ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।
କେବଳ ଉପରେ ଉପରେ ପଥର ଗୁଡିକୁ ଛାପି ଦିଆଯାଉଛି ଫଳରେ ଗୋଟିଏ ବନ୍ୟା ଆସିଲେ ପଥର ପ୍ୟାକିଙ୍ଗ ସବୁ ନଦୀଗର୍ଭକୁ ଚାଲିଯିବା ଥୟ ।
କେବଳ ଦେଢନମାଲ ନୁହେଁ, କଣ୍ଟାମାଳ ବ୍ଲକର ଅନେକ ସ୍କୁଲରେ ଚାଉଳ ଯୋଗାଣ ସମୟରେ ଏଭଳି ଅନିୟମିତତା ହେଉଥିବା ନଜରକୁ ଆସୁଛି ।
ଏ କେମିତିକା ବ୍ୟବସ୍ଥା? ମାସେ ନୁହେଁ କି ଦୁଇ ମାସ ନୁହେଁ ବରଂ ୧୭ ମାସ ହେଲାଣି ବୃଦ୍ଧାଙ୍କ ଭତ୍ତା ଟଙ୍କା ହଡପ୍ କରୁଛନ୍ତି ସରକାରୀ ବାବୁ। ଦେଖନ୍ତୁ କେମିତି ଚାଲିଛି ଟଙ୍କା ହଡପ୍...