• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Khurda

Rainfall Likely In 16 Districts Of Odisha
ପାଣିପାଗ ବିଭାଗର ସତର୍କ ସୂଚନା- ୧୬ ଜିଲ୍ଲାରେ ବର୍ଷା ସମ୍ଭାବନା

ସକ୍ରିୟ ପଶ୍ଚିମା ଝଡ଼ ପ୍ରଭାବରେ ଆଜି ବି କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଗତକାଲି ମଧ୍ୟ କିଛି ସ୍ଥାନରେ ବର୍ଷା ରେକର୍ଡ ହୋଇଥିଲା।

No Holi celebrations
ରଙ୍ଗର ପର୍ବରେ କର୍ତ୍ତବ୍ୟ ଆଗ; ୨୪ ଘଣ୍ଟିଆ ଡ୍ୟୁଟିରେ ସ୍ୱାସ୍ଥ୍ୟକର୍ମୀ

ଡାକ୍ତର ହୁଅନ୍ତୁ ଅବା ନର୍ସ କି ଅନ୍ୟ ସ୍ୱାସ୍ଥ୍ୟକର୍ମୀ, ରୋଗୀ ସେବା ପାଇଁ ହୋଲିରେ ବି ତତ୍ପର ଥିଲେ ସମସ୍ତେ । ଛୁଟି ଦିନରେ ସମସ୍ତେ ଏକାଠି ହୋଇ ହୋଲି ମନାଉଥିବା ବେଳେ ସକାଳୁ ସନ୍ଧ୍ୟାଯାଏଁ ଏମାନେ ଲାଗି ପଡିଥିଲେ ସ୍ୱାସ୍ଥ୍ୟ ସେବାରେ ।

Khordha firecracker explosion
ଜୀବନ ଯିବା ପରେ ଚେତା ପଶିଲା ! ବେଆଇନ ବାଣ ତିଆରି ଅଭିଯୋଗରେ ବିଭିନ୍ନ ସ୍ଥାନରେ ରେଡ, ୭ ଗିରଫ

କେଉଁଠି ବେଆଇନ ବାଣ ପ୍ରସ୍ତୁତକାରୀଙ୍କ ଉପରେ ପୋଲିସ ରେଡ୍...ତ କେଉଁଠି ଆଗକୁ ଅଘଟଣ ଏଡ଼ାଇବାକୁ ପ୍ରଶାସନିକ ସ୍ତରରେ ବୈଠକ।....

Death toll rises in explosion at firecracker manufacturing unit in Khordha
ଭୂଷଣ୍ଡପୁରରେ ବାଣ ବିଭୀଷିକା: ଜଳିଲା ୫ ଜୁଇ

ଭୂଷଣ୍ଡପୁର ଗାଁରେ ଭୟଙ୍କର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। କଟକ SCB ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆଖି ବୁଜିଛନ୍ତି।

Fire Crackers Factory Blast
ଲୁଚାଛପାରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ! ବାପ-ପୁଅଙ୍କ ସହ ୪ ଜୀବନ ଗଲା

ଦୋଳପୂର୍ଣ୍ଣିମା ଆତସବାଜି ପ୍ରତିଯୋଗିତା ପାଇଁ ଚାଲିଥିଲା ପ୍ରସ୍ତୁତି । କେଉଁଠୁ ଆସୁଥିଲା କଞ୍ଚାମାଲ, କେମିତି ତିଆରି ହେଉଥିଲା, ତଦନ୍ତ ଜାରି ।

firecracker explosion
ହୃଦୟବିଦାରକ : ବାଣ ବିସ୍ଫୋରଣରେ ଚାଲିଗଲା ୪ ଜୀବନ

ବିସ୍ଫୋରଣରେ ଅନ୍ୟ ୪ ଜଣ ଗୁରୁତର, ହସ୍ପିଟାଲ ସ୍ଥାନାନ୍ତର

Minor boy electrocuted to death during marriage in Odisha's Balugaon
ବିବାହ ଭୋଜିରେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ

ବାହାଘର ଭୋଜିରେ ଅଘଟଣ, ବିଦ୍ୟୁତ୍‌ ଆଘାତରେ ନାବାଳକର ମୃତ୍ୟୁ ହୋଇଛି। ଗାଁରେ ଏକ ବିବାହ ଭୋଜି ଚାଲିଥିବା ବେଳେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

Student As Labor In School
5T ସ୍କୁଲ୍‌ରେ ଲେବର କାମ କରୁଛନ୍ତି ଛାତ୍ର, ମନା କଲେ ମାର୍କ କାଟିବାକୁ ଶିକ୍ଷକଙ୍କ ଧମକ

ଏଭଳି ଗୁରୁତର ଅଭିଯୋଗ ଆସିଛି ଖୋର୍ଦ୍ଧା ପାଇକ ତିଗିରିଆ ସରକାରୀ ଉଚ୍ଚ ବିଦ୍ୟାଳୟ ବିରୋଧରେ ।

Fog Alert In These Districts Of Odisha
ଏହିସବୁ ଜିଲ୍ଲାକୁ କୁହୁଡ଼ି ଆଲର୍ଟ ! ଗାଡ଼ି ଚଲାଇବା ବେଳେ ସତର୍କ ରହିବା ପାଇଁ ପରାମର୍ଶ

ଆଜି ରାଜ୍ୟର ଏଧିକାଂଶ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇଥିବା ବେଳେ ରାଜଧାନୀ ଭୁବନେଶ୍ୱର ଓ କଟକରେ ମଧ୍ୟ କୁହୁଡିର ଘନ ଆସ୍ତରଣ ଦେଖିବାକୁ ମିଳିଛି।

Dog Lover
"ସେ କୁକୁର ନୁହେଁ ମୋ ପୁଅ"

