ ପ୍ରବଳ ରୁଚି ଥିଲା । ହେଲେ ଦୈବ ଏମିତି ଦୁଃଖ ଅଜାଡି ଦେଲା ଯେ, ଅଭିଜିତ୍ର କଷ୍ଟ ଯିଏ ଦେଖୁଛି ସିଏ କହୁଛି ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ ।
ସରକାରୀ ମଞ୍ଚରେ ଦଳୀୟ ନେତାଙ୍କ ନବୀନ ବନ୍ଦନା ଗାନକୁ ନେଇ ଏବେ ଉଠିଛି ପ୍ରଶ୍ନ । କଟକ ଜିଲ୍ଲା ପ୍ରଶାସନ ଓ ସିଏମ୍ସିର ମିଳିତ ଆୟୋଜନରେ ଚାଲିଛି ବାଲିଯାତ୍ରା ।
ବାପା ଯାହା ଯେତିକି ରୋଜଗାର କରୁଥିଲେ ସେତିକିରେ ପରିବାର ଚଳୁଥିଲା । ଆଉ ଦିବ୍ୟାଙ୍ଗ ଝିଅର ପାଠ ପଢା ବି ହେଉଥିଲା । ହେଲେ ଏବେ ତାହା ସବୁ ସ୍ୱପ୍ନ ପାଲଟିଯାଇଛି ।
ଜିଆ ଦିବ୍ୟାଙ୍ଗ ହୋଇଥିଲେ ହେଁ ତାର ଉତ୍ସାହ ଓ ପ୍ରତିଭା ପାଇଁ ଏକାଧିକ ସନ୍ତରଣ ପ୍ରତିଯୋଗିତାରେ ସାମିଲ ହେବାରେ ସେ ସଫଳ ହୋଇପାରିଛି ।
ଏହି ପ୍ରଶ୍ନ ବର୍ଷ ବର୍ଷ ଧରି ଲୋକଙ୍କ ମନରେ ରହିଛି । ଯାହାର ଉତ୍ତର ସେମାନଙ୍କୁ ଏଯାଏଁ ମିଳିନଥିବ ।
ବିଶ୍ୱସ୍ତ ଗୃହପାଳିତ ପଶୁ କଥା କହିଲେ କୁକୁର ସର୍ବପ୍ରଥମେ ଆସିଥାଏ । କୁକୁର କଦାପି ବେଇମାନି କରେ ନାହିଁ, ବରଂ ଜୀବନସାରା ମାଲିକର ସାଥ୍ ଦିଏ ।
ଆଗେ ଆଗେ ମାଆ, ପରେ ବାପା ଆଉ ଶେଷରେ ଶେଷ ଆଶ୍ରା ପାଲଟି ଥିବା ଆଇମା । ଜଣକ ପରେ ଜଣେ ତିନିହେଁ ଚାଲିଯିବା ପରେ ଏବେ ସମ୍ପୂର୍ଣ୍ଣ ଅସହାୟ ଆଉ ବେସାହାରା ତିନି ଛୁଆ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଖସାପଡ଼ିଆ ଗାଁର ବାପା-ମାଆ ଛେଉଣ୍ଡ ତିନି ଭାଇ-ଭଉଣୀଙ୍କ ଜୀବନରେ ଦୁଃଖ ଏତେ ଯେ, ତାକୁ ଶବ୍ଦରେ ବର୍ଣ୍ଣନା ବି ଅସମ୍ଭବ ।
ନାତି-ନାତୁଣୀଙ୍କ ମୁହଁରେ ଆହାର ଦେଇ ପାଳି ପୋଷି ଆସୁଥିଲେ କିନ୍ତୁ ଏଇ ୩ ମାସ ତଳେ ଆଇଙ୍କ ମୃତ୍ୟୁ ପରେ ଅନାଥରୁ ସମ୍ପୂର୍ଣ୍ଣ ଅସହାୟ ପାଲଟି ଯାଇଛନ୍ତି ତିନି ଭାଇ-ଭଉଣୀ ।
ଟଙ୍କା ପାଇଁ ଛାଡ଼ିବିନି ପୋଲିସ୍ ଚାକିରି । ମୋ ବର୍ଦ୍ଦି ହିଁ ମୋ ସ୍ୱାଭିମାନ ।
Route 36 ହେଉଛି ଲା ପଜ୍ରେ ଅବସ୍ଥିତ ଏକ ବେଆଇନ ପପ୍-ଅପ୍ ବାର୍ । ଯେଉଁଠାରେ ସିଲଭର୍ ପ୍ଲାଟର୍ରେ କୋକେନ୍ ଦିଆଯାଏ ।
ଗ୍ରହଣ ଦିନ ଏଇ ପୋଖରୀ କୂଳରେ ଲାଗେ ଲୋକଙ୍କ ଭିଡ଼ି ।
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।
ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।
ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍ ।
ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ୫୭ ମିନିଟ୍ରେ ୩ ଦେଶରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା।
ପ୍ରେମ ଜ୍ୱର ଥରେ ମୁଣ୍ତରେ ଚଢ଼ିଲେ ଓହ୍ଲାଇବାକୁ ନାଁ ଧରେନି । ଠିକ୍ ଏଭଳି ଏକ ପ୍ରେମ କାହଣୀ ଏବେ ରାଜସ୍ଥାନରେ ଦେଖିବାକୁ ମିଳିଛି ।
ମୋଟା ଅଙ୍କର ଦରମା ପାଇ ବି ଦହିବରା ବିକୁଛନ୍ତି ଆଶ୍ୟୁକ୍ତା
ସହରଠୁ ମାଇଲ ମାଇଲ ଦୁର ପାହାଡ଼ ସେପାଖେ ସହର ପରି ଏକ ଛୋଟିଆ ଗାଁ ।
କିଛି ଭଲ ମଣିଷଙ୍କ ପ୍ରେରଣାଦାୟୀ କାହାଣୀ ଆମ ସମାଜରେ ଭାଇଚାରାର ବାର୍ତ୍ତା ବାଣ୍ଟୁଛି ।
ଶେଷ କିସାନ ଖାଲି ତାଙ୍କ ଗାଁ କାହିଁକି ସମଗ୍ର ରାଜ୍ୟ ପାଇଁ ଗର୍ବ ।
ଦାଦନ ଦୁଃଖ ପରେ ଏବେ ମୁହଁରେ ଫୁଟିଛି ହସ । ଅନ୍ୟ ଦିବ୍ୟାଙ୍ଗଙ୍କ ଲାଗି ପ୍ରେରଣା ସାଜିଛି ପାୟଲ ।
ରାତାରାତି କୋଟିପତି କଲା ଲଟେରୀ । ଗୋଟିଏ ଦିନରେ ୨ କୋଟି ୮୩ ଲକ୍ଷ ଟଙ୍କା ଜିତିଲେ ମହିଳା ।
ସନ୍ତୋଷ ହେଉଛି ୨୦ ବର୍ଷର ଭେଣ୍ଡିଆ ପୁଅ । ତାର ଏତେ ଦୁଃଖ ଯେ, ଯିଏ ଦେଖୁଛି ତା’ ପାଟିରୁ ଆଃ ପଦେ ବାହାରି ପଡୁଛି ।