କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....
ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।
ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।
ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।
ପିଲାଙ୍କୁ ନାଁ ପଚାରିବା ସହ କେଉଁ ଶ୍ରେଣୀରେ ପଢୁଛନ୍ତି ପଚାରିଥିଲେ।
ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।
ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି
ପୋଲିସ ଏବେ ଆଶୀର୍ବାଦର ଅପରାଧିକ ଦିଗକୁ ଧରି ୫ବର୍ଷ ତଳର ଖିଅ ଖୋଜୁଛି ।
୫ ଲକ୍ଷର ମୁଣ୍ଡ ଜାମିନ୍ ଥିଲା ମିଛ ନାଟକ ।
ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍ରୁ ଧରାପଡିଲେ ହତ୍ୟାକାରୀ ।
ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।
ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।
ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍ରେ କହିଛନ୍ତି ପ୍ରଶାନ୍ତ ।’
ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।
ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।
ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବଢ଼ିପାରେ ରାତିର ତାପମାତ୍ରା
ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।
ଭୁବନେଶ୍ୱରର କଳିଙ୍ଗବିହାରରେ ଥିବା ପୃଥ୍ୱୀରାଜଙ୍କ ବାସଭବନରେ ଚଢ଼ାଉ କରି, ଲାଞ୍ଚ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ଟିମ୍ ।