ଘର ନାହିଁ କି ପରିବାର ନାହିଁ । ହେଲେ ସାଙ୍ଗରେ ଅଛନ୍ତି ଏକାଧିକ ବୁଲା କୁକୁର । ଏକାଠି ଶୋଉଛନ୍ତି, ଖାଉଛନ୍ତି ଆଉ ଭାବ ଦିଆନିଆ ବି ହେଉଛନ୍ତି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହର ଥାନା ଛକରେ। ସ୍ଥାନୀୟ ଅଂଚଳର ମନୋରଞ୍ଜନ ସାହୁଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କୁକୁର ପ୍ରତି ଥିବା ଭଲପାଇବାକୁ ଆଖିରେ ନଦେଖିଲେ ଆପଣ ବି ବିଶ୍ୱାସ କରିବେନି 

Crime
ଭାଇ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ, ଟ୍ରଲି ବ୍ୟାଗ୍‌ରେ ପୁରାଇ ଜଙ୍ଗଲରେ ଫିଙ୍ଗିଥିଲା ମୃତଦେହ

ନିର୍ଯାତନା ଅସହ୍ୟ ହେବାରୁ ଭାଇ ଓ ସାଙ୍ଗ ସହ କରିଛି ମର୍ଡର ! ସିସିଟିଭି ଫୁଟେଜ୍‌ରୁ ଧରାପଡିଲେ ହତ୍ୟାକାରୀ ।

Man killed, body stuffed in suitcase
ଟ୍ରଲି ବ୍ୟାଗରୁ ମିଳିଲା ସ୍ୱାମୀର ମୃତଦେହ ! ସ୍ତ୍ରୀ କହିଲା- ‘ମୋ ସ୍ୱାମୀଙ୍କ ବହୁତ ଶତ୍ରୁ ଅଛନ୍ତି’

ଯୁବକଙ୍କୁ ମାରି ଟ୍ରଲି ବ୍ୟାଗ୍‌ରେ ଭର୍ତ୍ତି କରି ଫିଙ୍ଗି ଦେବା ଘଟଣାରେ ନୂଆମୋଡ଼। ମୃତ ଯୁବକଙ୍କ ମୁଣ୍ଡରେ ଏକ ପୁରୁଣା କ୍ଷତ ଚିହ୍ନ ଥିବା ଏବଂ ତାକୁ ବ୍ୟାଣ୍ଡେଜ୍ କରାଯାଇଥିବା ଦେଖିବାକୁ ମିଳିଥିଲା।

special story
ଦସ୍ୟୁ ରତ୍ନାକରରୁ ବାଲ୍ମିକୀ: ଦୁର୍ଦ୍ଦାନ୍ତ ପକ୍ଷୀ ଶିକାରୀରୁ ସୁରକ୍ଷାକାରୀ ସାଜିଛନ୍ତି ଶିବ ଓ ରାମ

ନିଳାମ୍ବୁ ଚିଲିକାର ନିରୀହ ଅତିଥିଙ୍କ ସୁରକ୍ଷା ପାଇଁ ନେଇଛନ୍ତି ବଜ୍ର ଶପଥ । ବନ ବିଭାଗ ପାଇଁ ସାଜିଛନ୍ତି ଆଖି-କାନ... ।

Prashant jagdev
ବିଜେଡି-ବିଜେଡି କଳି ! ପ୍ରଶାନ୍ତ କହିଲେ, ‘ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ରଘୁ’

ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍‌ରେ କହିଛନ୍ତି ପ୍ରଶାନ୍ତ ।’

kalijai
ଚିଲିକା ମଝିରେ ଫସିଲା ଡଙ୍ଗା, ପରେ ପ୍ରଶାସନର ପଶିଲା ଚେତା

ମକର ସଂକ୍ରାନ୍ତି ଯୋଗୁଁ ବାଲୁଗାଁରେ ଜମିଛି ଭକ୍ତଙ୍କ ଭିଡ଼ ।

Paika Smaraki
କେବେ ହେବ ପାଇକ ସ୍ମାରକୀ ? କେବେ ମିଳିବ ସହିଦ ପାଇକ ପୁଅଙ୍କୁ ସମ୍ମାନ ?

ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।

Love for mother drags girl adopted by Australian couple to Odisha
୧୫ ବର୍ଷ ପରେ ମାଆକୁ ଖୋଜୁଛି ଝିଅ

ସେ ଜଣେ ମହାନ ମାଆ, ମୁଁ ଏବେ ତାକୁ ଭେଟିବାକୁ ପାଗଳ।

Miscreants Allegedly Firing In Khordha
ଭୋଜି ଚାଲିଥିବା ବେଳେ ବଚସା, ପରେ ବୋମାମାଡ଼...

ଭୋଜି ଚାଲିଥିବା ବେଳେ ପ୍ରଥମେ ବଚସା ହୋଇଥିଲା, ପରେ ବୋମାମାଡ଼। ଖୋର୍ଦ୍ଧା ଜିଲ୍ଳା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗାଁରେ ସାମାନ୍ୟ ବଚସାକୁ ନେଇ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି। 

New Covid Varriant Found In Odisha
ଓଡ଼ିଶାରେ କରୋନାର ନୂଆ ଭାରିଏଣ୍ଟ ଚିହ୍ନଟ: ଟେଷ୍ଟିଂ ବେଳେ କୌଣସି ଲକ୍ଷଣ ନଥିଲା, ପରେ ଜଣାପଡ଼ିଲା ଆକ୍ରାନ୍ତ...

ଓଡ଼ିଶାରେ ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଛି। ନୂଆ ଭାରିଏଣ୍ଟ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଦେଇଛି। ଆକ୍ରାନ୍ତ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା।