ହ୍ୱାଟ୍ସଆପ ମାଧ୍ୟମରେ ହେଉଛି ଆୟକର ରିଟର୍ଣ୍ଣ ଦାଖଲ । ଟ୍ୟାକ୍ସ ଫାଇଲିଂକୁ ଅଧିକ ସରଳ ଓ ସୁଗମ କରିବା ପାଇଁ ନୂଆ ବିକଳ୍ପ ।
ଗତ ୩୧ ତାରିଖ ଥିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲର ଶେଷ ଦିନ । ଗତବର୍ଷ ଅପେକ୍ଷା ଏଥର ୧୬.୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଫାଇଲ୍ ହୋଇଛି ।