ଆଜି ମହାନଗର ନିଗମ ଓ ଫୁଡ୍ ସେଫ୍ଟି ବିଭାଗ ପକ୍ଷରୁ କମ୍ପାନି ଉପରେ ରେଡ୍ କରାଯାଇଛି । ଏହି ଆଇସକ୍ରିମ୍ ଫ୍ୟାକ୍ଟ୍ରିରୁ ଏକ କ୍ବିଣ୍ଟାଲରୁ ଅଧିକ ଆଇସକ୍ରିମକୁ ଜବତ କରାଯାଇଛି ।
ଅମଲଭିଟା ନାଁରେ ଆଇସକ୍ରିମ୍ ତିଆରି କରି ଜଣେ ବ୍ୟକ୍ତି ସ୍ଥାନୀୟ ବଜାରକୁ ଛାଡୁଥିଲେ। ଆଇସକ୍ରିମ୍ ତିଆରି ପାଇଁ ଉଦ୍ଧିଷ୍ଟ ନାନା ପ୍ରକାର ନିମ୍ନ ମାନର ସାମଗ୍ରୀ ଏବଂ ପ୍ୟାକିଂ ଜରି ଏଠାରେ ବ୍ୟବହାର ହେଉଥିଲା ।
ଆଇସକ୍ରିମ୍ରୁ ବାହାରିଲା କଟା ଆଙ୍ଗୁଠି । ମୁମ୍ବାଇରେ ଘଟିଛି ଏହି ଘଟଣା ।
ଆଇସକ୍ରିମ୍ ବାଲା ଉପରେ ପ୍ରବଳ ମାତ୍ରାରେ ରାଗିଯାଇଛି କୁନି ଝିଅ। କୋନ୍ ଆଇସକ୍ରିମ କାଠିକୁ ଧରି ମୁହଁକୁ ଦେଲା ଫୋପାଡି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆଇସ୍କ୍ରିମ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଏଣିକି ବଜାରରେ ମିଳିବ ‘ଆଲ୍କୋହଲିକ୍ ଆଇସ୍କ୍ରିମ୍’ । ଆପଣମାନେ କେବେ ଶୁଣିଛନ୍ତି କି ‘ଆଲ୍କୋହଲିକ୍ ଆଇସ୍କ୍ରିମ୍’ ? ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗିପାରେ ହେଲେ ଏହା ସତ । ଖୁବ୍ ଶୀଘ୍ର ଏହି ଆଇସ୍କ୍ରିମ୍ଟି କେବଳ ବଡ ମାନଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯାହାକୁ ଖାଇଲେ ଗ୍ରାହକଙ୍କ ମନ ଓ ଆତ୍ମା ଉଭୟ ଶାନ୍ତି ହେଇଯିବ ।
ସୂଚନା ଅନୁଯାୟୀ, ଦୁବାଇର ସ୍କୁପି କ୍ୟାଫେରେ ବ୍ଲାକ୍ ଡାଇମଣ୍ଡ ନାମରେ ଏକ ଆଇସକ୍ରିମ୍ ପରସା ଯାଏ। ଯାହାର ଦାମ୍ ୬୦ ହଜାର ଟଙ୍କା ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହାକୁ ଖାଇବାକୁ ଅନେକ ଲୋକ ପୂର୍ବରୁ ଟିକେଟ୍ ମଧ୍ୟ ବୁକିଂ କରୁଥିବା ଜଣାଯାଏ